ଖଟ ତଳେ ରଖିଦିଅନ୍ତୁ ଏହି 5 ଟି ଜିନିଷ ଭାଗ୍ୟ ବଦଳିଯିବ…
ଖଟ ତଳେ ରଖିଦିଅନ୍ତୁ ଏହି 5 ଟି ଜିନିଷ ! ବନ୍ଧୁଗଣ ଘରର ବେଡ୍ ରୁମ୍ କୁ ଅଧିକ ପ୍ରାଧାନ୍ୟ ଦେବା ଉଚିତ । କାରଣ ଆମେ ସେହି ରୁମ୍ ରେ ଅଧିକ ସମୟ ବିତାଇଥାଉ । ଘରର ବେଡ୍ ରୁମ୍ ଖଟ ରହିଥାଏ । ତେବେ ଖଟ ପାଖରେ କେଉଁ ସବୁ ଜିନିଷ ରଖି ଶୋଇବା ଦ୍ଵାରା ବ୍ୟକ୍ତିକୁ କେଉଁ ସବୁ ଫାଇଦା ହୋଇଥାଏ ଚାଲନ୍ତୁ ସେ ସମ୍ପର୍କରେ ଏଠାରେ ଆଲୋଚନା କରିବା ।
1- ଯେଉଁ ଲୋକଙ୍କୁ ରାତିରେ ଖରାପ ସ୍ଵପ୍ନ ଆସିଥାଏ । ସେହି ଲୋକମାନେ ନିଜ ଖଟ ତଳେ ଷ୍ଟିଲର ଛୂରୀ ରଖି ଶୋଇବା ଉଚିତ । କାରଣ ଏହି ଜିନିଷ ଖଟ ତଳେ ରଖିକି ଶୋଇବା ଦ୍ଵାରା ଖରାପ ସ୍ଵପ୍ନ ଆସିବା କମିଯାଇଥାଏ । ଏହା ରଖିବାର ଦିତୀୟ ଫାଇଦା ହେଉଛି । ଖଟ ତଳେ ଷ୍ଟିଲର ଛୁରୀ ରଖି ଶୋଇବା ଦ୍ଵାରା ଆପଣଙ୍କ ଉପରେ କୌଣସି ତନ୍ତ୍ର, ମନ୍ତ୍ର କି ଗୁଣୀ ଗାରେଡିର ପ୍ରଭାବ ପଡ଼ିପାରିନଥାଏ ।
2- ଖଟ ବିଛଣା ତଳେ ଗୋଲାପ ରଖି ଶୋଇବା ଦ୍ଵାରା ହେଉଥିବା ଫାଇଦା ଜାଣନ୍ତୁ । ବୁଧବାର ଦିନ ପ୍ରଭୁ ଗଣେଶଙ୍କ ପାଖରେ ଗୋଲାପ ଫୁଲ ପୂଜା କରିକି ଆଣି ନିଜ ଶୋଉଥିବା ଖଟର ବିଛଣା ତଳେ ରଖିକି ଶୁଅନ୍ତୁ । ଏହା କରିବା ଦ୍ଵାରା ଆପଣଙ୍କର ଭାଗ୍ୟ ଧୀରେ ଧୀରେ ବଦଳିବାକୁ ଲାଗିବ । ଆପଣଙ୍କର ବନ୍ଦ ରହିଥିବା ଭାଗ୍ୟର ତାଲା ଖୋଲିବାକୁ ଲାଗିବ ।