ଦେଶ ବିଦେଶ

ବିବାହିତା ମହିଳାମାନେ ଅବିବାହିତ ଯୁବକଙ୍କୁ କାହିଁକି ଭଲ ପାଇ ବସନ୍ତି ? ସାମ୍ନାକୁ ଆସିଲା କାରଣ

ବିବାହକୁ ଗୋଟେ ପବିତ୍ର ସମ୍ପର୍କ କୁହାଯାଏ , ଏହାକୁ ମୂଳରୁ ମଜବୁତ ରଖିବା ପାଇଁ ଓ ଏହା ମଧ୍ୟରେ ପ୍ରେମ ବଢ଼ାଇ ରଖିବା ପାଇଁ ଦୁହେଁ ଦୁହିଁଙ୍କ ପ୍ରତି ଭରସା ରଖିବା ନିହାତି ଦରକାର । କିନ୍ତୁ କେତେଥର ମହିଳା ବା ପୁରୁଷ ନିଜ ପାର୍ଟନରଙ୍କୁ ଧୋକା ଦେଇ ଅନ୍ୟ କେଉଁଠି ଲଭ ଅଫେୟର ଚଳାଇ ଥାଆନ୍ତି , ଏଥିରେ ପୁରୁଷଙ୍କ ବିଷୟରେ କୁହାଯାଇଛି କି ସେ ବହୁତ ଶୀଘ୍ର ଅନ୍ୟ ସୁନ୍ଦରୀ ଝିଅକୁ ଦେଖି ତରଳି ଯାଆନ୍ତି ।

 

ପରନ୍ତୁ ଯେତେବେଳେ କୌଣସି ସ୍ତ୍ରୀ ଏହା କରିଥାଏ ତେବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଲଗିଥାଏ , ଯେବେ ବି ଆମେ ଶୁଣିଥାଇ ବିବାହିତ ମହିଳାର କେଉଁ ପୁଅ ସାଙ୍ଗରେ ଚକର ଚାଲିଛି ତେବେ ଆମେ ସେହି ମହିଳାକୁ ଜଜ କରିବାକୁ ଲାଗିଥାଉ । କଣ ଆପଣଙ୍କ ଭିତରୁ କିଏ କେବେ ଭାବିଛନ୍ତି କି ଜଣେ ମହିଳା ବିବାହ ପରେ ଏହିପରି ଅନ୍ୟ ପୁରୁଷଙ୍କୁ ମନ କାହିଁକି ଦେଇ ଥାଆନ୍ତି । ଏହା ପଛରେ ବହୁତ କାରଣ ଅଛି ।

୧. ମହିଳାମାନେ ବିବାହ ଆଗରୁ ହେବାକୁ ଥିବା ସ୍ବାମୀ ଠାରୁ ମିଳିବାକୁ ଥିବା ସୁଖର କଳ୍ପନା କରିବା ଆରମ୍ଭ କରି ଦେଇଥାନ୍ତି , ପୁଣି ବିବାହ ପରେ ତାଙ୍କ ସ୍ବାମୀ ତାଙ୍କୁ ସେ ସବୁ ସୁଖ ଦେବାକୁ ଅସଫଳ ହୋଇ ଯାଆନ୍ତି , ତେବେ ସେ ଅନ୍ୟ ପୁରୁଷଙ୍କ ପ୍ରତି ଆକର୍ଷିତ ହେବାକୁ ଲାଗନ୍ତି ।

୨. ଆଜି କାଲିର ଯୁବକ ମାନେ କୁଆଁରି ଝିଅଙ୍କ ଠାରୁ ବିବାହିତ ମହିଳାଙ୍କୁ ପସନ୍ଦ କରୁଛନ୍ତି, ଯେଉଁ ମହିଳା ତାଙ୍କ ପରିବାର ଠାରୁ ଅଧିକ ଅସୁବିଧା ଓ ଟେନସନରେ ରହିଥାନ୍ତି । ତାଙ୍କର ସେଠାରେ କିଛି ଖାସ ସମ୍ମାନ ନଥାଏ , ଏହି ସମୟରେ ଯଦି କୌଣସି ଯୁବକ ତାଙ୍କୁ ଅଧିକ ଭାଉ ଦେଇଥାଏ , ସୁଖ ଦେଇଥାଏ ଓ ତାଙ୍କ ଦୁଃଖ କଷ୍ଟକୁ ବୁଝେ ତେବେ ସେ ତାଙ୍କୁ ତାଙ୍କର ମନ ଦେଇ ଦିଅନ୍ତି ।

୩. କେତେ ଥର ଏମିତି ଦେଖିବାକୁ ମିଳିଛି ମହିଳା ମାନେ ଶଶୁର ଘରେ ଖୁସିରେ ଥିବେ କିନ୍ତୁ ସ୍ୱାମୀ ଠାରୁ ପ୍ରାପ୍ତ ଶାରୀରିକ ସୁଖ ମିଳି ପାରି ନଥାଏ , ଏହି ଅଭାବକୁ ପୂରଣ କରିବା ପାଇଁ ମଧ୍ୟ ସେ ଅଲଗା ପୁରୁଷଙ୍କ ସହ ଚକର ଚଲାନ୍ତି ।

 

୪. କେତେ ଥର ମହିଳା ମାନଙ୍କ ସ୍ବାମୀ କାମରେ ଏତେ ବ୍ଯସ୍ତ ଥାଆନ୍ତି କି ନିଜ ସ୍ତ୍ରୀଙ୍କୁ ସମୟ ଦେଇ ପାରନ୍ତି ନାହିଁ, ସେଇଠି କୁଆଁରା ଯୁବକ ମାନେ ଦିନ ସାରା ଫ୍ରୀ ରୁହନ୍ତି ଓ ସେମାନେ ଏହି ମହିଳା ମାନଙ୍କୁ ବେଶୀ ସମୟ ଦେଇଥାନ୍ତି ଓ ତାଙ୍କର ଇଛା ବି ପୂରଣ କରିଥାଆନ୍ତି ।

୫. ମହିଳା ଯେମିତି ଯେମିତି ବୟସରେ ବଡ଼ ହୁଅନ୍ତି ତାଙ୍କର ଶାରୀରିକ ଇଛାଶକ୍ତି ମଧ୍ୟ ବଢ଼ିଥାଏ ଓ ତାଙ୍କୁ ଅଧିକ ଯୋସିଲା ଓ ଷ୍ଟ୍ରଙ୍ଗ ଥିବା ପୁରୁଷ ପସନ୍ଦ ଆସିଥାନ୍ତି , ଏମିତି ପୁଅ ଯାହାର ଷ୍ଟାମିନା ଅଧିକ ହୋଇଥାଏ , ନିଜ ସ୍ବାମୀଙ୍କ ଠାରୁ ସୁଖ ନପାଇଲେ ତେବେ ସେ ବାହାର ଯୁବକ ପ୍ରତି ଆକର୍ଷିତ ହୋଇଥାନ୍ତି ।

 

Related Articles

Leave a Reply

Your email address will not be published. Required fields are marked *

Back to top button