ଓଡିଶା

ପ୍ରକାଶ ପାଇଲା ‘ସିବିଏସ୍‌ଇ’ ୧୦ମ ପରୀକ୍ଷା ଫଳ

ନୂଆଦିଲ୍ଲୀ: ଆଜି ଅପରାହ୍ଣ ୨ଟା ବେଳେ ‘ସେଣ୍ଟ୍ରାଲ୍‌ ବୋର୍ଡ ଅଫ୍‌ ସେକେଣ୍ଡାରି ଏଜୁକେସନ୍‌’ (ସିବିଏସ୍‌ଇ) ୧୦ମ ଶ୍ରେଣୀ ପରୀକ୍ଷା ଫଳ ଘୋଷଣା କରିଛି।

ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀମାନେ cbseresults.nic.in, parikshasangam.cbse.gov.in and results.cbse.nic.in ୱେବ୍‌ସାଇଟ୍‌ ବ୍ରାଉଜ୍‌ କରି ନିଜନଜର ଫଳାଫଳ ଦେଖିପାରିବେ। ଏଥର ସିବିଏସ୍‌ଇ ୧୦ମ ଶ୍ରେଣୀ ପରୀକ୍ଷାରେ ମୋଟ୍ ପାସ୍ ହାର ରହିଛି ୯୪.୪୦ ପ୍ରତିଶତ। ଅପରପକ୍ଷରେ ଭୁବନେଶ୍ବର ରିଜିଅନରେ ପାସ୍ ହାର ରହିଛି ୯୬.୪୬ ପ୍ରତିଶତ।।

ଉଲ୍ଲେଖଯୋଗ୍ୟ, ୧୦ମ ଶ୍ରେଣୀର ଟର୍ମ ୨ ପରୀକ୍ଷା ୨୦୨୨ ଏପ୍ରିଲ୍‌ ୨୬ରୁ ମେ ୨୪ ତାରିଖ ପର୍ଯ୍ୟନ୍ତ ସମଗ୍ର ଦେଶର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଆୟୋଜିତ ହୋଇଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button