ଓଡିଶା
ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗ: ଇଡ୍କୋ ସିଜିଏମଙ୍କ ଘରେ ପଶିଲା ଭିଜିଲାନ୍ସ – bajravana
[ad_1]
ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ଇଡ୍କୋ ସିଜିଏମ୍ ସରୋଜକାନ୍ତ ମହାନ୍ତି। ଆୟବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଇଡ୍କୋ ସିଜିଏମ୍ ସରୋଜକାନ୍ତ ମହାନ୍ତିଙ୍କ ଘରେ ଭିଜିଲାନ୍ସ ଚଢ଼ଉ ଚାଲିଥିବା ଜଣାଯାଇଛି। ଆଜି ଏକକାଳୀନ ୩ଟି ସ୍ଥାନରେ ଚଢ଼ଉ ଜାରି ରହିଛି।
Sambad is now on WhatsApp
Join and get latest news updates delivered to you via WhatsApp
ମଧ୍ୟାହ୍ନ ୧୨ଟାରୁ ୧୦ ଜଣ ଡିଏସ୍ପି, ୬ ଜଣ ଇନ୍ସପେକ୍ଟରଙ୍କ ସହ ଅନ୍ୟ କର୍ମଚାରୀମାନଙ୍କୁ ନେଇ ଗଠିତ ଟିମ୍ ଭୁବନେଶ୍ବର, କଟକ ଓ ଯାଜପୁରରେ ଏକକାଳୀନ ଚଢ଼ଉଆରମ୍ଭ କରିଛି। ତେବେ ଚଢ଼ଉ ବେଳେ ସରୋଜକାନ୍ତ ମହାନ୍ତି ସହଯୋଗ କରୁ ନଥିବା କୁହାଯାଉଛି। ତେବେ ଏନେଇ ଅଧିକ ତଥ୍ୟକୁ ଅପେକ୍ଷା କରାଯାଇଛି।
[ad_2]