ସ୍ୱାସ୍ଥ୍ୟ

ଖାଆନ୍ତୁ ଗୋଟିଏ ସିଝା ଅଁଳା : ମିଳିବ ଅନେକ ରୋଗରୁ ଆଶ୍ବସ୍ତି – bajravana

[ad_1]

ଅଁଳାରେ ଅନେକ ଔଷଧୀୟ ଗୁଣ ରହିଛି । ଏଥିରେ ଭିଟାମିନ୍ ସି, ଭିଟାମିନ୍ ଏ, ପୋଟାସିୟମ୍ ଏବଂ ଆଇରନ୍ ଭରପୂର ରହିଛି । କିନ୍ତୁ କଞ୍ଚା ଅଁଳା ଅପେକ୍ଷା ସିଝା ଅଁଳା ଖାଇବା ସ୍ୱାସ୍ଥ୍ୟ ପାଇଁ ବେଶ୍ ଉପକାରୀ । ସିଝା ଅଁଳାରେ ଭିଟାମିନ୍ ସି ରହିଥାଏ । ସିଝା ଅଁଳା ଖାଇବା ଦ୍ୱାରା କୋଷ୍ଠକାଠିନ୍ୟରୁ ମୁକ୍ତି ଦେଇଥାଏ । ଅନ୍ତ ସ୍ୱାସ୍ଥ୍ୟ ଏବଂ ମେଟାବୋଲିଜିମରେ ଉନ୍ନତି ଆଣେ । ସିଝା ଅଁଳା ଥିବା ଭିଟାମିନ୍ ସି କୋଲାଜେନ୍ ଉତ୍ପାଦନକୁ ବଢାଇଥାଏ ଓ ଚର୍ମ ସ୍ୱାସ୍ଥ୍ୟରେ ଉନ୍ନତି ଆଣେ । ମଧୁମେହ ରୋଗୀ ପ୍ରତିଦିନ ଗୋଟିଏ ସିଝା ଅଁଳା ଖାଇଲେ ସୁଗାର ସ୍ତର ନିୟନ୍ତ୍ରଣରେ ରୁହେ । ଓଜନ ହ୍ରାସରେ ମଧ୍ୟ ସହାୟକ ହୋଇଥାଏ ଅଁଳା । ଏଥିରେ ଥିବା ପ୍ରୋଟିନ୍ ଭୋକ ହେବାକୁ ରୋକିଥାଏ । ଯାହା ଫଳରେ ଅନାବଶ୍ୟକ ଖାଇବାକୁ ହ୍ରାସ କରେ । ଆଉ ଶରୀରର ଓଜନ ବୃଦ୍ଧିରୁ ଆସ୍ବସ୍ତି ମିଳିପାରିବ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button