ଦେଶ ବିଦେଶ

ନମ୍ବର ୧ ସ୍ଥାନରେ ଶୁଭମନ ଗିଲ – bajravana

[ad_1]

ନୂଆଦିଲ୍ଲୀ: ଭାରତର ଯୁବ ବ୍ୟାଟ୍ସମ୍ୟାନ୍ ଶୁଭମନ ଗିଲ ଦୁନିଆର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ଆଇସିସି ଦ୍ୱାରା ଜାରି କରାଯାଇଥିବା ନୂଆ ଦିନିକିଆ ରାକିଂରେ ଶୁଭମନ ଦୁନିଆର ନମ୍ବର ୧ ବ୍ୟାଟ୍ସମ୍ୟାନ ସ୍ଥାନ ପାଇଛନ୍ତି । ଏହାପୂର୍ବରୁ ଦୁନିଆର ନମ୍ବର ୧ ବ୍ୟାଟ୍ସମ୍ୟାନ ସ୍ଥାନ ପାକିସ୍ତାନ ଅଧିନାୟକ ବାବର ଆଜମ ଅକ୍ତିଆର କରିଥିଲେ ।

ସୂଚନାଯୋଗ୍ୟ, ୨୦୨୩ ବର୍ଷଟି ଶୁଭମନ ଗିଲଙ୍କ ପାଇଁ ବେଶ୍ ଶୁଭଙ୍କର ରହିଛି । ଶୁଭମନ ଟେଷ୍ଟ, ଦିନିକିଆ ଓ ଟି-୨୦ରେ ଜବରଦସ୍ତ ପ୍ରଦର୍ଶନ ଜାରୀ ରଖିଛନ୍ତି । ଦିନିକିଆ ଫର୍ମାଟରେ ଶୁଭମନଙ୍କ ପ୍ରଦର୍ଶନ ଯୋଗୁ ଧୂଆଁଧାର ବ୍ୟାଟ୍ସମ୍ୟାନ୍ ଶିଖର ଧୱନଙ୍କୁ ଟିମରୁ ବାଦ ଦିଆଯାଇଛିି । ଏବେ ଦିନିକିଆ ରାକିଂ ମାମଲାରେ ଶୁଭମନଙ୍କ ପାଖରେ ୮୩୦ ଅଙ୍କ ରହିଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button