ଅପରାଧ
ମଙ୍ଗୁଳି ଟୋଲ ପ୍ଲାଜା ନିକଟରୁ ୩୫୧ଟି ବିରଳ କଇଁଛ ଉଦ୍ଧାର: ୩ ଅଭିଯୁକ୍ତ ଗିରଫ – bajravana
[ad_1]
କଟକ: କଟକ ଜିଲ୍ଲା ମଙ୍ଗୁଳି ଟୋଲ୍ ପ୍ଳାଜା ନିକଟରୁ ବିରଳ କଇଁଛ ଜବତ ହୋଇଛି। ପଶ୍ଚିମବଙ୍ଗରୁ ଓଡ଼ିଶା ଦେଇ କର୍ଣ୍ଣାଟକ ଚାଲାଣ ବେଳେ ୩୫୧ଟି ବିରଳ କଇଁଛ ଜବତ ହୋଇଛି। ଘଟଣାରେ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରାଯାଇଛି। ଏକ କାର ଯୋଗେ ଏହି କଇଁଛ ସବୁ ଚାଲାଣ ହେଉଥିଲା। ଉଦ୍ଧାର କଇଁଛକୁ ବନ ବିଭାଗକୁ ହସ୍ତାନ୍ତର କରାଯାଇଛି। କଇଁଛ ଚାଲାଣ ପଛରେ ଆଉ କିଏ କିଏ ସମ୍ପୃକ୍ତ ? ଏହା ପଛରେ ରାକେଟ୍ କାମ କରୁଛି କି ନାହିଁ ତାର ତଦନ୍ତ ଚାଲିଛି। ଗିରଫ ୩ ଅଭିଯୁକ୍ତଙ୍କୁ ଏନେଇ ପଚରାଉଚରା କରାଯିବ।
Sambad is now on WhatsApp
Join and get latest news updates delivered to you via WhatsApp
[ad_2]