ମୋଟାପା କମ କରିବାର ରାମବାଣ ଉପାୟ, କେବଳ 1 ଚାମଚ ଜୀରା, 15 କିଲୋ ଓଜନ କମ
ବନ୍ଧୁଗଣ ଏହି ଦୁନିଆର ପ୍ରାୟ ଅଧିକାଂଶ ଲୋକ ମୋଟାପଣ ବା ଅଧିକ ଓଜନର ସମସ୍ୟାରେ ରହୁଛନ୍ତି । ନିଜ ଓଜନକୁ କମାଇବା ପାଇଁ ସେମାନେ ଯୋଗ, ଜିମ୍, ବାୟାମ ଓ ଡାଏଟ ଆଦିର ସାହାରା ନେଉଛନ୍ତି ହେଲେ ସେମାନଙ୍କୁ କୌଣସି ଫଳ ମିଳୁନାହିଁ । ହେଲେ ବନ୍ଧୁଗଣ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ, କାରଣ ଆଜି ଆମେ ଆପଣ ମାନଙ୍କୁ ଏପରି ଏକ ଉପାୟ ବିଷୟରେ କହିବାକୁ ଯାଉଛୁ ଯାହାକୁ ବ୍ଯବହର କରି ଆପଣ ବିନା କଷ୍ଟରେ ନିଜ ଓଜନକୁ କମାଇ ପାରିବେ ।
ବନ୍ଧୁଗଣ ଏହା ହେଉଛି ଏକ ଘରୋଇ ଉପଚାର ତେଣୁ ଏହାର କୌଣସି ସାଇଡ ଇଫେକ୍ଟ ଆପଣଙ୍କ ଶରୀରରେ ହେବ ନାହିଁ, ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଉପାୟ ବିଷୟରେ । ବନ୍ଧୁଗଣ ଆମର ଏହି ଉପାୟ ପାଇଁ ଆମର ପ୍ରଥମ ସାମଗ୍ରୀ ହେଉଛି ଜୀରା । ଆପଣ ମାନେ ସାଧାରଣତଃ ଜୀରାକୁ ରୋଷେଇ ଆଦିରେ ବ୍ୟବହାର କରୁଥିବେ ।ଜୀରାର ସେବନରେ ଆପଣ ନିଜ ପେଟ ଜନିତ ସମସ୍ତ ସମସ୍ଯାକୁ ମଧ୍ୟ ଦୂର କରିପାରିବେ । ଜୀରା ପାଉଡରର ସେବନରେ ଶରୀରରେ ଥିବା ଅତ୍ୟଧିକ ଚର୍ବି କମି ଥାଏ । ବନ୍ଧୁଗଣ ମାତ୍ର ୨୦ ଦିନ ଜିରାର ସେବନ ଦ୍ଵାରା ଆପଣ ନିଜର ୨୦ କିଲୋଗ୍ରାମ ଓଜନ କମାଇ ପାରିବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହାର ସେବନ ବିଷୟରେ ।
ଆପଣ ସବୁଦିନ ରାତି ସମୟରେ ଗୋଟେ ଗ୍ଳାସ ପାଣି ମଧ୍ୟରେ ଏକ ଚାମଚ ଜୀରା ଭିଜାଇ ରଖିଦିଅନ୍ତୁ । ସକାଳ ସମୟରେ ଆପଣ ଏହାକୁ ଗରମ କରିଦିଅନ୍ତୁ, ଚାହା ପିଇବା ପରି ଆପଣ ସେହି ପାଣିକୁ ପିଇ ଦିଅନ୍ତୁ ଓ ଜୀରାକୁ ଚୋବାଇ ଖାଇ ଦିଅନ୍ତୁ । ବନ୍ଧୁଗଣ ଏହା ଆପଣଙ୍କ ଶରୀରରେ ଥିବା ଚର୍ବିକୁ ତରଳାଇ ଦେବ ଓ ଆପଣଙ୍କ ପେଟ ଜନିତ ସମସ୍ତ ସମସ୍ଯାକୁ ମଧ୍ୟ ଦୂର କରିଦେବେ । କିନ୍ତୁ ବନ୍ଧୁଗଣ ଏହାର ସେବନ କରିବାର ୧ ଘଣ୍ଟା ପର୍ଯ୍ୟନ୍ତ ଆପଣ ଅନ୍ୟ କୌଣସି ଜିନିଷର ସେବନ କରିବେ ନାହିଁ ।