ରାଶିଫଳ

ଆଜି ଠାରୁ ଏହି ୩ ଟି ରାଶି ଉପରେ ରହିବ ଶନିଙ୍କ ଦୃଷ୍ଟି, ଜୀବନରେ ସବୁ କିଛି ବଦଳିଯିବ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏଭଳି ୩ଟି ରାଶି ସମ୍ବନ୍ଧରେ କହିବୁ ଯେଉଁ ମାନଙ୍କ ଉପରେ ଭଗବାନ ଶନି ଦେଵ ଙ୍କ କୃପାଦୃଷ୍ଟି ରହିବ ଏବଂ ସେମାନଙ୍କ ଜୀବନ ସମ୍ପୂର୍ଣ୍ଣ ଭାବରେ ବଦଳି ଯିବ । ବନ୍ଧୁଗଣ ପ୍ରତ୍ୟେକ ବ୍ୟକ୍ତି ଙ୍କୁ ନିଜ କର୍ମ ର ଫଳ ନିଶ୍ଚିତ ରୂପରେ ମିଳିଥାଏ । ଯଦି କୌଣସି ବ୍ୟକ୍ତି ନିଜ ଜୀବନରେ ସୁକର୍ମ କରିଥାଏ ତେବେ ତାକୁ ନିଶ୍ଚିତ ଭାବରେ ସୁଫଳ ମିଳିଥାଏ ଏବଂ ଯଦି କୌଣସି ବ୍ୟକ୍ତି ନିଜ ଜୀବନରେ କେବଳ କୁକର୍ମ କରିଥାଏ ତେବେ ତାକୁ କୁଫଳ ହିଁ ମିଳିଥାଏ । ଭଗବାନ ଶନିଦେବ ପ୍ରତ୍ୟେକ ବ୍ୟକ୍ତି ଙ୍କୁ କର୍ମ ଅନୁସାରେ ହିଁ ଫଳ ପ୍ରଦାନ କରିଥାନ୍ତି ।

ଯଦି କୌଣସି ବ୍ୟକ୍ତି ଜୀବନ ରେ ସଠିକ କାର୍ଯ୍ୟ କରିଥାଏ ତାକୁ ଭଗବାନ ଶନି ଦେବ ଙ୍କ ଆଶୀର୍ବାଦ ଲାଭ ହୋଇଥାଏ ଏବଂ ଯଦି କୌଣସି ବ୍ୟକ୍ତି ଭୁଲ କାର୍ଯ୍ୟ କରିଥାଏ ତେବେ ତାକୁ ଭଗବାନ ଶନି ଦେବ ଙ୍କ କ୍ରୋଧର ଶିକାର ହେବାକୁ ପଡ଼ିଥାଏ । ପ୍ରାୟତଃ ବ୍ୟକ୍ତି ଶନି ଦେବ ଙ୍କ କୃପାଦୃଷ୍ଟି ପାଇବା ନିମନ୍ତେ ତାଙ୍କ ପୂଜାର୍ଚ୍ଚନା କରିଥାନ୍ତି ଏବଂ ଏହା ଦ୍ବାରା ଶନି ଦେବ ଙ୍କ କୃପା ମିଳିବାର ସମ୍ଭାବନା ମଧ୍ୟ ରହିଥାଏ ।

କିନ୍ତୁ ଯଦି ଭଗବାନ ଶନି ଦେବ କୌଣସି ବ୍ୟକ୍ତି ଉପରେ ପ୍ରସନ୍ନ ହୋଇଥାନ୍ତି ତେବେ ସେହି ବ୍ୟକ୍ତି ର ସମ୍ପୂର୍ଣ୍ଣ ଜୀବନକୁ ବଦଳାଇ ଦେଇଥାନ୍ତି ଏବଂ ସମସ୍ତ ପ୍ରକାର ସୁଖ ପ୍ରଦାନ କରିଥାନ୍ତି । ସେମାନଙ୍କ ଜୀବନ ରେ କୌଣସି ସମସ୍ୟା ଆସି ନଥାଏ ଏବଂ ସେମାନେ ନିଜ ଜୀବନ ଆନନ୍ଦ ରେ ଅତିବାହିତ କରିଥାନ୍ତି । କିନ୍ତୁ ଯଦି କୌଣସି ବ୍ୟକ୍ତି ଉପରେ ଶନି ଦେବ କ୍ରୋଧିତ ହୋଇଥାନ୍ତି ତେବେ ସେମାନଙ୍କ ଜୀବନ ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି ହେବାକୁ ଲାଗିଯାଏ ।

ତେବେ ଆଜି ଆମେ ଆପଣଂକୁ ବିଶେଷ କରି ଏଭଳି ୩ଟି ରାଶି ସମ୍ବନ୍ଧରେ କହିବୁ ଯେଉଁ ମାନଙ୍କୁ ଭଗବାନ ଶନି ଦେବ ଙ୍କ କୃପାଦୃଷ୍ଟି ଲାଭ ହେବାକୁ ଯାଉଛି ଏବଂ ସେମାନଙ୍କୁ ଜୀବନର ସମସ୍ତ ଖୁସି ପ୍ରାପ୍ତ ହେବାକୁ ଯାଉଛି । ତେବେ ବନ୍ଧୁଗଣ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ସିଂହ ରାଶି- ବନ୍ଧୁଗଣ ପ୍ରଥମ ରାଶିଟି ହେଉଛି ‘ସିଂହ ରାଶି’ । ଏହି ରାଶି ମାନଙ୍କ ଉପରେ ନ୍ୟାୟ ଦେବତା ଶନି ଦେବଙ୍କ କୃପାଦୃଷ୍ଟି ପଡ଼ିବାକୁ ଯାଉଛି । ଏମାନଙ୍କ ଜୀବନ ରେ ଥିବା ସମସ୍ତ ସମସ୍ୟା ଦୂର ହେବାକୁ ଯାଉଛି ଏବଂ ଏମାନଙ୍କ ଜୀବନ ସମ୍ପୂର୍ଣ୍ଣ ରୂପରେ ବଦଳିବାକୁ ଯାଉଛି ।

ଏହି ରାଶିର ବ୍ୟକ୍ତି ମାନଙ୍କ ର କାମ ରେ ବାଧା ବିଘ୍ନ ଆସିପାରେ କିନ୍ତୁ ଶନି ଦେବ ଙ୍କ କୃପା ରୁ ତାହା ମଧ୍ୟ ଦୁର ହୋଇଯିବ । ଏହି ରାଶିର ବ୍ୟକ୍ତି ମାନଙ୍କୁ ନିଜ ପରିବାର ଏବଂ ଜୀବନ ସାଥି ଙ୍କ ପୂର୍ଣ ସହଯୋଗ ମିଳିବ । ଦାମ୍ପତ୍ୟ ଜୀବନ ମଧୁର ହେବ । ଏମାନଙ୍କ ଜୀବନ ରେ ଥିବା ସମସ୍ତ ଦୁଃଖ କଷ୍ଟ ଦୁର ହେବ ଏବଂ ଆର୍ଥିକ ସମସ୍ୟା ମଧ୍ୟ ଦୁର ହେବ ।

୨. ତୁଳା ରାଶି- ବନ୍ଧୁଗଣ ଦ୍ଵିତୀୟ ରାଶିଟି ହେଉଛି ‘ତୁଳା ରାଶି’ । ଏହି ରାଶିର ବ୍ୟକ୍ତି ମାନଙ୍କୁ ଭଗବାନ ଶନି ଦେବ ଙ୍କ ଆଶୀର୍ବାଦ ପ୍ରାପ୍ତ ହେବାକୁ ଯାଉଛି । ଏହି ରାଶିର ବ୍ୟକ୍ତି ମାନଙ୍କୁ ନିଜ ପରିଶ୍ରମ ର ଫଳ ନିଶ୍ଚିତ ରୂପରେ ପ୍ରାପ୍ତ ହେବ । କିନ୍ତୁ ଏହି ରାଶିର ବ୍ୟକ୍ତି ମାନେ କୌଣସି କାର୍ଯ୍ୟ କରିବା ନିମନ୍ତେ ଆଳସ୍ୟ ହୁଅନ୍ତୁ ନାହିଁ ଏବଂ କଠିନ ପରିଶ୍ରମ କରନ୍ତୁ । ଏହି ରାଶିର ବ୍ୟକ୍ତି ମାନେ ନିଜ କାର୍ଯ୍ୟ ରେ ସଫଳତା ହାସଲ କରିବେ ଏବଂ ସମାଜ ରେ ମାନ ସମ୍ନାନ ପ୍ରତିଷ୍ଠା ହେବ ଏବଂ ଏହି ରାଶିର ବ୍ୟକ୍ତି ମାନଙ୍କୁ ସକାରାତ୍ମକ ପରିଣାମ ପ୍ରାପ୍ତ ହେବ ।

୩. ବିଚ୍ଛା ରାଶି- ବନ୍ଧୁଗଣ ତୃତୀୟ ରାଶିଟି ହେଉଛି, ‘ବିଚ୍ଛା ରାଶି’ । ଏହି ରାଶିର ବ୍ୟକ୍ତି ମାନଙ୍କ ଉପରେ ଶନି ଦେବ ଙ୍କ ବିଶେଷ କୃପା ଲାଭ ହେବାକୁ ଯାଉଛି । ଏହି ରାଶିର ବ୍ୟକ୍ତି ମାନଙ୍କୁ ଅଚାନକ ଧନ ଲାଭ ହେବାର ସମ୍ଭାବନା ରହିଛି । ତେଣୁ ଏହି ରାଶିର ବ୍ୟକ୍ତି ମାନେ ଯେ କୌଣସି ବି କାର୍ଯ୍ୟ ଆରମ୍ଭ କରିବେ ଭାବିଚିନ୍ତି କରନ୍ତୁ । ଏହି ରାଶିର ବ୍ୟକ୍ତି ମାନଙ୍କର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦେଖିବାକୁ ମିଳିପାରେ ଏବଂ ତ୍ୱଚା ସମ୍ବନ୍ଧୀୟ ରୋଗ ହେବାର ସମ୍ଭାବନା ମଧ୍ୟ ରହିଛି ।

ତେଣୁ ଯଦି ଏହି ରାଶି ମାନଙ୍କର ସ୍ୱାସ୍ଥ୍ୟ ସମ୍ବନ୍ଧରେ କୌଣସି ଛୋଟ ସମସ୍ୟା ଦେଖା ଯାଉଛି ତେବେ ବିଳମ୍ବ ନକରି ତୁରନ୍ତ ଏହାର ଚିକିତ୍ସା କରନ୍ତୁ । ଭଗବାନ ଶନି ଦେବ ଙ୍କ କୃପାଦୃଷ୍ଟି ରୁ ଏହି ରାଶି ର ବ୍ୟକ୍ତି ମାନଙ୍କ ଜୀବନ ରେ ଥିବା ସମସ୍ତ ଆର୍ଥିକ ସମସ୍ୟା ର ସମାଧାନ ହେବାକୁ ଯାଉଛି ଏବଂ ଆର୍ଥିକ ପରିସ୍ଥିତି ସୁଧୁରିବାକୁ ଯାଉଛି ।

Pratap Prusty

Related Articles

Leave a Reply

Your email address will not be published. Required fields are marked *

Back to top button