ଦେଶ ବିଦେଶ

ଇରାନ ଠାରୁ ପ୍ରତିଶୋଧ ନେବା ଆରମ୍ଭ କଲା ଆମେରିକା – bajravana

[ad_1]

ନୂଆଦିଲ୍ଲୀ, ୪/୨ : ଋଷ-ୟୁକ୍ରେନ ଏବଂ ଇସ୍ରାଏଲ-ହାମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ । ଆମେରିକା ମଧ୍ୟ ଯୁଦ୍ଧ ଆରମ୍ଭ କରିଦେଇଛି । ଏହି ଯୁଦ୍ଧ ମଧ୍ୟ ଦୀର୍ଘ ସମୟ ପର୍ଯ୍ୟନ୍ତ ଚାଲିପାରେ ବୋଲି ଆଶଙ୍କା କରାଯାଉଛି । ଆମେରିକାର ରାଷ୍ଟ୍ରପତି ଜୋ ବିଡେନ ଇରାକ ଏବଂ ସିରିଆର ଆତଙ୍କବାଦୀ ଗୋଷ୍ଠୀକୁ ଦୃଢ଼ ଚେତାବନୀ ଦେଇଛନ୍ତି । ଆମେରିକା ସେନା ଉପରେ ଆକ୍ରମଣ କରୁଥିବା କହିଛନ୍ତି ଆମେରିକା ରାଷ୍ଟ୍ରପତି । ଆଉ ଏହି ସବୁ ଭିତରେ ନିଜ ସେନା ଉପରେ ଆକ୍ରମଣ ପରେ ରକ୍ତମୁଖା ହୋଇ ଉଠିଛି ଆମେରିକା । ସିରିଆ ଓ ଇରାକ ସମର୍ଥୀତ ଆତଙ୍କୀ ସଗଂଠନ ମିଲିସିଆ ଏବଂ ଇରାନୀ ରିଭିଲ୍ୟୁସନାରୀ ଗାର୍ଡର ଉପରେ ଅତର୍କିତ ଆକ୍ରମଣ କରିଛି ଆମେରିକା ସେନା । ଆମେରିକା କୌଣସି ପ୍ରକାର ସଂଘର୍ଷ ଚାହେଁନି । କିନ୍ତୁ ଦେଶ ଉପରେ ଯିଏ ଆକ୍ରମଣ କରିବ ତାକୁ କଡ଼ା ଜବାବ ଦିଆଯିବ ବୋଲି ଜୋ ବାଇଡେନ କହିଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button