ସ୍ୱାସ୍ଥ୍ୟ

କେତେ ଉପକାରୀ ହେଙ୍ଗୁ : ଜାଣନ୍ତୁ ଏହାର ବିଶେଷତ୍ୱ ଉପରେ… – bajravana

[ad_1]

ଖାଦ୍ୟକୁ ସ୍ଵଦିଷ୍ଠ କରିବା ସହ ସ୍ୱାସ୍ଥ୍ୟ ପାଇଁ ବେଶ୍ ଉପକାରୀ । ଏହା ଅନେକ୍ ରୋଗକୁ ଦୂର କରିବାରେ ସାହାଯ୍ୟ କରିଥାଏ । ହେଙ୍ଗୁ ପାଣି ମଧୁମେହ ରୋଗୀଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ । ଏହା ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ। ଏଥିରେ ଥିବା ଇନସୁଲିନ ସମ୍ବେଦନଶୀଳତା ବଢ଼ାଇଥାଏ । ହେଙ୍ଗୁ ପାଣି ଓଜନ ହ୍ରାସରେ ମଧ୍ୟ ବେଶ୍ ସହାୟକ ହୋଇଥାଏ । ହେଙ୍ଗୁ ପାଣି ଶରୀରରେ ମେଟାବୋଲିଜିମ୍ ବଢ଼ାଇଥାଏ । ଯାହା ଶରୀରରେ କ୍ୟାଲୋରୀ ବର୍ଣ୍ଣରେ ସହାୟକ ହୋଇଥାଏ । ଏହାବ୍ୟତୀତ ଭୋକ କମାଇବାରେ ମଧ୍ୟ ସାହାଯ୍ୟ କରିଥାଏ, ଯାହାଦ୍ବାରା ଖାଇବା କମ୍ ଯୋଗୁଁ ଓଜନ ହ୍ରାସରେ ସହାୟକ ହୋଇଥାଏ । ହେଙ୍ଗୁ ଗ୍ୟାସ୍, ଫ୍ଲାଟୁଲେନ୍ସ ଏବଂ କୋଷ୍ଠକାଠିନ୍ୟ ପରି ହଜମ ଜନିତ ସମସ୍ୟାରୁ ମୁକ୍ତି ଦେଇଥାଏ । କର୍କଟ, ହୃଦ୍ ରୋଗ ଏବଂ ଆଲଜାଇମର ରୋଗ ଭଳି ଅନେକ ରୋଗ ପାଇଁ ହେଙ୍ଗୁ ବେଷ୍ଟ। ହେଙ୍ଗୁରେ ଆଣ୍ଟି-ଇନ୍ଫ୍ଲାମେଟୋରୀ ଗୁଣ ରହିଛି, ଯାହା ପ୍ରତିରକ୍ଷା ପ୍ରଣାଳୀକୁ ମଜବୁତ କରିବାରେ ସାହାଯ୍ୟ କରିଥାଏ । ମୁଣ୍ଡ ବିନ୍ଧା ପାଇଁ ବେଶ୍ ଲାଭଦାୟକ ହୋଇଥାଏ ହେଙ୍ଗୁ । ବ୍ଲଡ ସୁଗାରକୁ ନିୟନ୍ତ୍ରଣରେ ରଖିବାରେ ସାହାଯ୍ୟ କରେ ହେଙ୍ଗୁ। ପାଚନ ତନ୍ତ୍ରକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ ହେଙ୍ଗୁ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button