ଖେଳ ଖବର

ଶୁଭମନ ଗିଲଙ୍କ ଶତକ, ଭାରତ ୨ୟ ଇନିଂସରେ ୨୫୫ରେ ଅଲଆଉଟ୍ – bajravana

[ad_1]

ବିଶାଖାପାଟଣା : ରୋମାଞ୍ଚକର ସ୍ଥିତିରେ ପହଞ୍ଚିଯାଇଛି ବିଶାଖାପାଟଣା ଟେଷ୍ଟ। ମ୍ୟାଚର ୩ୟ ଦିନରେ ଭାରତ ନିଜର ୨ୟ ଇନିଂସରେ ୨୫୫ରନରେ ଅଲଆଉଟ ହୋଇଯାଇଛି । ଫଳରେ ବିଜୟ ପାଇଁ ୩୯୯ ରନ ଆବଶ୍ୟକ କରୁଛି ଇଂଲଣ୍ଡ ।

ଆଜିର ମ୍ୟାଚରେ ଭାରତ ନିଜର ଗତକାଲିର ସ୍କୋର ୨୮/୦ରୁ ଆଗକୁ ଖେଳିବା ଆରମ୍ଭ କରିଥିଲା । ତେବେ ଏହି ଇନିଂସରେ ବି ଅଧିନାୟକ ରୋହିତ ଶର୍ମା ବଡ଼ ସ୍କୋର କରିପାରିନଥିଲେ ଓ ମାତ୍ର ୧୩ ରନରେ ଆଉଟ ହୋଇଥିଲେ । ସେହିପରି ପ୍ରଥମ ଇନିଂସରେ ଦ୍ବିଶତକ ଲଗାଇଥିବା ଯଶସ୍ବୀ ଜୟସ୍ବାଲ ମାତ୍ର ୧୭ ରନ କରି ଆଉଟ ହୋଇଥିଲେ । ତେବେ ଶୁଭମନ ଗିଲ୍ ଲଢୁଆ ବ୍ୟାଟିଂ କରି ନିଜର ଶତକ ପୂରଣ କରିଥିଲେ ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button