ଓଡିଶା

୨୦ ପୁଲିସ ଅଧିକାରୀଙ୍କୁ ମିଳିବ ରାଜ୍ୟପାଳ ପୁଲିସ ପଦକ – bajravana

[ad_1]

ଭୁବନେଶ୍ବର: ୨୦୨୩ ପାଇଁ ରାଜ୍ୟପାଳ ପୁଲିସ ପଦକ ଘୋଷଣା ହୋଇଛି। ୨୦ଜଣ ପୁଲିସ ଅଧିକାରୀଙ୍କୁ ଏହି ସମ୍ମାନଜନକ ପଦକ ମିଳିବ। ଏଥିରେ ୨ଜଣ ଆଇଜିଙ୍କୁ ରାଜ୍ୟପାଳ ପୁଲିସ ପଦକ ମିଳିବ। ଏହି କ୍ରମରେ ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲଙ୍କୁ ଏବଂ କ୍ରାଇମବ୍ରାଞ୍ଚ ଆଇଜି ସଫିନ୍ ଅହମ୍ମଦଙ୍କୁ ଏହି ସମ୍ମାନଜନକ ପଦକ ମିଳିବ। ଗଞ୍ଜାମ ଓ ସମ୍ବଲପୁର ଏସପିଙ୍କୁ ମଧ୍ୟ ଏହି ସମ୍ମାନଜନକ ପଦକ ମିଳିବାର ସୂଚନା ରହିଛି ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button