10 ଟି ସୁପର ଫୁଡ୍ ଖାଇବା ଆରମ୍ଭ କରି ଦିଅନ୍ତୁ… ଘିଅ ପରି ତରଳିବ ଶରୀରରେ ଜମା କୋଳେଷ୍ଟ୍ରଲ୍
ଆମ ଶରୀରରେ ଅଧିକ କୋଲଷ୍ଟ୍ରୋଲ ହେବା କାରଣ ରୁ ଉଠିବା ବସିବା ସମୟରେ ଆମକୁ ଅସୁବିଧା ହୋଇଥାଏ । କିନ୍ତୁ ଯଦି ଆପଣଙ୍କ କୋଲଷ୍ଟ୍ରୋଲ ସହଜ ରେ କମି ଯାଇଥାଏ । ତେବେ ଆପଣଙ୍କ ଜୀବନ ଶୈଳୀ ପରିବର୍ତ୍ତନ ହେଇଯିବ । ଏହାକୁ କମେଇବା ପାଇଁ ଆପଣଙ୍କ ଡାଏଟ କରିଥାନ୍ତି । ଡାକ୍ତରଙ୍କ ପରାମର୍ଶ ଅନୁସାରେ ଯଦି ଆପଣ ନିଜର ଡାଏଟ ରେ ଏହି ଦଶ ଟି ଜିନିଷ କୁ ସାମିଲ କରି ନିଅନ୍ତି ।
ଆପଣଙ୍କ ଶରୀରରେ ଥିବା କୋଲଷ୍ଟ୍ରୋଲ କମି ଥାଏ । ଆସନ୍ତୁ ଜାଣିବା ଏହି ଦଶ ଟି ଜିନିଷ ବିଷୟରେ ଯାହାକୁ ଖାଇବା ଦ୍ଵାରା ଆମ ଶରୀର ରେ ଥିବା କଲୋଷ୍ଟ୍ରୋଲ କମିଥାଏ ଏବଂ ବଢିବାର ସମ୍ଭାବନା କମ୍ ରହିଥାଏ । ୧- ପ୍ରଥମ ଜିନିଷ ହେଉଛି ଓଡସ୍ ବଜାରରେ ଆମ ଏହା ସହଜ ରେ ମିଳିଥାଏ । ଏହାକୁ ଖାଇବା ଦ୍ଵାରା ଆମ ଶରୀରରେ ଥିବା ଭଲ କୋଲଷ୍ଟ୍ରୋଲ ବୃଦ୍ଧି ହୋଇଥାଏ ଏବଂ ମନ୍ଦ କୋଲଷ୍ଟ୍ରୋଲ ର କମି ଥାଏ ।
ଏହାକୁ ଆପଣଙ୍କ ଡାଏଟ ରେ ସାମିଲ କରନ୍ତୁ । ୨- ଆପଣଙ୍କୁ ନିଜର ଡାଏଟ ରେ ବାର୍ଲି କୁ ସାମିଲ କରିବା ଉଚିତ୍ । କାରଣ ଏହାକୁ ଖାଇବା ଦ୍ଵାରା ଆମ ହୃଦୟ ସୁସ୍ଥ ରାହିଥାଏ ଏବଂ ଆମ କୋଲଷ୍ଟ୍ରୋଲ କୁ ମଧ୍ୟ କମ୍ କାରିଥାଏ । ୩- ଡାଲି ଜାତୀୟ ଏବଂ ବିନସ୍ ଭଳି ଖାଦ୍ୟ କୁ ନିଜର ଡାଏଟ୍ ରେ ରଖିବା ଉଚିତ୍ । ଡାଲି ଜାତୀୟ ଖାଦ୍ୟ କୁ ଖାଇବା ଦ୍ଵାରା ଆପଣଙ୍କୁ ବାରମ୍ବାର ଭୋକ ଲାଗିନଥାଏ । ତେଣୁ ଏହାକୁ ଖାଇବା ଦ୍ଵାରା ଆପଣଙ୍କ କୋଲଷ୍ଟ୍ରୋଲ କମି ଥାଏ ।
୪- ବାଦାମ ଖାଇବା ଦ୍ଵାରା ଆପଣବକ କୋଲଷ୍ଟ୍ରୋଲ କମିଥାଏ । ଆପଣଙ୍କୁ almond , walnuts ,ପିସ୍ଥା ଆଦି କୁ ସବୁ ଦିନ ଖାଇବା ଉଚିତ୍ । ଏଥିରେ ଥିବା ପୋଷାକ ଆପଣଙ୍କ ହୃଦୟ କୁ ଭଲ ରଖିଥାଏ । ୫- ଆପଣ ଆପଣଙ୍କ ଡାଏଟ୍ ରେ ପନିପରିବା ତେଲ କୁ ସାମିଲ କରନ୍ତୁ , ଯଥା ଘିଅ ଅନ୍ଯାନ୍ଯ ତେଲ କୁ ବ୍ୟବହାର କରି ଖାଦ୍ୟ ପ୍ରସ୍ତୁତି ବନ୍ଦ କରି ଦିଅନ୍ତି । ପନିପରିବା ତେଲ କୁ ବ୍ୟବହାର କରି ଖାଦ୍ୟ ରାନ୍ଧନ୍ତୁ ।
ବିଶେଷ କରି ଅଲିଭ ତେଲ ର ବ୍ୟବାହର କାରିବ ଦ୍ଵାରା କୋଲଷ୍ଟ୍ରୋଲ କମିଥାଏ । ଏହା ଅର୍ଥ ଏହା ନୁହେଁ କି ଅଧିକ ତେଲ ଖାଇବା ମାତ୍ର ଅଳ୍ପ ପରିମାଣ ରେ ବ୍ୟବହାର କାରିବା ଉଚିତ୍ । ୬- ଫଳ ଅଧିକ ଖାଇବା ଉଚିତ୍ , ଯଥା ସେଓ , କମଳା , ଲିଚୁ ଆଦି ଫଳ କୁ ନିଜାର ଡାଏଟ୍ ରେ ସାମିଲ କରନ୍ତୁ । ସୋୟା ଜାତୀୟା ଖାଦ୍ୟ କୁ ନିଜର ଡାଏଟ ରେ ସାମିଲ କରିବା ଉଚିତ୍ ।