କାହିଁକି ଗାଡି ପଛରେ ଗୋଡାନ୍ତି କୁକୁର ? କଣ ଆପଣ ଜାଣିଛନ୍ତି ଏହାର କାରଣ : ଦେଖନ୍ତୁ କଣ ରହିଛି ଏହା ପଚାର କାରଣ
ବନ୍ଧୁଗଣ ଆପଣଙ୍କ ଗାଡି କୁ କେବେ କୁକୁର ଗୋଡାଇଛି କି ? କାର କିମ୍ବା ବାଇକ କୁ କାହିଁଙ୍କି ଗୋଡାନ୍ତି କୁକୁର ? ଏହା ପଛରେ କଣ ରହିଛି କାରଣ ? ହଁ ଦର୍ଶକ ବନ୍ଧୁ ଜୀବନରେ କେବେ ନା କେବେ ଆପଣଙ୍କ ସହ ଏହା ଘଟିଥିବ ନିଶ୍ଚୟ । ରାତିରେ ଡେରିରେ ଗାଡି ଧରି ଆସୁଥିବା ବେଳେ କୁକୁର ମାନେ ଆପଣଙ୍କ ପଛରେ ଦୌଡିଥିବେ । ଏପରିକି କାମୁଡିବାକୁ ବି ଗୋଡାଇ ଥିବେ ।
ତେଣୁ ସେମାନେ ନିଜ ଅଞ୍ଚଳରେ ଅନ୍ୟ କୁକୁର ମାନଙ୍କୁ ସହି ପାରନ୍ତି ନାହି । ଆପଣ ଏହା ମଧ୍ୟ ଦେଖିଥିବେ ରାସ୍ତା ହେଉ ବା କଲୋନୀ ହେଉ ଯେବେ ଅନ୍ୟ ଅଞ୍ଚଳର କୁକୁର ମାନେ ସେଠାରେ ପ୍ରବେଶ କରେ ସେମାନେ ତାକୁ ଗୋଡାଇ ଥାନ୍ତି ଆଉ ଦେଖିବା ମାତ୍ରେ ଭୋକିଥାନ୍ତି । ଏଣୁ ଆପଣଙ୍କ ଗାଡି ଯେବେ ରାସ୍ତା ବା କଲୋନୀ ରେ ଯାଉଥାଏ ସେତେବେଳେ ଅନ୍ୟ କୁକୁର ମାନେ ଏହି ଅନ୍ଧ କୁ ଜାଣି ପାରନ୍ତି ।
ଆଉ ସେମନଙ୍କୁ ଲାଗେ ଅନ୍ୟ କୁକୁର ମାନେ ତାଙ୍କ ଅଞ୍ଚଳକୁ ପ୍ରବେଶ କରୁଛି । ଅନ୍ୟ ପଟେ ଦେଖିବାକୁ ଲାଗେ ଗାଡିର ବେଗ ଅଧିକ ହେବ ଯାହା ଦ୍ଵାରା ସେମାନଙ୍କୁ ଲାଗେ କି ତାଙ୍କୁ ଆକ୍ରମଣ କରା ଯାଉଛି । ଯାହା ପାଇଁ ସେମାନେ ହିଂସ୍ର ହୋଇ କାମୁଡିବାକୁ ଗୋଡାଇ ଥାନ୍ତି । ଏଣୁ ବିଶେଷଜ୍ଞ ମାନେ କହିଛନ୍ତି ଯେ ଆପଣ ମାନେ ସାନ୍ତ ହୋଇ ସେମାନଙ୍କ ମନରେ ବିଶ୍ଵାସ ଜନ୍ମାଇବେ । ଆଉ ସେମାନଙ୍କ ପ୍ରତି ଆପଣ ବିପଦ ନୁହେଁ ବୋଲି ଜଣାଇବେ । ଆପଣ ଗାଡି ଜୋର ରେ ଚଳାଇବା ବଦଳରେ ଧୀରେ ଚଳାଇବେ । ଗାଡି କୁ ରଖି ଦେଲେ ସେମାନେ ଭୋକିବେ ନାହି କିମ୍ବା ଗୋଡାଇବେ ନାହି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।