ଜ୍ୟୋତିଷ

ଏହି 5 ଟି ରାଶିର ଝିଅଙ୍କୁ ବିବାହ କଲେ ଚମକି ଥାଏ ଭାଗ୍ୟ, ଯେଉଁ ଘରକୁ ଯାଆନ୍ତି ସେ ଘରେ ହୋଇଥାଏ ଧନର ବର୍ଷା

ବନ୍ଧୁଗଣ ଜ୍ୟୋତିଷ୍ୟ ଶାସ୍ତ୍ରରେ ବିସ୍ତାରରେ କୁହାଯାଇଛି ଯେ, କେଉଁ ରାଶିର ବ୍ୟକ୍ତି କେଉଁ ରାଶିର ମହିଳା ମାନଙ୍କ ପାଇଁ ସଠିକ ଯୋଡି ହେବ । ତେଣୁ ବନ୍ଧୁଗଣ ଆପଣ ମାନଙ୍କୁ ନିଜ ରାଶି ଅନୁସାରେ ନିଜ ଜୀବନ ସାଥି ବାଛିବା ନିହାତି ଆବଶ୍ୟକ । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ କିଛି ରାଶି ବିଷୟରେ କହିବାକୁ ଯାଉଛୁ ଯେଉଁ ମାନଙ୍କ ସହ ବିବାହ କରିଲେ ଆପଣ ମାନଙ୍କର ଭାଗ୍ୟ ବଦଳିଯିବ । ବନ୍ଧୁଗଣ ଏହି ରାଶି ମାନେ ଆପଣ ମାନଙ୍କ ପାଇଁ ବହୁତ ଭାଗ୍ୟଶାଳୀ ଅଟନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ରାଶି ମାନଙ୍କ ବିଷୟରେ ।

ମେଷ ରାଶି- ବନ୍ଧୁଗଣ ଯେଉଁ ବ୍ୟକ୍ତି ମାନଙ୍କର ମେଷ ରାଶି ଅଛି ସେମାନଙ୍କୁ ତୁଳା ରାଶିର ଜାତକ ମାନଙ୍କ ସହ ବିବାହ କରିବା ଉଚିତ । କାରଣ ଏହି ରାଶିର ଲୋକ ମାନେ ବହୁତ ଶୀଘ୍ର କ୍ରୋଧ କରିଥାନ୍ତି ଓ ଅନ୍ୟ ପକ୍ଷରେ ତୁଳା ରାଶିର ମଣିଷ ମାନେ ବହୁତ ଶାନ୍ତ ସ୍ଵଭାବର ହୋଇଥାନ୍ତି । ତେଣୁ ଏହି ଦୁଇଟି ରାଶିଙ୍କୁ ପରସ୍ପର ସହ ବିବାହ କରିବା ଉଚତ ।

ବୃଷ ରାଶି- ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛନ୍ତି ବୃଷ ରାଶିର ବ୍ୟକ୍ତି ବିଶେଷ ମାନେ । ବୃଷ ରାଶି ମାନେ ବିଛା ରାଶିର ଜାତକ ସହ ବିବାହ କରିବା ଉଚିତ । ଏହି ଦୁଇଜଣଙ୍କ ସାମଞ୍ଜସ୍ୟ ବହୁତ ଭଲ ରହିବ ଯାହାଫଳରେ ଏମାନେ ନିଜ ଜୀବନରେ ବହୁତ ଉନ୍ନତି କରିବେ । ଏହା ବ୍ଯତୀତ ଏହି ରାଶି ଦୁଇଟି ପରସ୍ପର ପାଇଁ ବହୁତ ଭାଗ୍ୟଶାଳୀ ଅଟନ୍ତି ।

ମିଥୁନ ରାଶି- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ମିଥୁନ ରାଶିର ବ୍ୟକ୍ତି ବିଶେଷ ମାନେ । ମିଥୁନ ରାଶିର ଜାତକ ମାନେ ସିଂହ ରାଶିର ଜାତକଙ୍କ ସହ ବିବାହ କରିବା ଉଚିତ । ଏହି ଦୁଇଟି ରାଶି ପରସ୍ପରକୁ ବହୁତ ଭଲ ଭାବରେ ବୁଝିପାରନ୍ତି ଓ ଏମାନଙ୍କ ମଧ୍ୟରେ କେବେହେଲେ କଳହ ଆଦି ଲାଗି ନଥାଏ । ଏହା ବ୍ଯତୀତ ଏହି ଦୁଇଟି ରାଶି ପରସ୍ପର ପାଇଁ ବହୁତ ଭାଗ୍ୟଶାଳୀ ଅଟନ୍ତି ।

କର୍କଟ ରାଶି- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି କର୍କଟ ରାଶିର ବ୍ୟକ୍ତି ବିଶେଷ ମାନେ । କର୍କଟ ରାଶିର ଜାତକ ମାନେ ଧନୁ ରାଶିର ଜାତକ ମାନଙ୍କୁ ବିବାହ କରିବା ଉଚିତ । ଏହି ଦୁଇଟି ରାଶି ପରସ୍ପର ପାଇଁ ବହୁତ ଭାଗ୍ୟଶାଳୀ ଅଟନ୍ତି । ଏହି ଦୁଇ ଜଣ ପରସ୍ପର ସହ ଆଜୀବନ ସମସ୍ତ ପରିସ୍ଥିତିରେ ରହିଥାନ୍ତି ।

ବିଛା ରାଶି- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ବିଛା ରାଶିର ବ୍ୟକ୍ତି ବିଶେଷ ମାନେ । ବିଛା ରାଶିର ଜାତକ ମାନେ ମୀନ ରାଶିର ଜାତକ ମାନଙ୍କ ସହ ବିବାହ କରିବା ଉଚିତ । ଏହି ଦୁଇଟି ରାଶିଙ୍କ ସ୍ଵଭାବ ପରସ୍ପର ସହ ବହୁତ ମିଶି ଥାଏ ଯାହାଫଳରେ ଏମାନଙ୍କୁ କେବେହେଲେ କୌଣସି ସ୍ଥାନରେ ଅସୁବିଧା ହୋଇନଥାଏ ।

Pratap Prusty

Related Articles

Leave a Reply

Your email address will not be published. Required fields are marked *

Back to top button