ଜାଣନ୍ତୁ ମହିଳାଙ୍କୁ କାହିଁକି ନଡିଆ ଭାଙ୍ଗିବା ମନା ।
ପୁରାଣ ଓ ପୋଥି ଗୁଡିକରେ ରହିଛି ଓ ଆମ ହିନ୍ଦୁ ଧର୍ମରେ ରହିଛି କି ନଡିଆ ହେଉଛି ଆମର ଶ୍ରୀ ଫଳ । ତେବେ ମହିଳା ମାନେ ଏପରି ଭାବେ ନଡିଆ ଫଟାଇ ବା ପଛରେ ଗୋଟିଏ କାହାଣୀ ରହିଛି । ତେବେ ଆସନ୍ତୁ ଜାଣି ବା ଏହା ପଛର କାହାଣୀ କଣ । ଜେବେ ଭଗବାନ ବିଷ୍ଣୁ ପୃଥିବୀରେ ନିଜର ଅବତାର ଗ୍ରହଣ କରିଥିଲେ ।
ସେତେ ବେଳେ ସେ ନିଜ ସହିତ ତିନୋଟି ଦ୍ରବ୍ୟ ଆଣିଥିଲେ । ତାହାଥିଲା ମାଁ ଲକ୍ଷ୍ମୀ, ନଡିଆ ଗଛ ଓ କାମ ଧେନୁ, ଏହି ତିନୋଟି ଜିନିଷ ସେ ଆଣିଥିଲେ । ସେଥି ପାଇଁ ନଡ଼ିଆ କୁ ଆମେ ଓ ଆମ ଧର୍ମରେ ଶ୍ରୀଫଳ ବୋଲି କୁହାଯାଇଛି । ଏହା ର ମାନେ ହେଲା ଶ୍ରୀ ର ଅର୍ଥ ଲକ୍ଷ୍ମୀ ନଡିଆର ତ୍ରୀବେଦ ଅର୍ଥାତ ବହ୍ମା ବିଷ୍ଣ ଓ ମହେଶ୍ୱରଙ୍କ ବାସ ସ୍ଥାନ ହେଉଛି ନଡିଆ ଓ ଭାରତୀୟ ପୂଜା ପଦ୍ଧଥୀରେ ଏହି ଶ୍ରୀ ଫଳର ବ୍ୟବହାର କରାଯାଇଥାଏ ଓ ଏହାକୁ ସର୍ବ ସେର୍ଷ୍ଠ ଫଳ ରୂପରରେ ଦେଖାଯାଏ ।
ଯେ କୌଣସି ମାଙ୍ଗଳିକ କାର୍ଯ୍ୟ ହେଉ ବା ଦାନ ଧର୍ମରେ ଆମେ ଏହି ଫଳ କୁ ସର୍ବ ଶ୍ରେଷ୍ଠ ଫଳ ରୁପରେ ମାନି ଥାଉ । ତେବେ ସ୍ତ୍ରୀ ଲୋକ ମାନେ ନଡିଆ ନଭାଙ୍ଗିର ମାନେ ହେଲା ନଡିଆ ଏକ ବୀଜ । ଏହା କୁ ଆମେ ପ୍ରଜଜନ କାରକ ବୋଲି କୁହାଯାଏ ଓ ନାରି ମାନଙ୍କ ଶିଶୁ ବି ଗୋଟିଏ ବୀଜ ସଦୃଶ ଅଟେ । ତେଣୁ କୌଣସି ମହିଳା ନଡିଆକୁ ଭାଙ୍ଗିଲେ ତାହା ନିଜ ସଂନ୍ତାନ ଉପରେ ପ୍ରଭାବ ପକାଇବା ପରି ଲାଗିଥାଏ କିନ୍ତୁ ଗୋଟିଏ ପୁରୁଷ ଭାଙ୍ଗିବା ସକ୍ଷମ କୁହାଯାଇଥାଏ ।
ଏହା ବି ବହୁତ ଭଲ ଭାବରେ ମନେ ରଖିବା ଦରକାର କି ସନି ଦେବଙ୍କ ଉପରେ ଏହି ନଡିଆର ଜଳକୁ ଜଳାଭିଶେକ କରିବା ଦ୍ୱାରା ତାଙ୍କର ରିଷ୍ଠ ଖଣ୍ଡନ ହୋଇଥାଏ । ଭାରତୀୟ ବିଧି ଓ ପରମ୍ପରା ଅନୁଯାଇ ମଡିଆ ସୈଭାଗ୍ୟର ପ୍ରତିକ ଭାବେ ମାନିଥାଉ । ଆପଣ ପେଟ କେବେ ବି ଗରମ ହୋଇଥିଲେ ଆପଣ ଏହି ନଡିଆର ପାଣି କୁ ସେବନ କରନ୍ତୁ ଆପଣଙ୍କ ପେଟ ତୁରନ୍ତ ଥଣ୍ଡା ହୋଇଯିବ ଓ ଏହାକୁ ମୁହଁରେ ୧୫ ଦିନ ମାରିବା ଦ୍ୱାରା ଆପଣଙ୍କ ମୂଖରେ ଚମକ ଆସିଥାଏ ଓ ଏହାର ବହୁତ ଔଷଧୀୟ ଗୁଣ ମଧ୍ୟ ରହିଛି ।