news

ମୁଁ ଗାନ୍ଧୀଙ୍କୁ କାହିଁକି ମାରିଲି ? ନାଥୁରାମ ଗୋଡସେ ଙ୍କର ଅନ୍ତିମ ବୟାନ ଶୁଣିଲେ ଆପଣଙ୍କ ଛାତି ଥରି ଉଠିବ – ନିଶ୍ଚିତ ଭାବରେ ଦେଶ ପାଇଁ ଗୋଟିଏ ଥର ପଢନ୍ତୁ ଓ ସେୟାର କରନ୍ତୁ

Image result for mahatma gandhi death picମହାତ୍ମାଗାନ୍ଧୀ ଯାହାଙ୍କୁ ଆମେ ଦେଶର ରାଷ୍ଟ୍ରପିତା ବୋଲି କହିଥାଉ । ୩୦ ଜାନୁୟାରୀ ୧୯୪୮ କୁ ସେ ଏହି ଦୁନିଆଁକୁ ଅଲବିଦା କହିଦେଲେ । ତାଙ୍କ ମୃତ୍ୟୁ ପ୍ରାକୃତିକ ହୋଇନଥିଲା ତାଙ୍କୁ ହତ୍ୟା କରାଯାଇଥିଲା । ତାଙ୍କୁ ହତ୍ୟା କରିଥିବା ଖାସ୍ ବ୍ୟକ୍ତି ଥିଲେ ନାଥୁରାମ ଗୋଡସେ । ଗାନ୍ଧୀଙ୍କୁ ହତ୍ୟା କରିବା ପରେ ନାଥୁରାମ ଘଟଣାସ୍ଥଳରୁ ପଳେଇନଥିଲେ । ବରଂ ସେ ଆତ୍ମସମର୍ପଣ କରିଥିଲେ । ଗାନ୍ଧୀଙ୍କୁ ହତ୍ୟା କରିବା ମାମଲାରେ ନାଥୁରାମଙ୍କ ସହ ପ୍ରାୟ ୧୭ ଜଣ ଲୋକଙ୍କ ଉପରେ ଅଦାଲତ ମୁକଦମା ଚାଲିଥିଲା । ଏହି ସମୟରେ ନାଥୁରାମ୍ ଅଦାଲତ ସାମନାରେ ନିଜ ପକ୍ଷ ରଖିବା ଭିତରେ ଅନ୍ତିମ ବୟାନ ଦେଇଥିଲେ ।

Image result for mahatma gandhi death picସେହି ଦିନ ନାଥୁରାମଙ୍କର ବୟାନ ଶୁଣିଲା ପଏ ଅଦାଲତରେ ମହଜୁଦ୍ ଥିବା ଲୋକଙ୍କ ଆଖି ଲୁହରେ ଭରି ଯାଇଥିଲା । ଜର୍ଜ ମହୋଦୟ ଜିଡି ଖୋସଲା ଏହା ବି କହିଦେଇଥିଲେ କି ଅଦାଲତ ରେ ଥିବା ଲୋକଙ୍କୁ ଯଦି ଜୁରୀ କରିଦିଆଯାଇଥାନ୍ତା ତେବେ ସେମାନେ ନିସନ୍ଦେହରେ ନାଥୁରାମ ଗୋଡସେ ଙ୍କୁ ନିର୍ଦ୍ଧୋଷ ବୋଲି ପ୍ରମାଣିତ କରାଇଦେଇଥାନ୍ତେ ।ଆଜି ଆମେ ନାଥୁରାମ ଗୋଡସେଙ୍କ କିଛି ଖାସ୍ ବୟାନର ଅଂଶ କହିବାକୁ ଯାଉଛୁ ।

Related image

ନାଥୁରାମ ନିଜ ବୟାନରେ କହିଥିଲେ କି କର୍ତ୍ତବ୍ୟ, ସମ୍ମାନ, ଓ ଦେଶ ପ୍ରେମ ଠାରୁ ବି ଆମକୁ ଅହିଂସାର ରାସ୍ତାକୁ ଛାଡିବାକୁ ବାଧ୍ୟ କରିଦେଇଥାଏ । ମୁଁ ଏହା ମାନେ ନାହିଁ କି କେଉଁ ଆକ୍ରମଣ ଶକ୍ତି କୁ ବିରୋଧ କରିବା ଭୁଲ୍ କିମ୍ବା ଅନ୍ୟାୟପୂର୍ଣ୍ଣ ଅଟେ ବୋଲି । ମୋ ହିସାବରେ ଶତ୍ରୁ ର ପ୍ରତିରୋଧ କରିବା କିମ୍ବା ବଳ ପ୍ରୟୋଗ କରି କାବୁ କରିବା ଏକ ଧାର୍ମିକ ଓ ନୈତିକ କର୍ତ୍ତବ୍ୟ ଅଟେ । ମୁସ୍ ଲିମ୍ ନିଜ ମନଇଚ୍ଛା କାମ କରୁଥିଲେ । କଂଗ୍ରେସ ତାଙ୍କ ଆଗରେ ଆତ୍ମସମର୍ପଣ କରିଦେଉ କି କିମ୍ବା ତାଙ୍କ ମନମାନୀ ରେ ସାଥ ଦିଅନ୍ତୁ ।

ମହାତ୍ମା ଗାନ୍ଧୀ ଜର୍ଜ ଓ ଜୁରୀର ଭୁମିକା ଦୁହିଁଙ୍କ ପକ୍ଷରେ ଥିଲେ । ମୁସଲମାନଙ୍କୁ ଖୁସି କରିବାକୁ ଗାନ୍ଧୀ ହିନ୍ଦୀ ଭାଷାକୁ କଦର୍ଜ୍ୟ କଲେ । ତାଙ୍କର ସବୁ ନିର୍ଣ୍ଣୟ ଓ ପ୍ରୟୋଗର ମୂଲ୍ୟ ହିନ୍ଧୁ ମାନଙ୍କୁ ଦେବାକୁ ପଡିଥିଲା । ଦେଶ ଭକ୍ତି ଓ ସମାଜବାଦ ନାରା ଲଗାଉଥିବା କଂଗ୍ରେସ ବି ପାକିସ୍ଥାନ ର ବନ୍ଧୁକ ମୁନରେ ମୁଣ୍ତ ନୁଆଁଇ ଦେଇଥିଲା , ଜିନ୍ନାଙ୍କ ଆଗରେ ନିଜର ଆତ୍ମ ସମର୍ପଣ କରିଦେଇଥିଲେ ।ମୁସିଲିମ୍ ତୃଟିକରଣ ନିୟମ ସହ ଚାଲିଲେ ଭାରତ ମା ର ଭାଗ ହେଇଗଲା । ଓ ଅଗଷ୍ଟ ୧୫ ୧୯୪୭ ପରେ ଏହି ଦେଶ ର ଏକ ତୃତୀୟାଂଶ ଅଂଶ ଆମେ ବିଦେଶ ଭୁମି କହିବାକୁ ମଜବୁର୍ ହେଇଗଲେ ।

ଗାନ୍ଧୀଙ୍କ ଉପଦେଶରେ କଂଗ୍ରେସର ବଡ ନେତାମାନେ ଦେଶ ବିଭାଜନ କରିଦେଲେ ଯାହାକୁ ଆମେ ଭାରତ ମା ବୋଲି ପୂଜା କରୁଛୁ , ଏହା ଦେଖିକରି ମୋ ଶରୀର କମ୍ପିବାକୁ ଲାଗିଲା । ମୁଁ ସାହସିକତା  ସହ କହିବାକୁ ଚାହୁଁଛି କି ଗାନ୍ଧୀ କାମରେ ଅସଫଳ ଥିଲେ । ସେ ପ୍ରମାଣ କରିଦେଲେ କି ସେ ଭାରତର ନୁହେଁ ପାକିସ୍ଥାନର ରାଷ୍ଟ୍ରପିତା ଅଟନ୍ତି । ମୋ ଗୁଳି ସେ ବ୍ୟକ୍ତିଙ୍କ ଉପରେ ଲାଗିଛି ଯେଉଁ ନିତିଗୁଡିକ ପାଇଁ କୋଟିକୋଟି ହିନ୍ଧୁଙ୍କ ବିନାଶ ଓ ବର୍ବାଦୀ ମିଳୁଅଛି । ଏମିତି କିଛି କାନୁନୀ ପ୍ରକିୟା ନାହିଁକି କି ଯାହା ଦ୍ୱାରା ସେ ଅପରାଧୀକୁ ଦଣ୍ତ ମିଳିବ । ସେଥିପାଇଁ ମୋ ପାଇଁ କେବଳ ଅହିଂସା ବାଲା ରାସ୍ତା ହିଁ ଶେଷରେ ରହିଯାଇଥିଲା ।ମୁଁ ନିଜ ପାଇଁ କ୍ଷମା ମାଗିବି ନାହିଁ । ମୁଁ ଯାହା ବି କରିଛି ମୁଁ ସେଥିପାଇଁ ଗର୍ବ କରେ ।

ମୋତେ ପୂରା ବିଶ୍ୱାସ ଅଛି କି ଆସୁଥିବା ସମୟରେ ଲୋକେ ମୋ ଦ୍ୱାରା କରାଯାଇଥିବା କାର୍ଯ୍ୟକୁ ମୂଲ୍ୟାଙ୍କନ କରିବେ । ମୁଁ ଚାହୁଁଛି କି ଯେ ପର୍ଯ୍ୟନ୍ତ ସିନ୍ଧୁ ନଦୀ ଭାରତୀୟ ତିରଙ୍ଗା ତଳୁ ବହିବ ନାହିଁ । ସେ ପର୍ଯ୍ୟନ୍ତ ମୋ ଅସ୍ଥିକୁ ବିସର୍ଜନ ନ କରାଯାଉ । ମୁଁ ସ୍ୱୀକାର କରୁଛି କି ଗାନ୍ଧୀ ବଡ ଦେଶଭକ୍ତ ଥିଲେ , ସେ ବିନା କିଛି ସ୍ୱାର୍ଥରେ ଦେଶର ସେବା କଲେ। ମୁଁ ତାଙ୍କର ଏହି କଥାକୁ ଆଦର କରୁଛି । କିନ୍ତୁ ମୁଁ କେବେ କେଉଁ ଦେଶଭକ୍ତକୁ ଦେଶ ବିଭାଜନ ଓ ସମ୍ପ୍ରଦାୟ ର ନାଁରେ ପକ୍ଷପାତ କରିବା ଦେଖିବାକୁ ଚାହୁଁନି । ଏହି କାରଣ ଥିଲା ଗାନ୍ଧୀଜୀଙ୍କୁ ହତ୍ୟା କରିବା ଛଡା ମୋ ପାଖରେ ଆଉ ଦ୍ୱିତୀୟ କିଛି ବିକଳ୍ପ ନଥିଲା ।

Related Articles

Leave a Reply

Your email address will not be published. Required fields are marked *

Back to top button