ଓଡିଶା

୧୦ରେ ହେବ ବସ୍ ଧର୍ମଘଟ – bajravana

[ad_1]

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ସମଗ୍ର ରାଜ୍ୟରେ ଅକ୍ଟୋବର ୧୦ରେ ବସ୍ ଧର୍ମଘଟ ହେବ । ରାଜ୍ୟ ସରକାରଙ୍କ ‘ଲକ୍ଷ୍ମୀ’ ଯୋଜନାକୁ ବିରୋଧ କରି ଧର୍ମଘଟ ଘୋଷଣା କରାଯାଇଛି । ଏନେଇ ବସ୍ ମାଲିକ ସଂଘ ବୈଠକରେ ନିଷ୍ପତ୍ତି ନିଆଯାଇଛି ।

ସୂଚନାଯୋଗ୍ୟ, ଅକ୍ଟୋବର ୨ ତାରିଖରେ ଅବିଭକ୍ତ କୋରାପୁଟରେ ବସ ବନ୍ଦ ରହିବ । ସେହିଦିନ ମାଲକାନଗିରିରୁ ‘ଲକ୍ଷ୍ମୀ’ ଆରମ୍ଭ ହେଉଥିବାରୁ ବସ୍ ବନ୍ଦ ରହିବ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button