ଅପରାଧ

ଉମରକୋଟରେ ଚାଞ୍ଚଲ୍ୟ: ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର – bajravana

[ad_1]

ଉମରକୋଟ: ପ୍ରେମ ସପ୍ତାହରେ ପ୍ରେମୀ ଯୁଗଳଙ୍କ ମୃତ୍ୟୁ। ନବରଙ୍ଗପୁର ଉମରକୋଟ ବୁର୍ଜା ଗାଁର ପମ୍ପ ହାଉସରେ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ବିବାହ ପାଇଁ ସାମାଜିକ ସ୍ୱୀକୃତି ନ ମିଳିବାରୁ ଦୁଇ ଜଣ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।

ଯୁବକ ଜଣକ ପୂଜାରୀଗୁଡା ପମ୍ପ ହାଉସରେ କାମ କରୁଥିବା ବେଳେ ଯୁବତୀ ଜଣକ ନିକଟ କୁର୍ସୀ ଗାଁର ବୋଲି ଜଣାପଡ଼ିଛି। ଉଭୟ ପ୍ରେମ କରୁଥିବା ବେଳେ ସମାଜ ସାଜିଥିଲା ପ୍ରତିବନ୍ଧକ। ପରିବାର ବିରୋଧ କରିବାରୁ ଭୟରେ ଉଭୟ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି। ଘଟଣାସ୍ଥଳରେ ଉମରକୋଟ ପୁଲିସ ପହଞ୍ଚିି ମୃତଦେହ ଉଦ୍ଧାର କରିବା ସହ ଘଟଣାର ଛାନଭିନ୍ କରୁଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button