news

ଏହି ଛୋଟ ଛୋଟ ଭୁଲ ପାଁଇ ଆମ ତରଫଙ୍କୁ ଆକର୍ଷିତ ହେଇଥାନ୍ତି ନକାରାତ୍ମକ ଶକ୍ତି !

ଶାସ୍ତ୍ର ଅନୁସାରେ ହିନ୍ଦୁ ଧର୍ମ ହିଁ ସର୍ବପୁରାତନ ଧର୍ମ ଅଟେ ଏବଂ ଏହି କାରଣରୁ ତାଙ୍କର ବେଦ ଓ ପୁରାଣର ଅନେକ ମାନ୍ୟତା ମଧ୍ୟ ରହିଛି । ଯେଉଁଥିରେ କି ମଣିଷ ଜୀବନଚର୍ଯ୍ୟାର ପ୍ରତୋକ କଥା ଉଲେଖ ରହିଥାଏ । ହିନ୍ଦୁଧର୍ମରେ ଯେଉଁଠାରେ ଭଗବାନଙ୍କର ଅସ୍ତିତ୍ୱକୁ ଗ୍ରହଣ କରାଯାଇଛି ସେପରି ଆତ୍ମା ଓ ଭୁତ ଙ୍କ ଅସ୍ତିତ୍ୱକୁ ମଧ୍ୟ ଲୋକେ ସ୍ୱୀକାର କରିଛନ୍ତି ।

କିନ୍ତୁ ଅଜାଣତରେ ସେମାନେ କିଛି ଏପରି ଭୁଲ କରିଥାନ୍ତି ଯାହା ଦ୍ୱାରା କି କିଛି ଆତ୍ମା ଆପଣ ଙ୍କ ପଛ ରେ ପଡ଼ିଥାନ୍ତି , ଥରେ ଯଦି କୌଣସି ଆତ୍ମା ଆପଣଙ୍କ ପଛରେ ପଡିଥାଏ ତ ସେ ସହଜରେ ଆପଣ ଙ୍କର ପିଛା ଛାଡ଼ିନଥାଏ । ତେବେ ଆଜି ଆମେ ଆପଣଙ୍କୁ ଏକ ଏପରି ବିଷୟରେ କହିବାକୁ ଯାଉଛୁ ଯାହା ଦ୍ୱାରା କି ଆତ୍ମା ମାନେ ଆପଣଙ୍କର ପଛରେ ପଡ଼ିଥାନ୍ତି ।

ତେବେ ଆସନ୍ତୁ ଜାଣିବା କେଉଁ କେଉଁ ଭୁଲ

————————————————————-

1) କେବେ ହେଲେ ରାତିରେ ଶୋଇବା ସମୟରେ ଅଧିକ ସୁଗନ୍ଧ ଯୁକ୍ତ ପରଫ୍ୟୁମ ବ୍ୟବହାର କରନ୍ତୁ ନାହିଁ । ଅଧିକ ସୁଗନ୍ଧରେ ଆତ୍ମା ମାନେ ଆକର୍ଷିତ ହେଇଥାନ୍ତି ।

2) ଶାମ୍ସନରୁ ଆସିବା ପରେ ନିଶ୍ଚିତ ରୂପେ ଗାଧୋଇକି ହିଁ ଘର ଭିତରକୁ ପ୍ରବେଶ କରନ୍ତୁ । ପଛକୁ ବୁଲିକି ଦେଖିବା ଉଚିତ ନୁହେଁ ।


3) ଗର୍ଭବତୀ ମହିଳାଙ୍କୁ ନିଜର ଅଧିକ ଧ୍ୟାନ ରଖିବା ଉଚିତ, କାରଣ ତାଙ୍କ ଆଡକୁ ନକାରାତ୍ମକ ଶକ୍ତି ମାନେ ଶୀଘ୍ର ଆକର୍ଷିତ ହେଇଥାନ୍ତି । 

4) ରୋଗୀ ଲୋକଙ୍କ ଆଡକୁ ମଧ୍ୟ ନକାରାତ୍ମକ ଆତ୍ମା ମାନେ ଶୀଘ୍ର ଆକର୍ଷିତ ହେଇଥାନ୍ତି । ତେଣୁ ରୋଗ ସମୟରେ କୌଣସି ବି ଖରାପ କଥା ଚିନ୍ତା କରିବା ଉଚିତ ନୁହେଁ ।

5) ଏପରି ମଧ୍ୟ ଉଲେଖ ରହିଛି କି ଝିଅ ମାନେ ସୂର୍ଯ୍ୟାସ୍ତ ପରେ ନିଜ ବାଳକୁ ଖୋଲା ରଖିବା ଉଚିତ ନୁହେଁ । ଅମାବାସ୍ୟା ରାତିରେ ତ ବିଲକୁଲ ନୁହେଁ ।

6) ଏପରି ମଧ୍ୟ ଧାର୍ମିକ ଗ୍ରଂଥରେ ଉଲେଖ ରହିଛି କି ଘରର କୌଣସି ବି କୋଣ ସର୍ବଦା ଅନ୍ଧାର ରଖିବା ଭଲ ନୁହେଁ ।

 

Related Articles

Leave a Reply

Your email address will not be published. Required fields are marked *

Back to top button