ଦେଶ ବିଦେଶ
ଆଜି ଘୋଷଣା ହେବ ରିଜର୍ଭ ବ୍ଯାଙ୍କ ମୁଦ୍ରାନୀତି – bajravana
[ad_1]
ନୂଆଦିଲ୍ଲୀ, ୦୭/୬ : ଆଜି ଘୋଷଣା ହେବ ରିଜର୍ଭ ବ୍ଯାଙ୍କ ମୁଦ୍ରାନୀତି । ଲୋକସଭା ନିର୍ବାଚନ ପରେ ପ୍ରଥମ ମୁଦ୍ରାନୀତି ଘୋଷଣା ଉପରେ ରହିଛି ସମସ୍ତଙ୍କ ନଜର । ଗତ ୨୦୨୩ ଫେବ୍ରୁଆରୀରୁ ରେପୋରେଟ ୬.୫ ପ୍ରତିଶତ ରହିଥିବାବେଳେ ଏହା ଅପରିବର୍ତ୍ତିତ ରହିବ ବୋଲି ସୂଚନା ମିଳିଛି । ଅର୍ଥନୈତିକ ଅଭିବୃଦ୍ଧିକୁ ଦୃଷ୍ଟିରେ ରଖି ଆରବିଆଇର ମନିଟାରୀ ପଲିସି କମିଟି ବା ଏମପିସି ଏହି ପଦକ୍ଷେପ ନେବ। ଗତ ୫ ତାରିଖଠାରୁ ବସିଥିଲା ଏମପିସି ବୈଠକ। ଯଦି ରେପୋରେଟ ଅପରିବର୍ତ୍ତିତ ରୁହେ ତେବେ ଏହା ଅଷ୍ଟମ ଥର ଲାଗି ଅପରିବର୍ତ୍ତିତ ରହିବ।
[ad_2]