ରାଶିଫଳ

ଆଜି ଶନିବାର ଆଜିର ରାଶିଫଳ ତା୧୦ ରିଖ ମାର୍ଚ୍ଚ ୨୦୧୮

ଆଜି ଶନିବାର | ହନୁମାନଙ୍କର ପ୍ରିୟବାର | ଆପଣ ଆଜିର ଦିନକୁ ମଙ୍ଗଳମୟ କରିବାପାଇଁ ହନୁମାନଙ୍କ ପୂଜାର୍ଚନା ସହ ଶ୍ରୀ ହନୁମାନ ଚାଳିଶା ଜପ କରନ୍ତୁ  | ଶୁଭ ସକାଳର ଅଭିନନ୍ଦନ ।

ଦୋହା
ଶ୍ରୀ ଗୁରୁ ଚରଣ ସରୋଜ ରଜ ନିଜମନ ମୁକୁର ସୁଧାରି |
ଵରଣୌ ରଘୁଵର ଵିମଲୟଶ ଜୋ ଦାୟକ ଫଲଚାରି ||
ବୁଦ୍ଧିହୀନ ତନୁଜାନିକୈ ସୁମିରୌ ପଵନ କୁମାର |
ବଲ ବୁଦ୍ଧି ଵିଦ୍ୟା ଦେହୁ ମୋହି ହରହୁ କଲେଶ ଵିକାର ||
ଧ୍ୟାନମ
ଗୋଷ୍ପଦୀକୃତ ଵାରାଶିଂ ମଶକୀକୃତ ରାକ୍ଷସମ |
ରାମାୟଣ ମହାମାଲା ରତ୍ନଂ ଵଂଦେ ଅନିଲାତ୍ମଜମ ||
ୟତ୍ର ୟତ୍ର ରଘୁନାଥ କୀର୍ତନଂ ତତ୍ର ତତ୍ର କୃତମସ୍ତକାଂଜଲିମ |
ଭାଷ୍ପଵାରି ପରିପୂର୍ଣ ଲୋଚନଂ ମାରୁତିଂ ନମତ ରାକ୍ଷସାଂତକମ ||
ଚୌପାଈ
ଜୟ ହନୁମାନ ଜ୍ଞାନ ଗୁଣ ସାଗର |
ଜୟ କପୀଶ ତିହୁ ଲୋକ ଉଜାଗର || 1 ||
ରାମଦୂତ ଅତୁଲିତ ବଲଧାମା |
ଅଂଜନି ପୁତ୍ର ପଵନସୁତ ନାମା || 2 ||
ମହାଵୀର ଵିକ୍ରମ ବଜରଙ୍ଗୀ |
କୁମତି ନିଵାର ସୁମତି କେ ସଙ୍ଗୀ ||3 ||
କଂଚନ ଵରଣ ଵିରାଜ ସୁଵେଶା |
କାନନ କୁଂଡଲ କୁଂଚିତ କେଶା || 4 ||
ହାଥଵଜ୍ର ଔ ଧ୍ଵଜା ଵିରାଜୈ |
କାଂଥେ ମୂଂଜ ଜନେଵୂ ସାଜୈ || 5||
ଶଂକର ସୁଵନ କେସରୀ ନନ୍ଦନ |
ତେଜ ପ୍ରତାପ ମହାଜଗ ଵନ୍ଦନ || 6 ||
ଵିଦ୍ୟାଵାନ ଗୁଣୀ ଅତି ଚାତୁର |
ରାମ କାଜ କରିଵେ କୋ ଆତୁର || 7 ||
ପ୍ରଭୁ ଚରିତ୍ର ସୁନିଵେ କୋ ରସିୟା |
ରାମଲଖନ ସୀତା ମନ ବସିୟା || 8||
ସୂକ୍ଷ୍ମ ରୂପଧରି ସିୟହି ଦିଖାଵା |
ଵିକଟ ରୂପଧରି ଲଂକ ଜରାଵା || 9 ||
ଭୀମ ରୂପଧରି ଅସୁର ସଂହାରେ |
ରାମଚଂଦ୍ର କେ କାଜ ସଂଵାରେ || 10 ||
ଲାୟ ସଂଜୀଵନ ଲଖନ ଜିୟାୟେ |
ଶ୍ରୀ ରଘୁଵୀର ହରଷି ଉରଲାୟେ || 11 ||
ରଘୁପତି କୀନ୍ହୀ ବହୁତ ବଡାୟୀ |
ତୁମ ମମ ପ୍ରିୟ ଭରତହି ସମ ଭାୟୀ || 12 ||
ସହସ ଵଦନ ତୁମ୍ହରୋ ୟଶଗାଵୈ |
ଅସ କହି ଶ୍ରୀପତି କଣ୍ଠ ଲଗାଵୈ || 13 ||
ସନକାଦିକ ବ୍ରହ୍ମାଦି ମୁନୀଶା |
ନାରଦ ଶାରଦ ସହିତ ଅହୀଶା || 14 ||
ୟମ କୁବେର ଦିଗପାଲ ଜହାଂ ତେ |
କଵି କୋଵିଦ କହି ସକେ କହାଂ ତେ || 15 ||
ତୁମ ଉପକାର ସୁଗ୍ରୀଵହି କୀନ୍ହା |
ରାମ ମିଲାୟ ରାଜପଦ ଦୀନ୍ହା || 16 ||
ତୁମ୍ହରୋ ମନ୍ତ୍ର ଵିଭୀଷଣ ମାନା |
ଲଂକେଶ୍ୱର ଭୟେ ସବ ଜଗ ଜାନା || 17 ||
ୟୁଗ ସହସ୍ର ୟୋଜନ ପର ଭାନୂ |
ଲୀଲ୍ୟୋ ତାହି ମଧୁର ଫଲ ଜାନୂ || 18 ||
ପ୍ରଭୁ ମୁଦ୍ରିକା ମେଲି ମୁଖ ମାହୀ |
ଜଲଧି ଲାଂଘି ଗୟେ ଅଚରଜ ନାହୀ || 19 ||
ଦୁର୍ଗମ କାଜ ଜଗତ କେ ଜେତେ |
ସୁଗମ ଅନୁଗ୍ରହ ତୁମ୍ହରେ ତେତେ || 20 ||
ରାମ ଦୁଆରେ ତୁମ ରଖଵାରେ |
ହୋତ ନ ଆଜ୍ଞା ବିନୁ ପୈସାରେ || 21 ||
ସବ ସୁଖ ଲହୈ ତୁମ୍ହାରୀ ଶରଣା |
ତୁମ ରକ୍ଷକ କାହୂ କୋ ଡର ନା || 22 ||
ଆପନ ତେଜ ତୁମ୍ହାରୋ ଆପୈ |
ତୀନୋଂ ଲୋକ ହାଂକ ତେ କାଂପୈ || 23 ||
ଭୂତ ପିଶାଚ ନିକଟ ନହି ଆଵୈ |
ମହଵୀର ଜବ ନାମ ସୁନାଵୈ || 24 ||
ନାସୈ ରୋଗ ହରୈ ସବ ପୀରା |
ଜପତ ନିରଂତର ହନୁମତ ଵୀରା || 25 ||
ସଂକଟ ସେଂ ହନୁମାନ ଛୁଡାଵୈ |
ମନ କ୍ରମ ଵଚନ ଧ୍ୟାନ ଜୋ ଲାଵୈ || 26 ||
ସବ ପର ରାମ ତପସ୍ଵୀ ରାଜା |
ତିନକେ କାଜ ସକଲ ତୁମ ସାଜା || 27 ||
ଔର ମନୋରଧ ଜୋ କୋୟି ଲାଵୈ |
ତାସୁ ଅମିତ ଜୀଵନ ଫଲ ପାଵୈ || 28 ||
ଚାରୋ ୟୁଗ ପରିତାପ ତୁମ୍ହାରା |
ହୈ ପରସିଦ୍ଧ ଜଗତ ଉଜିୟାରା || 29 ||
ସାଧୁ ସନ୍ତ କେ ତୁମ ରଖୱାରେ |
ଅସୁର ନିକନ୍ଦନ ରାମ ଦୁଲାରେ || 30 ||
ଅଷ୍ଠସିଦ୍ଧି ନଵ ନିଧି କେ ଦାତା |
ଅସ ଵର ଦୀନ୍ହ ଜାନକୀ ମାତା || 31 ||
ରାମ ରସାୟନ ତୁମ୍ହାରେ ପାସା |
ସାଦ ରହୋ ରଘୁପତି କେ ଦାସା || 32 ||
ତୁମ୍ହରେ ଭଜନ ରାମକୋ ପାଵୈ |
ଜନ୍ମ ଜନ୍ମ କେ ଦୁଖ ବିସରାଵୈ || 33 ||
ଅଂତ କାଲ ରଘୁଵର ପୁରଜାୟୀ |
ଜହାଂ ଜନ୍ମ ହରିଭକ୍ତ କହାୟୀ || 34 ||
ଔର ଦେଵତା ଚିତ୍ତ ନ ଧରୟୀ |
ହନୁମତ ସେୟି ସର୍ଵ ସୁଖ କରୟୀ || 35 ||
ସଂକଟ କଟୈ ମିଟୈ ସବ ପୀରା |
ଜୋ ସୁମିରୈ ହନୁମତ ବଲ ଵୀରା || 36 ||
ଜୈ ଜୈ ଜୈ ହନୁମାନ ଗୋସାୟୀ |
କୃପା କରୋ ଗୁରୁଦେଵ କୀ ନାୟୀ || 37 ||
ଜୋ ଶତ ଵାର ପାଠ କର କୋୟୀ |
ଛୂଟହି ବନ୍ଦି ମହା ସୁଖ ହୋୟୀ || 38 ||
ଜୋ ୟହ ପଡୈ ହନୁମାନ ଚାଲୀସା |
ହୋୟ ସିଦ୍ଧି ସାଖୀ ଗୌରୀଶା || 39 ||
ତୁଲସୀଦାସ ସଦା ହରି ଚେରା |
କୀଜୈ ନାଥ ହୃଦୟ ମହ ଡେରା || 40 ||
ଦୋହା
ପଵନ ତନୟ ସଙ୍କଟ ହରଣ – ମଙ୍ଗଳ ମୂରତି ରୂପ |
ରାମ ଲଖନ ସୀତା ସହିତ – ହୃଦୟ ବସହୁ ସୁରଭୂପ ||
ସିୟାଵର ରାମଚନ୍ଦ୍ରକୀ ଜୟ | ପଵନସୁତ ହନୁମାନକୀ ଜୟ | ବୋଲୋ ଭାୟୀ ସବ ସନ୍ତନକୀ ଜୟ |
 

ମେଷ (ARIES)
ଆଜି ଦିନଟି ଆପଣଙ୍କ ପ୍ରାୟତଃ ଭଲରେ ଯିବ । ତଥାପି ତରବରିଆ ନହୋଇ ଧୂରସିର । ପଦକ୍ଷେପ ନେଲେ ଉପକୃତ ହେବେ । ଅପ୍ରିୟ ସତକଥା କହି ବିରୋଧ ହୋଇପାରନ୍ତି । ଭ୍ରମଣ ହେତୁକ । କ୍ଲାନ୍ତି ଓ ଅବସାଦ ଦେଖାଦେଇପାରେ । ଭାବୁଥିବା କାମଟିକୁ ଶେଷ କରିପାରିବେନି । ମହିଳା ଓ । ‘ଛାତ୍ରଛାତ୍ରୀମାନେ ସଠିକ୍ ଦଣେ ନେଇ କୃତକାର୍ଯ୍ୟ ହେବେ ଏବଂ ନିଜର ପ୍ରାଧାନ୍ୟକୁ ବଜାୟ ରଖୁବେ ।।

ବୃଷ (TAURUS)
‘ ବିନୟ ପୂର୍ଣ୍ଣ କଥା କହି ପରିସ୍ଥିତିକୁ ହାଲୁକା କରିବେ । ଅର୍ଥ ,ଭୋଗ ବିଳାସ ମଧ୍ୟ ରେ । ସମୟଟି ଭଲରେ କଟିବ । ପାରିବାରିକ କ୍ଷେତ୍ରରେ ସୁଯୋଗ ପାଇବେ । ସାଙ୍ଗଠନିକ କାର୍ଯ୍ୟରେ । ପ୍ରଶଂସିତ ହେବେ । ବ୍ୟବସାୟକୁ ଆଗକୁ ବଢାଇବା ପାଇଁ ପଦକ୍ଷେପ ଗ୍ରହଣ କରିବେ । ମହିଳା ଓ । ଛାତ୍ରଛାତ୍ରୀମାନେ ଶୁଭ ଖବର ପାଇ ଖୁସି ହେବେ ।

ମିଥୁନ (GEMINI)
‘ ହଠାତ୍ ସାଧାରଣ କଥାକୁ କେନ୍ଦ୍ର କରି ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ । । ଅପ୍ରିୟ ସତ୍ୟ ଭାଷଣରୁ ନିବୃତ୍ତ ରହନ୍ତୁ । ଆନୁଷ୍ଠାନିକ କାମ ସକାଶେ ତତ୍ପରତା ବଢିପାରେ । କଚେରୀ ମାମଲା କ୍ଷେତ୍ରରେ ଆଶାଜନକ ଫଳ ପାଇବେ । ଅନିୟମିତ ଆହାର ଗ୍ରହଣରେ । ଶରୀର କଷ୍ଟ ଅନୁଭବ କରିବେ । ମହିଳା ଓ ଛାତ୍ରଛାତ୍ରୀମାନେ ଅଭାବ ଭିତରେ ଅଣନିଶ୍ୱାସୀ ହେବେ ।

କର୍କଟ (CANCER) ମଉଳିଆ କଥା କହି ଅନ୍ୟ ମାନଙ୍କୁ ନିଜର କରିବାରେ ସକ୍ଷମ ହେବେ । ମିତ୍ରମାନେ କିଛି ପାଇବା ଆଶାରେ ପ୍ରଶଂସା ଗାଇ ବୁଲିବେ । କେତେକ କ୍ଷେତ୍ରରେ ସବୁ ଜାଣିଶୁଣି ସୁଦ୍ଧା ନିରବ। ରହିବାକୁ ବାଧ୍ୟ ହେବେ । ସନ୍ତାନଙ୍କ ଗୌରବରେ ଗୌରବାନ୍ବିତ ହୋଇପାରନ୍ତି, ସ୍ତ୍ରୀ କିମ୍ବା । ‘ସ୍ବାମୀଙ୍କ ଅନୁମତି ନେଇ କାମ କଲେ ଉପକୃତ ହେବେ । ମନୋରଞ୍ଜନ ପ୍ରୀତିପ୍ରଦ ହେବ । ମହିଳା ଓ ଛାତ୍ରଛାତ୍ରୀମାନେ ଡରିମରି କାମ କରିବାକୁ ବାଧ୍ୟ ହୋଇ ପାରନ୍ତି ।

ସିଂହ (LEO)  ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି । ରଣ । ସୂତ୍ରରେ ଅର୍ଥଲାଭ କରିବେ, ବାଣିଜ୍ୟରେ ଉନ୍ନତି ଘଟିବ । ସହକର୍ମୀ ରାଗିଲେ ମଧ୍ୟ । କାମଟି କରିଦେବେ । ସାହିତ୍ୟ, କଳା, ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ । । ପାରିବାରିକ କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ । ମହିଳା ଓ ଛାତ୍ରଛାତ୍ରୀମାନେ । ‘ନୀରବଦ୍ରଷ୍ଟା ସାଜିବା ପାଇଁ ବାଧ୍ୟ ହେବାକୁ ପଡ଼ିବ ।

କନ୍ୟା(VIRgo)
‘ଭଲ କଥା କହିଲେ ମଧ୍ୟ ବନ୍ଧୁ ତାହାକୁ ଭୁଲ ଦୃଷ୍ଟିକୋଣରୁ ବିଚାର କରିବେ । ଭଗ୍ନସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ । ନୂତନ ଦାୟିତ୍ବ ହାତକୁ ନେଇ ପାରନ୍ତି । ଶିଳ୍ପ ଓ ଏଜେନ୍ସିପରୁ ଖୁସି ରହିବେ । କ୍ରୀଡା, ଚଳଚ୍ଚିତ୍ର କ୍ଷେତ୍ରରେ ଥିବା ସମାସ୍ୟାସୁଧୁରି ଯିବ । ମହିଳାମା ଓ ଛାତ୍ରଛାତ୍ରୀମାନେ ଅଶାନ୍ତି ଭୋଗିପାରନ୍ତି ।

ତୁଳା(LIBRA)
‘ଶତ୍ରୁତା ଯୋଗୁଁ ବିଚଳିତବୋଧ କରି ବାକୁ ପଡିବ । ପାରିବାରିକ ସଭାବ । ‘ଅକ୍ଷୁର୍ଷ ରହିବ । ବନ୍ଧୁ ପ୍ରତିଶ୍ରୁତି ରକ୍ଷାକରି ଠିକ୍ ସମୟରେ ଆସି ପହଞ୍ଚିବେ । ପରିସ୍ଥିତି। ଗମ୍ଭୀର ରହିବ, ଟଙ୍କା,ପଇସାର ଘୋର ଅଭାବ ପରିଲକ୍ଷିତ ହେବ । ବ୍ୟବସାୟରେ। ପ୍ରତିଦ୍ବନ୍ଦିତା ବଢିପାରେ । ମହିଳା ଓ ଛାତ୍ରୀ ମାନଙ୍କ ଆଶା ପୂରଣ ହେବାରେ ଜଣେ ବନ୍ଧୁ ସାହାଯ୍ୟ କରିବେ ।

 ବିଛା (SCORPIO) 
ଲୋକସମ୍ପର୍କ ବୃଦ୍ଧି ପାଇବାରେ ନିଜ ଲୋକମାନେହିଁ ପ୍ରତି ବନ୍ଧକ ସୃଷ୍ଟି କରିବେ । । ହାତରେ କିଛି ଧନ ବି ସଞ୍ଚିତ ହୋଇପାରେ । କୌଣସି ଖବର ପାଇ ବିସ୍ମୟ ପ୍ରକାଶ କରିବେ । ସରକାରୀ କାମ ଓ ପଦସ୍ଥ ବ୍ୟକ୍ତିବିଶେଷଙ୍କ କ୍ଷେତ୍ରରୁ ଉପକୃତ ହେବ । ସ୍ୱାସ୍ଥ୍ୟରେ ପରିବର୍ତ୍ତନ ଦେଖାଯିବ । ମହିଳା ଓ ଛାତ୍ରଛାତ୍ରୀମାନେ ପର କଥାରେ ପଡି ଘର ଲୋକ ମାନଙ୍କୁ ଭୂଲ । ବୁଝି ପାରନ୍ତି ।

ଧନୁ (SAGITTARIUS)
କର୍ମକ୍ଷେତ୍ରରେ କୌଶଳ ପ୍ରୟୋଗ କରି ନିଜ ପରିସରରେ ପ୍ରତିଷ୍ଠିତ ହେବେ। ଶୁଭକାର୍ଯ୍ୟରେ ଯୋଗଦେଇପାରନ୍ତି । ଆଳାପ ଆଲୋଚନାରେ ସମୟ କଟାଇବେ । ବିଭିନ୍ନ ସମସ୍ୟା ସତ୍ତ୍ୱେ କାମରେ ପଛଘୁଞ୍ଚା ଦେବେନାହିଁ । ରାଜନୀତି,ପ୍ରଶାସନ । ପାଇଁ ଭଲ । ସାହିତ୍ୟ ,ସାମ୍ବାଦିକତା ,ପ୍ରକାଶନ ଓ ସଭା ସମିତିରେ କୃତିତ୍ବ ଅର୍ଜନ କରିବେ । ମହିଳା ଓ ଛାତ୍ରଛାତ୍ରୀଙ୍କ ଅଶା ପୂରଣ ହେବାରେ ବାନ୍ଧବୀ ସାହାଯ୍ୟ । କରିବେ ।

ମକର (CAPRICORN) ‘ ମନର ବଳ ଖୁବ ଟାଣ ରହିବ ଏବଂ ନିଜ ଜିଦ୍‌ରେ ଅଟଳ ରହିବେ । ଆଶା ପୂରଣ ହେବାରେ । ଜଣେ ବାଲ୍ୟ ବନ୍ଧୁ ସାହାଯ୍ୟ କରିବେ । ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିବେ । । ପରିବହନରେ ଝଗଡା ଲାଗିପାରେ । ଶିକ୍ଷା, ପ୍ରେମବ୍ୟାପାର, ଆଲୋଚନା, ଗଠନମୂଳକ କାମ, । ଲେଖାପଢ଼ା କ୍ଷେତ୍ରରୁ ଶୁଭଫଳ ପାଇବେ । ମହିଳା ଓ ଛାତ୍ରଛାତ୍ରୀମାନେ ଘର ସାଜସଜାରେ ବ୍ୟସ୍ତ । ରହିପାରନ୍ତି ।

କୁମ୍ଭ (AQUARIUS) । ‘ ସମସ୍ୟା ସମାଧାନରେ ରାସ୍ତା ଖୋଜି ବାହାର କରିବାରେ ସମର୍ଥ ହେବେ । ପରିବାରରେ । ବିଶୃଙ୍ଖଳା ଦେଖା ଦେଇ ପାରେ । ଯାତ୍ରାରେ ଜିନିଷ ପତ୍ର ପ୍ରତି ସତର୍କ ରହନ୍ତୁ । ଆଶା ଅନୁସାରେ କାନ ହୋଇ ଯିବାରୁ ଖୁସି ରହିବେ । ଘର କଥା କହି ବନ୍ଧୁଙ୍କ ମନରେ ବିଶ୍ବାସ ହେଲା ଭଳି କାମ କରିବେ ।। ‘ ମହିଳା ଓ ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ଆଶା ଅନୁରୂପ ଫଳ ମିଳିବ । ।

ମୀନ (PISCES)
‘ ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେବେ । ଭଲ୍ ସମ୍ପର୍କ ଥିବା ବନ୍ଧୁ ଅସୁବିଧାରେ । ପକାଇପାରନ୍ତି । ଭାବପ୍ରବଣତା ଯୋଗୁ ମନୋବଳ କ୍ରମଶଃ ହ୍ରାସ ପାଇବ । ବ୍ୟବସାୟରେ ସଫଳତା ହାସଲ କରିବେ । ସଂଗୀତ, ଚଳଚ୍ଚିତ୍ର ତଥା ମନୋରଞ୍ଜନ କାର୍ଯ୍ୟକ୍ରମରେ ନୋଜକୁ ନିୟୋଜିତ । କରିବେ । ମହିଳା ଓ ଛାତ୍ରଛାତ୍ରୀମାନେ ଲୁଚାଇ ଲୁଚାଇ କାନ୍ଦିବାକୁ ପଡିପାରେ ।

 

Related Articles

Leave a Reply

Your email address will not be published. Required fields are marked *

Back to top button