ଦେଶ ବିଦେଶ

ବିବାହ ପରେ ନିଜ ସ୍ତ୍ରୀଙ୍କୁ ମହାରାଣୀ କରି ରଖନ୍ତି ଏହି ରାଶିର ପୁରୁଷ, ଭାଗ୍ୟଶାଳୀ ଝିଅଙ୍କୁ ହିଁ ମିଳେ ଏମିତି ସ୍ଵାମୀ

ପ୍ରତ୍ୟକ ଝିଅଙ୍କର ଏକ ସ୍ଵପ୍ନ ଥାଏ କି ବିବାହ ପରେ ତାଙ୍କ ସ୍ଵାମୀ ତାଙ୍କୁ ଖୁବ ଭଲ ପାଇବା ଦେବା ସହ ସମ୍ମାନ ମଧ୍ୟ ଦିଅନ୍ତୁ । ତ୍ତେବେ ଏହି ଆଶା ସ୍ଵପ୍ନ କିଛି ଝିଅଙ୍କର ପୁରା ହେଉଥିବା ବେଳେ ଆଉ କିଛି ଝିଅଙ୍କର ସଂସାରରେ ବିଶ୍ଵାସ ଭରସାର କମି ପାଇଁ ଫାଟ ସୃଷ୍ଟି ଯାହାଦ୍ୱାରା ସମ୍ପର୍କ ଭାଙ୍ଗିଯାଇଥାଏ । ତେଣୁ ବିବାହ ପୂର୍ବରୁ ପୁରୁଷଙ୍କ ରାଶିରୁ ଜାଣନ୍ତୁ କେଉଁ ରାଶିର ପୁରୁଷ ନିଜ ସ୍ତ୍ରୀଙ୍କୁ ରାଣୀ କରି ରଖିବା ପାଇଁ ପସନ୍ଦ କରନ୍ତି । ଡେରି ନକରି ଆସନ୍ତୁ ଜାଣିବା ।

 

ମେଷ ରାଶି: ଏହି ରାଶିର ପୁରୁଷ ବହୁତ ଅଧିକ ଯତ୍ନଶୀଳ ହୋଇଥାନ୍ତି । ଏମାନେ ସବୁବେଳେ ନିଜ ସ୍ତ୍ରୀର ଛୋଟ ବଡ ସବୁ କଥାର ଧ୍ୟାନ ରଖନ୍ତି । ଯଦି ସ୍ତ୍ରୀର କିଛି ଛୋଟ ଅସୁବିଧା ମଧ୍ୟ ହୁଏ ତେବେ ଏହି ରାଶିର ସ୍ଵାମି ବ୍ୟସ୍ତ ବିବ୍ରତ ହୋଇଯାନ୍ତି । ଏହି ରାଶିର ପୁରୁଷଙ୍କୁ ବିବାହ କରିବାର ଫାଇଦା ଏହା ହୋଇଥାଏ କି ଏମାନଙ୍କ ସହ ସମ୍ପର୍କ ଜୀବନସାରା ପାଇଁ ଭଲରେ ଚାଲିଥାଏ ।

ସଂସାର କରି ଛୋଟ ବଡ ଯୁକ୍ତିତର୍କ ହୋଇପାରେ କିନ୍ତୁ କେବେ ସମ୍ପର୍କ ଭାଙ୍ଗିବା ଯାଏ କଥା ଯାଇନଥାଏ । କିଛି ଭୁଲ ଥିଲେ ଶୀଘ୍ର ନିଜ ଭୁଲକୁ ମାନି ଯାଇଥାନ୍ତି ଆଉ କ୍ଷମା ମଧ୍ୟ ମାଗି ନିଅନ୍ତି । ମକର ରାଶି: ଏହି ରାଶିର ପୁରୁଷ ନିଜ ସ୍ତ୍ରୀଙ୍କୁ ନେଇ ସବୁବେଳେ ଗର୍ବ କରନ୍ତି । ସବୁବେଳେ ଏମାନେ ନିଜ ସ୍ତ୍ରୀକୁ ନିଜ ଜୀବନରେ ଆଗକୁ ବଢିବା ପାଇଁ ସୁଯୋଗ ଦେଇଥାନ୍ତି ଏବଂ ପ୍ରୋତ୍ସାହନ ମଧ୍ୟ ଦେଇଥାନ୍ତି ।

 

ନିଜ ସ୍ତ୍ରୀର ସୁରକ୍ଷା ପାଇଁ ଜୀବନ ଦେବା ପାଇଁ ବି ପଛାଇ ନଥାନ୍ତି ଏହି ରାଶିର ପୁରୁଷ । କେବେ ବି ଏମାନେ ପର ସ୍ତ୍ରୀ ଉପରେ ଖରାପ ନଜର ପକାଇ ନଥାନ୍ତି । ଏମାନଙ୍କ ଏହି ଗୁଣ ହିଁ ପତ୍ନୀଙ୍କ ସହ ଏମାନଙ୍କ ସମ୍ପର୍କକୁ ମଜବୁତ କରିଦେଇଥାଏ ।

ଧନୁ ରାଶି: ଏହି ରାଶିର ପୁରୁଷ ମହିଳା ମାନଙ୍କୁ ବହୁତ ସମ୍ମାନ ଦେଇଥାନ୍ତି । ପୁଅ ଏବଂ ଝିଅ ଭିତରେ କେବେ ବି କୌଣସି ପାର୍ଥକ୍ଯ ଏମାନେ କରିନଥାନ୍ତି । ସ୍ତ୍ରୀ ମୁହଁରେ ହସ ଟିକିଏ ଆଣିବା ପାଇଁ ସର୍ବଦା ପ୍ରୟାସ ଜାରି ରଖିଥାନ୍ତି । ଏମାନଙ୍କ ପାଇଁ ତାଙ୍କ ସ୍ତ୍ରୀ ହୀରା ସଦୃଶ ହୋଇଥାଏ । ଏହି ରାଶିର ପୁଅକୁ ବାହା ହୋଇଥିବା ଝିଅ ବହୁତ ଖୁସିରେ ରହିଥାନ୍ତି ।

 

କୁମ୍ଭ ରାଶି: ଏହି ରାଶିର ବ୍ୟକ୍ତି ନିଜ ସ୍ତ୍ରୀ ପାଇଁ ପାଗଳ ହୋଇଥାନ୍ତି । ବେଳେବେଳେ ନିଜ ପରିବାର ଠାରୁ ନିଜ ସ୍ତ୍ରୀକୁ ବେଶୀ ଗୁରୁତ୍ଵ ଏବଂ ଭଲ ପାଇବା ଦେଇଥାନ୍ତି । ବହୁତ ରୋମାଣ୍ଟିକ ମଧ୍ୟ ଏମାନେ ହୋଇଥାନ୍ତି । ଏହି ରାଶିର ପୁଅ ଝିଅଙ୍କ ପାଇଁ ଭାଗ୍ୟବାନ ସାବ୍ୟସ୍ତ ହୁଅନ୍ତି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Related Articles

Leave a Reply

Your email address will not be published. Required fields are marked *

Back to top button