ଅଣ୍ଡା ଖାଇବା ପରେ ଏହି 2 ଟି ଜିନିଷ ଭୁଲ ରେ ବି ଖାଇବେ ନାହିଁ ନ ହେଲେ ଡକ୍ଟର ବି କିଛି କରି ପାରିବେନି
ବନ୍ଧୁଗଣ ଆମେ ପ୍ରତ୍ଯେକ ଦିନ ଅନେକ ପ୍ରକାର କିଛି କିଛି ଖାଦ୍ୟ ଖାଇ ଥାଉ । ସବୁ ପ୍ରକାର ର ଖାଦ୍ୟ ଖାଇବା ଦ୍ଵାରା ଆମ ଶରୀର କୁ ମଧ୍ୟ ବିଭିନ୍ନ ପ୍ରକାର ପୋଷକତା ମିଳିଥାଏ । କିନ୍ତୁ ଆମେ ଖାଉଥିବ ଖାଦ୍ଯ ମଧ୍ୟରେ କିଛି ଖାଦ୍ୟ ଏପରି ଅଛି ଯାହାକୁ ଖାଇବା ସମୟରେ କିଛି ଅନ୍ୟ ବିଷୟ ମାନଙ୍କ ଉପରେ ମଧ୍ୟ ଧ୍ୟାନ ଦେବାକୁ ପଡିଥାଏ । ଅର୍ଥାତ କିଛି ଖାଦ୍ୟ ଏପରି ଅଛି ଯାହା ଆମ ଶରୀରକୁ ଅନେକ ଭିଟାମିନ ମାନ ଯୋଗାଇଥାଏ ।
କିନ୍ତୁ କିଛି ଏପରି ଖାଦ୍ୟ ମଧ୍ୟ ରହିଛି ଯାହାକୁ ଠିକ ଭାବରେ ନ ଖାଇବା ଦ୍ଵାରା ଆମ ଶରୀର ଉପରେ ତାହାର ଭଲ ପ୍ରଭାବ ପଡିବା ସ୍ଥାନରେ ଖରାପ ପ୍ରଭାବ ପଡିଥାଏ । ବନ୍ଧୁଗଣ ଆମ ମାନଙ୍କ ମଧ୍ୟରେ କେତେଜଣ ମାଂସାହାରୀ ହୋଇଥିଲା ବେଳେ କେତେଜଣ ଶାକାହାରୀ ହୋଇଥା’ନ୍ତି ।
ଅଣ୍ଡା ଏକ ଏପରି ଖାଦ୍ୟ ଯାହାକୁ ମାଂସାହାରୀ ଲୋକ ଖାଇବା ସଙ୍ଗେ କିଛି ଶାକାହାରୀ ଲୋକ ମଧ୍ୟ ଖାଇଥାନ୍ତି । ଅନେକ ଥର ବହୁ ଲୋକ ମାନଙ୍କ ମଧ୍ୟରେ ତର୍କ ଦେଖିବାକୁ ମିଳିଥାଏ କି ଅଣ୍ଡା ଶାକାହାରୀ ବା ମାଂସାହାରୀ । କିନ୍ତୁ ଏହା ସତ କି ଅଣ୍ଡା ରେ ଅନେକ ମାତ୍ରାରେ ଭିଟାମିନ୍ସ ରହିଅଛି ।
ଏହା ବ୍ୟତୀତ ଅନେକ ଲୋକ ସିଟ ଦିନରେ ଅଧିକ ମାତ୍ରା ରେ ଅଣ୍ଡା ଖାଇବାର ଦେଖା ଯାଇଥାଏ । ଏହାର ଏକ କାରଣ ଏହା ଅଟେ କି ଅଣ୍ଡା ଖାଇବା ଦ୍ଵାରା ଶରୀର ଗରମ ହୋଇ ରହିଥାଏ । ଅଣ୍ଡା କୁ ଲୋକ ବହୁ ପ୍ରକାରର ଖାଇବାକୁ ପସନ୍ଦ କରିଥାନ୍ତି । କିଛି ଲୋକ ସିଝା ଖାଇବା ସମୟରେ କିଛି ଲୋକ ଓମଲେଟ କରି ଖାଇବାକୁ ପସନ୍ଦ କରିଥାନ୍ତି ।
ପୁଣି କିଛି ଲୋକ ଅଣ୍ଡା ତରକାରୀ କରି ରୁଟି ଭାତ ସହ ମଧ୍ୟ ଖାଇଥାନ୍ତି । କିନ୍ତୁ କହି ରଖୁଚୁ ବନ୍ଧୁଗଣ ଅଣ୍ଡା କୁ ଖାଇବା ସମୟରେ କିଛି ଅନ୍ୟ ବିଷୟ ଉପରେ ମଧ୍ୟ ଧ୍ୟାନ ଦେବାକୁ ପଡିଥାଏ । ଯେପରି କି ମାଛ ଖାଇବା ପରେ କେବେ ମଧ୍ୟ ଭୁଲରେ କ୍ଷୀର ପିଇବା ଉଚିତ ହୋଇ ନଥାଏ । କାରଣ ଏହାଦ୍ଵାରା ଶରୀରରେ ଧଳା ଦାଗ ଜନିତ ସମସ୍ଯା ହୋଇ ପାରେ ।
ସେହି ପ୍ରିୟ ଯଦି ସିଝା ଅଣ୍ଡା ଖାଇବା ପରେ ବା ଖାଇବା ସମୟରେ ଭୁଲ ରେ ମଧ୍ୟ ଲେମ୍ବୁ ଖାଇବା ଉଚିତ ହୋଇ ନଥାଏ । କାରଣ ଏହାଦ୍ଵାରା ହୃଦ ରୋଗ ମଧ୍ୟ ହୋଇ ପାରେ । ଅଣ୍ଡା ଓ ଲେମ୍ବୁ ର ମିଶ୍ରଣ ଶରୀରରେ ଖୁବ ଖରାପ ପ୍ରଭାବ ଦେଖାଇ ଥାଏ । ଦ୍ଵିତୀୟ ରେ ବନ୍ଧୁଗଣ କଦଳୀ । ଆମେ ସବୁ କଦଳୀ ତ ଖାଇଥାଉ କିନ୍ତୁ ଅଣ୍ଡା ଖାଉଥିବା ସମୟରେ ଭୁଲ ରେ ମଧ୍ଯ କଦଳୀ ର ସେବନ କରନ୍ତୁ ନାହିଁ ।
କାରଣ ଅଣ୍ଡା ଓ କଦଳୀ ଶରୀରରେ ଯାଇ ବିଷ ପାଲଟି ଯାଇଥାଏ । ତେଣୁ ଭୁଲ ରେ ମଧ୍ୟ ଏହି ଦୁଇଟି ଜିନିଷ କୁ ସିଝା ଅଣ୍ଡା ଖାଇ ସାରିବା ପରେ ଖାଆନ୍ତୁ ନାହିଁ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଆମର ଏହି ପୋଷ୍ଟ ଟି ଭଲ ଲାଗିଥାଏ, ତେବେ ଆପଣ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି ।