ଓଡିଶା

ବେଆଇନ ବାଲି ଚୋରା ଚାଲାଣ ବେଳେ ଜେସିବି, ଟ୍ରାକ୍ଟର ଜବତ  – bajravana

[ad_1]

ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ରରୁଆଁ ବ୍ଲକ ତଥା ଘାଗରବେଡ଼ା ଥାନା ଅନ୍ତର୍ଗତ ପାନପତ୍ରୀୟା ଗ୍ରାମପଞ୍ଚାୟତ ଫଗୁ ଗ୍ରାମର ମାଟିଆ ଦର ଦେଇ ବହି ଯାଇଥିବା ବୈତରଣୀ ନଦୀକୂଳରେ ଥିବା ଦୀର୍ଘଦିନର ବାଲି ଚୋରା ଚାଲାଣ କରି ଆସୁଥିଲା।

ଆଜି ଫଗୁ ଗ୍ରାମବାସୀଙ୍କ ସହଯୋଗରେ ଘାଗରବେଡ଼ା ଥାନା ଅଧିକାରୀ ଜଗନ୍ନାଥ୍ ମୁଣ୍ଡାଙ୍କ ତତ୍ତ୍ଵାବଧାନରେ ନମ୍ୱର ବିହୀନ ଦୁଇଟି ଟ୍ରାକ୍ଟର ଏବଂ ଗୋଟିଏ ଜେସିବି ମେସିନକୁ ଜବତ କରାଯାଇଛି। ଗାଡ଼ି ମାଲିକ ଭାଗିରଥୀ ଗିରିଙ୍କୁ ଥାନାରେ ଅଟକ ଥିବା ବେଳେ ତାଙ୍କ ପୁଅ ଅମିତ ଗିରି ଫେରାର ଥିବା ସୂଚନା ମିଳିଛି। ସଫଳତା ପାଇଁ ଘାଗରବେଡ଼ା ଥାନା ଅଧିକାରୀ ଶ୍ରୀ ମୁଣ୍ଡାଙ୍କୁ ଅଞ୍ଚଳ ବାସୀ ସାଧୁବାଦ ଜଣାଇଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button