ଦେଶ ବିଦେଶ

ଦିଲ୍ଲୀରେ ସମସ୍ତ ପ୍ରାଥମିକ ସ୍କୁଲ ବନ୍ଦ, ବଢୁଥିବା ପ୍ରଦୂଷଣକୁ ଦେଖି ସରକାରଙ୍କ ନିଷ୍ପତ୍ତି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ଅତି ସଙ୍ଗୀନ ସ୍ଥିତିରେ ପହଞ୍ଚିଛି । ବାୟୁରେ ପ୍ରଦୂଷଣ ମାତ୍ରା ଏତେ ଅଧିକ ହୋଇଛି ଯେ, ଶେଷରେ ସରକାର ବିଭିନ୍ନ କଟକଣା ଲଗାଇବାକୁ ବାଧ୍ୟ ହୋଇଛନ୍ତି । ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀର ସମସ୍ତ ପ୍ରାଥମିକ ବିଦ୍ୟାଳୟକୁ ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ବନ୍ଦ କରାଯାଇଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ ମାର୍ଲେନା ଗୁରୁବାର ଏକ୍ସରେ ପୋଷ୍ଟ କରି ଏହି ଘୋଷଣା କରିଛନ୍ତି ।ଏଥିରେ ସେ କହିଛନ୍ତି, ‘ଦିଲ୍ଲୀରେ ବଢୁଥିବା ପ୍ରଦୂଷଣ ଯୋଗୁଁ ସବୁ ସ୍କୁଲରେ ଅନଲାଇନ କ୍ଲାସ୍ ହେବ ।’

Related Articles

Leave a Reply

Your email address will not be published. Required fields are marked *

Back to top button