ଓଡିଶା

କାହିଁକି ଗାଡି ପଛରେ ଗୋଡାନ୍ତି କୁକୁର ? କଣ ଆପଣ ଜାଣିଛନ୍ତି ଏହାର କାରଣ : ଦେଖନ୍ତୁ କଣ ରହିଛି ଏହା ପଚାର କାରଣ

ବନ୍ଧୁଗଣ ଆପଣଙ୍କ ଗାଡି କୁ କେବେ କୁକୁର ଗୋଡାଇଛି କି ? କାର କିମ୍ବା ବାଇକ କୁ କାହିଁଙ୍କି ଗୋଡାନ୍ତି କୁକୁର ? ଏହା ପଛରେ କଣ ରହିଛି କାରଣ ? ହଁ ଦର୍ଶକ ବନ୍ଧୁ ଜୀବନରେ କେବେ ନା କେବେ ଆପଣଙ୍କ ସହ ଏହା ଘଟିଥିବ ନିଶ୍ଚୟ । ରାତିରେ ଡେରିରେ ଗାଡି ଧରି ଆସୁଥିବା ବେଳେ କୁକୁର ମାନେ ଆପଣଙ୍କ ପଛରେ ଦୌଡିଥିବେ । ଏପରିକି କାମୁଡିବାକୁ ବି ଗୋଡାଇ ଥିବେ ।

କୁକୁର କାମୁଡିବା ଭୟରେ ଆପଣଙ୍କ ଗାଡି ଦୁର୍ଘଟଣାର ଶିକାର ହୋଇଥିବ । ତେବେ କେବେ ଭାବିଛନ୍ତି କି କାହିଁକି କୁକୁର ମାନେ ଗାଡିର ପିଛା କରନ୍ତି ? କୁକୁରଙ୍କର ଏଭଳି ଗତିବିଧି ପଛରେ କଣ ରହିଛି ବିଶେଷ କାରଣ ? ଆଜି ଆମେ ଆପଣଙ୍କୁ ସେହି ବିଷୟରେ ସବିଶେଷ ଭାବେ କହିବାକୁ ଯାଉଛୁ । ସାଧାରଣତଃ କୁକୁର ମାନଙ୍କୁ ବିଶ୍ଵସ୍ତ ପ୍ରାଣୀ ବୋଲି କୁହା ଯାଇଥାଏ । କୁକୁର ଥରେ ପୋଷା ମାନିଗଲେ କେବେ ବି ଧୋକକା ଦିଅନ୍ତି ନାହି । କୁକୁର ବିଶେଷଜ୍ଞ ଙ୍କ ମତ ଅନୁଯାୟୀ ସେମାନଙ୍କ ଶତ୍ରୁତା ଆପଣଙ୍କ ସହ ନ ଥାଏ । ସେମାନଙ୍କର ଶତ୍ରୁତା ଥାଏ ଅନ୍ୟ କୁକୁର ମାନଙ୍କ ସହ । ତେବେ ଅପାନଙ୍କ ମନରେ ନିଶ୍ଚୟ ପ୍ରଶ୍ନ ଆସିବ କି କୁକୁର ଙ୍କ ଶତ୍ରୁତା ଯଦି ଅନ୍ୟ କୁକୁର ମାନଙ୍କ ସହ ତ ହଲେ ସେମାନେ ଆମ ଗାଡି ପଛରେ କାହିଁକି ଦୌଡିଥାନ୍ତି ? ସବୁଠାରୁ ବଡ କଟାହ ହେଉଛି ଯେ କୁକୁର ମାନଙ୍କର ନିଜ ନିଜର ଇଲାକା ରହିଛି ।

ତେଣୁ ସେମାନେ ନିଜ ଅଞ୍ଚଳରେ ଅନ୍ୟ କୁକୁର ମାନଙ୍କୁ ସହି ପାରନ୍ତି ନାହି । ଆପଣ ଏହା ମଧ୍ୟ ଦେଖିଥିବେ ରାସ୍ତା ହେଉ ବା କଲୋନୀ ହେଉ ଯେବେ ଅନ୍ୟ ଅଞ୍ଚଳର କୁକୁର ମାନେ ସେଠାରେ ପ୍ରବେଶ କରେ ସେମାନେ ତାକୁ ଗୋଡାଇ ଥାନ୍ତି ଆଉ ଦେଖିବା ମାତ୍ରେ ଭୋକିଥାନ୍ତି । ଏଣୁ ଆପଣଙ୍କ ଗାଡି ଯେବେ ରାସ୍ତା ବା କଲୋନୀ ରେ ଯାଉଥାଏ ସେତେବେଳେ ଅନ୍ୟ କୁକୁର ମାନେ ଏହି ଅନ୍ଧ କୁ ଜାଣି ପାରନ୍ତି ।

ଆଉ ସେମନଙ୍କୁ ଲାଗେ ଅନ୍ୟ କୁକୁର ମାନେ ତାଙ୍କ ଅଞ୍ଚଳକୁ ପ୍ରବେଶ କରୁଛି । ଅନ୍ୟ ପଟେ ଦେଖିବାକୁ ଲାଗେ ଗାଡିର ବେଗ ଅଧିକ ହେବ ଯାହା ଦ୍ଵାରା ସେମାନଙ୍କୁ ଲାଗେ କି ତାଙ୍କୁ ଆକ୍ରମଣ କରା ଯାଉଛି । ଯାହା ପାଇଁ ସେମାନେ ହିଂସ୍ର ହୋଇ କାମୁଡିବାକୁ ଗୋଡାଇ ଥାନ୍ତି । ଏଣୁ ବିଶେଷଜ୍ଞ ମାନେ କହିଛନ୍ତି ଯେ ଆପଣ ମାନେ ସାନ୍ତ ହୋଇ ସେମାନଙ୍କ ମନରେ ବିଶ୍ଵାସ ଜନ୍ମାଇବେ । ଆଉ ସେମାନଙ୍କ ପ୍ରତି ଆପଣ ବିପଦ ନୁହେଁ ବୋଲି ଜଣାଇବେ । ଆପଣ ଗାଡି ଜୋର ରେ ଚଳାଇବା ବଦଳରେ ଧୀରେ ଚଳାଇବେ । ଗାଡି କୁ ରଖି ଦେଲେ ସେମାନେ ଭୋକିବେ ନାହି କିମ୍ବା ଗୋଡାଇବେ ନାହି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Share It

Related Articles

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Back to top button