ବିବାହିତ ମହିଳା ମାନଙ୍କୁ ଏହି ୫ଟି ଜିନିଷ କାହାକୁ ଦିଅନ୍ତୁ ନାହିଁ
ବିବାହିତ ମହିଳାମାନେ ଏହି ପାଞ୍ଚଟି କଥା କାହା ଆଗରେ କହିବା ଜମାବି ଭଲ ହୋଇନଥାଏ । ବିବାହ ପରେ ଗୋଟିଏ ଝିଅକୁ ବହୁତ ନୂଆ ସମ୍ପର୍କ ସବୁ ମିଳିଥାଏ । ଯେମିତିକି ଶାଶୁ, ଶ୍ବଶୁର, ନଣନ୍ଦ, ଦିଅର ଓ ସେଠାକାର ନୂଆ ପଡୋଶୀ ଏମିତି ବହୁତ କିଛି ନୂଆ ସମ୍ପର୍କୀୟ ମନେ ।
ଏମିତି କିଛି ମହିଳା ମଧ୍ୟ ଥାଆନ୍ତି ଯାହାଙ୍କ ପାଖରେ କିଛି ଜିନିଷ ସେୟାର କରିବାକୁ ପଡିଥାଏ । କିନ୍ତୁ ଏମିତି କିଛି ଜିନିଷ ଥାଏ ଯାହାକି ଗୋଟିଏ ବିବାହିତ ମହିଳା ଅନ୍ୟ ଏକ ବିବାହିତ ମହିଳାଙ୍କୁ ସେୟାର କରିବା ଉଚିତ ନୁହେଁ । ଏହାଦ୍ୱାରା ତାର ସ୍ୱାମି ସହିତ ସମ୍ପର୍କ ଖରାପ ହୋଇଥାଏ । ଆସନ୍ତୁ ଜାଣିବା ଗୋଟିଏ ବିବାହିତ ମହିଳାଙ୍କୁ କେଉଁ ଜିନିଷ କାହା ସହିତ ସେୟାର କରିବା ଉଚିତ ନୁହେଁ ।
ସିନ୍ଦୁର: ଗୋଟିଏ ବିବାହିତ ମହିଳାର ସିନ୍ଦୁର ପ୍ରଥମ ଗହଣା ହୋଇଥାଏ । ତେଣୁ ଗୋଟିଏ ମହିଳାଙ୍କୁ କେବେବି ତାର ସିନ୍ଦୁର କାହା ସହିତ ସେୟାର କରିବା ଉଚିତ ନୁହେଁ । ତେଣୁ ଯେତେବେଳେ ବି ଆପଣ ସିନ୍ଦୁର ଲଗାଉଛନ୍ତି ସବୁବଳେ ଏକଲାରେ ହିଁ ଲଗାନ୍ତୁ, ନହେଲେ ଓଢଣା ପକେଇକି ଲଗାନ୍ତୁ । ନଚେତ କାହାର ନଜର ଲାଗିଯାଇପରେ ।
କାଜଲ: ବହୁତ ମହିଳା ମାନେ ପ୍ରାୟତଃ ନିଜ କାଜଲ ଅନ୍ୟ ମାନଙ୍କୁ ଲଗେଇବା ପାଇଁ ଦେଇଥାନ୍ତି । ଏହା କରିବା ଦ୍ୱାରା ଆପଣଙ୍କ ସ୍ୱାମୀଙ୍କ ସହିତ ଭଲ ପାଇବା କମିଯାଇଥାଏ । ସେଥିପାଇଁ କାଜଲକୁ କାହା ସହିତ ବି ସେୟାର କରିବା ଉଚିତ ନୁହେଁ ।
ମେହେନ୍ଦୀ: କେତେକ ମହିଳା ଘରେ ହାତରେ ମେହେନ୍ଦୀ ଲଗାଇଥାନ୍ତି । କିନ୍ତୁ ନିଜର ମେହେନ୍ଦିର କିପରେ ଅନ୍ୟ ମହିଳାଙ୍କୁ ଲଗାନ୍ତୁ ନାହିଁ । ଏହାଦ୍ୱାରା ଆପଣଙ୍କ ଠାରୁ ଆପଣଙ୍କ ସ୍ୱାମୀଙ୍କ ଆକର୍ଷଣ କମିଯାଇଥାଏ ।