ଦେଶ ବିଦେଶ

ଏହିପରି ମହିଳା କେବେ ପିଲାର ମା ବନିପାରେ ନାହିଁ ଏହି ପାପ କରିବା ଦ୍ୱାରା ହୋଇଯାନ୍ତି ବାଂଝ ଶୁଣିକି ଆଶ୍ଚଯ୍ୟ ହୋଇଯିବେ..

ବନ୍ଧୁଗଣ ଆମେ ସମସ୍ତେ ଏହି କଥାକୁ ମାନିଥାନ୍ତି କି ଗୋଟିଏ ବିବାହ ସେତେବେଳେ ସମ୍ପୂର୍ଣ ସୁଖୀ ହୋଇଥାଏ, ଯେତେବେଳେ ସେହି ଦମ୍ପତି ଙ୍କର ସୁସ୍ଥ ସନ୍ତାନଟିଏ ହୋଇଥାଏ | ଏହିପରି ବିବାହ କୁ ସୁଖଦ ସମ୍ପୂର୍ଣ ସେତେବେଳେ ମାନାଯାଇ ଥାଏ ଯେତେବେଳେ ଦୁହିଁଙ୍କୁ ସନ୍ତାନ ପ୍ରାପ୍ତି ହୋଇଥାଏ | ଏଭଳି ପରିସ୍ଥିତିରେ ଯଦି ସନ୍ତାନଟିଏ ନହୁଏ ତେବେ ବହୁତ କୁବିଚାର ର ସାମ୍ନା କରିବାକୁ ପଡିଥାଏ |

ପତି ପତ୍ନୀଙ୍କ ମଧ୍ୟ ରୁ ଅନେକ ଯାତନା ସ୍ତ୍ରୀ ଙ୍କୁ ହିଁ ଭୋଗିବାକୁ ପଡିଥାଏ | ସମାଜ ଏହିପରି ଯୋଡିକୁ ଖରାପ ନଜରରେ ଦେଖିଥାଏ | ତେବେ ଏମିତି ପରିସ୍ଥିତିରେ କଣ ଆପଣ ଜାଣିବାକୁ ଚାହିଁବେ କି କଣ ପାଇଁ ଆପଣ ସନ୍ତାନ ରୁ ବଂଚିତ ଅଛନ୍ତି, ଶୁଣିକି ଆଶ୍ଚଯ୍ୟ ହୋଇଯିବେ | ଆଚାର୍ଯ୍ୟ ଚାଣକ୍ୟଙ୍କ କହିବା ଅନୁଯାୟୀ ଏହିପରି ମହିଳା କେବେ ପିଲାର ମା ବନିପାରେ ନାହିଁ ଏହି ପାପ କରିବା ଦ୍ୱାରା ହୋଇଯାନ୍ତି ବାଂଝ ଶୁଣିକି ଆଶ୍ଚଯ୍ୟ ହୋଇଯିବେ | ତେବେ ଆସନ୍ତୁ ଜାଣିବା ସେହି ବିଷୟରେ..

1.ପଶୁମାନଙ୍କର ନବଜାତ ଉପରେ ଅତ୍ୟାଚାର – ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେଉଁ ମହିଳା ପଶୁମାନଙ୍କର ନବଜାତ ଉପରେ ଅତ୍ୟାଚାର କରେ ସେ କେବେ ମା ବନିପାରେ ନାହିଁ |

ଗରୁଡ଼ ପୂରାଣ ରେ ମଧ୍ୟ କୁହାଯାଇଛି ଯେଉଁ ମହିଳା ପୂର୍ବ ଜନ୍ମ ରେ ପଶୁମାନଙ୍କର ନବଜାତ ଉପରେ ଅତ୍ୟାଚାର, କିମ୍ବା କୌଣସି ବି ନବଜାତ ଉପରେ ଅତ୍ୟାଚାର କରିଥାଏ, ସେ କେବେ ମା ହୋଇପାରେ ନାହିଁ |

2.ପଶୁମାନଙ୍କର ନବଜାତକୁ ମାରି ମାଂସ ଖାଇବା – ତେବେ ବନ୍ଧୁଗଣ ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେଉଁ ମହିଳା କିମ୍ବା ପୁରୁଷ ପଶୁମାନଙ୍କର ନବଜାତ ଉପରେ ଅତ୍ୟାଚାର କରେ ଏବଂ ତାକୁ ମାରି ତାଙ୍କ ମାଂସ ଖାଆନ୍ତି ଏହି ପାପ କରିବା ଦ୍ୱାରା ସେମାନେ ଯୁଗ ଯୁଗକୁ ବାଂଝ ହୋଇଯାନ୍ତି |

3.ବନ୍ଧୁଗଣ ଗରୁଡ ପୁରାଣ ରେ କୁହାଯାଇଛି ଯଦି ଉଭୟ ଦମ୍ପତି ମଧ୍ୟରୁ ଜଣେ କେହି ପୂର୍ବ ଜନ୍ମ ରେ କିମ୍ବା ଏହି ଜନ୍ମ ରେ ଭଲ କର୍ମ କରିଥାଏ | ତାଙ୍କର ସନ୍ତାନ ତ ହୋଇଯାଏ କିନ୍ତୁ ଦୁହିଁଙ୍କ ମଧ୍ୟରୁ ଜଣଙ୍କୁ ଦୁନିଆ ଛାଡି ଯିବାକୁ ପଡିଥାଏ | ଏମିତି ପରିସ୍ଥିତିରେ ଯଦି ସ୍ତ୍ରୀ ଖରାପ କର୍ମ କରେ ପୁରୁଷ କୁ ଭୋଗିବାକୁ ପଡେ ଆଉ ଯଦି ପୁରୁଷ ଖରାପ କର୍ମ କରେ ସ୍ତ୍ରୀ କୁ ଭୋଗିବାକୁ ପଡେ | ତେବେ କେବେ କୌଣସି ନବଜାତ ଉପରେ ଅତ୍ୟାଚାର କରନ୍ତୁ ନାହିଁ|

4. ଏହି ଦୋଷ କୁ ଖଣ୍ଡନ କରିବା ପାଇଁ କିମ୍ବା ଏହି ଅଭିଶାପ ରୁ ମୁକ୍ତି ପାଇବା ପାଇଁ | ଉଭୟ ସ୍ୱାମୀ ଏବଂ ସ୍ତ୍ରୀ ଙ୍କୁ ଏହି କାର୍ଯ୍ୟ କରିବାକୁ ପଡେ | ଶାସ୍ତ୍ର ରେ କୁହାଯାଇଛି ଯାହା ଅନେକ ପୂଜା ପାଠ କରିବା ପରେ ମିଳେ ନାହିଁ ତାହା କର୍ମ କରିବା ଦ୍ୱାରା ମିଳିଥାଏ | ତେବେ ଉଭୟ ଦମ୍ପତି ଙ୍କୁ କୌଣସି ନବଜାତ ଶିଶୁ କୁ ଖାଦ୍ୟ ଖାଇବାକୁ ଦେବା ଦ୍ୱାରା ସନ୍ତାନ ପ୍ରାପ୍ତି ହୋଇଥାଏ | ସବୁବେଳେ ନବଜାତ କୁ ସ୍ନେହ ଶ୍ରଦ୍ଧା ଭଲପାଇବା ଦେବ ଦ୍ୱାରା ଏହି ଦୋଷ ଆପଣଙ୍କ ଜୀବନ ରୁ ଚାଲିଯାଇ ଥାଏ |

Related Articles

Leave a Reply

Your email address will not be published. Required fields are marked *

Back to top button