ଓଡିଶା

ରକ୍ତ ଅଦଳବଦଳ: ୪ ସସ୍‌ପେଣ୍ଡ – bajravana

[ad_1]

ରକ୍ତ ଅଦଳବଦଳ ଘଟଣାରେ କାର୍ଯ୍ୟାନୁଷ୍ଠାନ; ୪ ସସ୍‌ପେଣ୍ଡ । କେନ୍ଦ୍ରୀୟ ରେଡକ୍ରସ୍ ରକ୍ତଭଣ୍ଡାରର ୪ ଟେକ୍ନିସିଆନ୍ ସସ୍‌ପେଣ୍ଡ ହୋଇଥିବା ଖବର ସାମ୍ନାକୁ ଆସିଛି । ୪ ଜଣଙ୍କୁ ସସ୍‌ପେଣ୍ଡ କଲେ ରକ୍ତଭଣ୍ଡାର ନିର୍ଦ୍ଦେଶକ । ଗତ ୨୯ ତାରିଖରେ ଜଣେ ରେଗୀଙ୍କୁ ଭୁଲ୍ ରକ୍ତ ଦିଆଯାଇଥିଲା । ଏ ପଜିଟିଭ୍ ବଦଳରେ ବି ପଜିଟିଭ୍ ରକ୍ତ ଦିଆଯାଇଥିଲା । ରୋଗୀ ଗୁରୁତର ହୋଇ ଆଇସିୟୁରେ ଭର୍ତ୍ତି ହୋଇଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button