ଦେଶ ବିଦେଶ
ଜାପାନରେ ଭୂକମ୍ପ ଝଟକା : ଏହାର ତୀବ୍ରତା ୫.୯ – bajravana
[ad_1]
ନୂଆଦିଲ୍ଲୀ, ୦୩/୬ : ସେଣ୍ଟ୍ରାଲ ଜାପାନରେ ଭୂମିକମ୍ପ ଅନୁଭୂତ ହୋଇଛି। ଏହାର ତୀବ୍ରତା ୫.୯ ଅନୁଭୂତ ହୋଇଛି । ସମୟ ସକାଳ ୬ଟା ୩୧ ମିନିଟରେ ଆସିଥିବା ଏହି ଗଭୀର ଝଟକା ନୋଟୋ ଉପଦ୍ୱୀପରେ କେନ୍ଦ୍ରୀଭୂତ ହୋଇଥିବା ଜଣାପଡିଛି । ପ୍ରଥମ ଭୂମିକମ୍ପର ୧୦ ମିନିଟ୍ ପରେ ସେହି ଅଞ୍ଚଳରେ ଦ୍ୱିତୀୟ, ୪.୮ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା ବୋଲି ଜେଏମ୍ଏ କହିଛି। ଏହି ଅଞ୍ଚଳରେ ଥିବା କାଶିୱାଜାକି-କାରିୱା ପରମାଣୁ କାରଖାନାରେ କାମ ବନ୍ଦ କରାଯାଇ କ୍ଷୟକ୍ଷତିର ଆକଳକ କରାଯାଉଛି । ଭୂମିକମ୍ପ କେନ୍ଦ୍ରିିଭୂତ ହୋଇଥିବା ଏହି ସ୍ଥାନରେ ଜାନୁଆରୀ ମାସରେ ମଧ୍ୟ ଭୂମିକମ୍ପ ହୋଇଥିଲା, ଯେଉଁଥିରେ ୨୦୦ରୁ ଅଧିକ ଲୋକଙ୍କ ଜୀବନ ଯାଇଥିଲା ।
[ad_2]