ଓଡିଶା

ଡିସେମ୍ବର ୧ରୁ ବସ୍ ଧର୍ମଘଟ – bajravana

[ad_1]

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ସମଗ୍ର ରାଜ୍ୟରେ ଡିସେମ୍ବର ୧ରୁ ବସ୍ ଧର୍ମଘଟ ଆରମ୍ଭ ହେବ । ଏହାସହ ନଭେମ୍ବର ୨୨ରୁ ବିଧାନସଭା ସମ୍ମୁଖରେ ମାଲିକ ଧାରଣା ଦେବେ ବୋଲି ମାଲିକ ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଏନେଇ ଘରୋଇ ମାଲିକ ସଂଘ କର୍ମକର୍ତ୍ତା ବରଦା ଆଚାର୍ଯ୍ୟ ସୂଚନା ଦେଇଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button