ଅପରାଧ

କଟକ ମେୟର ସୁବାସ ସିଂହଙ୍କ ଅଫିସିଆଲ୍ ପେଜରେ ଅଶ୍ଳୀଳ ଭିଡିଓ ଲିଙ୍କ – bajravana

[ad_1]

କଟକ: କଟକ ମେୟର ସୁବାସ ସିଂହଙ୍କ ଅଫିସିଆଲ୍ ପେଜରେ ଅଶ୍ଳୀଳ ଭିଡିଓ ଲିଙ୍କ ଦେଖିବାକୁ ମିଳୁଛି। ଏନେଇ ଏନେଇ ସ୍ପଷ୍ଟୀକରଣ ଦେଇ ସୁବାସ ସିଂହ କହିଛନ୍ତି, ଗତକାଲି ରାତିରୁ ମୋର ସୋସିଆଲ୍ ମିଡିଆ ପେଜ୍ ହାଇଜ୍ୟାକ୍ ହୋଇଯାଇଛି। ମୁଁ  ସାଇବର କ୍ରାଇମ୍ ରେ ଅଭିଯୋଗ କରିଛି। ଏହି ପେଜକୁ ବ୍ଲକ୍ କରିବା ଲାଗି ମୁଁ ସମସ୍ତଙ୍କୁ ନିବେଦନ କରୁଛି।

 



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button