ପୁଅ ବା ଝିଅ ଜନ୍ମ ହେବାର ଏହି ୬ ଟି ଲକ୍ଷଣ, ଆଜି ହିଁ ପରୀକ୍ଷା କରି ଦେଖନ୍ତୁ…
ଯେତେବେଳେ ଜଣେ ମହିଳା ଗର୍ଭବତୀ ହୋଇଥାଏ, ସେତେବେଳେ ମହିଳା ମାନଙ୍କର ବହୁତ ଇଛା ହୁଏ ଜାଣିବା ପାଇଁ ଯେ, ତାଙ୍କ ଗର୍ଭରୁ ଆସୁଥିବା ଶିଶୁଟି ପୁଅ ନା ଝିଅ । ବର୍ତ୍ତମାନ ଭୃଣ ଲିଙ୍ଗ ନିରୂପଣ କରିବା ଅପରାଧ ଅଟେ । କିନ୍ତୁ ପ୍ରତ୍ୟକ ମାଙ୍କ ଇଛା ଥାଏ ତାଙ୍କ ଗର୍ଭରେ ଥିବା ଶିଶୁ ବିଷୟରେ ଜାଣିବା ପାଇଁ । ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି ଲକ୍ଷଣ ବିଷୟରେ କହିବୁ ଯାହା ଫଳରେ ଆପଣ ନିଜ ଗର୍ଭରେ ଥିବା ଶିଶୁ ପୁଅ ନା ଝିଅ ଜାଣି ପାରିବେ ।
କିନ୍ତୁ ଆପଣ ମାନଙ୍କୁ ଅନୁରୋଧ ଯେ, କେବେ ବି ଏହି ଲକ୍ଷଣ ଗୁଡିକୁ ଆଧାର କରି ନିଜ ଗର୍ଭରେ ଥିବା ଶିଶୁକୁ ନଷ୍ଟ କରିବାର ଭୁଲ କରିବେ ନାହିଁ । ନଚେତ ଆପଣଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ । ତେବେ ଆସନ୍ତୁ ଜାଣିବା ଏହି ଲକ୍ଷଣ ଗୁଡିକ ବିଷୟରେ ।
ପେଟର ଆକାର-
ଏହାର ପ୍ରଥମ ଲକ୍ଷଣ ହେଉଛି ପେଟର ଆକାର । ଆପଣଙ୍କ ପେଟରେ ପୁଅ ଅଛି ନା ଝିଅ ଏଥିପାଇଁ ଆପଣ ନିଜ ପେଟର ଆକାର ଉପରେ ଧ୍ୟାନ ଦିଅନ୍ତୁ । ଯଦି ଆପଣଙ୍କ ପେଟର ଆକାର ଗୋଲ ହେଇ ଫୁଲିଛି ତେବେ ଏହା ପୁଅର ଲକ୍ଷଣ ହୋଇଥାଏ । ସେହିପରି ଯଦି ଆପଣଙ୍କ ପେଟର ଆକାର ଚଉଡା ଅଛି ଓ ଗୋଲେଇ ଅଛି ତାହାଲେ ଏହା ଝିଅ ହେବାର ଲକ୍ଷଣ ଅଟେ ।
ମିଜାଜରେ ପରିବର୍ତ୍ତନ-
ଜେନେରାଲ ସାଇକୋଲୋଜିରୁ ଏହା ଜଣା ପଡିଛି ଯେ, ଯେଉଁ ଗର୍ଭବତୀ ମହିଳା ମାନଙ୍କୁ ୩ ମାସରେ କିଛି କିଛି କଥାରେ ଦୁଃଖ ଅନୁଭବ ହୋଇଥାଏ ତେବେ ଜାଣନ୍ତୁ ଆପଣଙ୍କ ଗର୍ଭରେ ପୁଅ ଅଛି । ସେହିପରି ଯଦି ମା ମାନେ ହସି ମିଶି ଖୁସିରେ ଅଛନ୍ତି ତେବେ ସେମାନଙ୍କ ଗର୍ଭରେ ଝିଅ ରହିଥାଏ ।
ଖାଦ୍ୟରୁ ଘୃଣା ଆସିବା-
ସାଧାରଣତଃ ଗର୍ଭବତୀ ମହିଳା ମାନେ ଅଧିକ ଖାଦ୍ୟ ଗ୍ରହଣ କରିବା ଓ ନକରିବା ଉପରେ ଛୁଆର ଲିଙ୍ଗର ପ୍ରଭାବ ରହିଥାଏ । ଯେଉଁ ମହିଳା ମାନେ ଗର୍ଭବତୀ ସମୟରେ ଖାଦ୍ୟକୁ ଘୃଣା ବା ଖାଦ୍ୟ ଖାଇବା ପରେ ବାନ୍ତି କରନ୍ତି ସେମାନଙ୍କର ପୁଅ ହୋଇଥାଏ