news

କଣ ଆପଣଙ୍କ ଦାନ୍ତ ମଝିରେ ଫାଙ୍କା ରହିଛି ? ତାହେଲେ ଯାଣିନିଅନ୍ତୁ ଆପଣଙ୍କ ଭିତରେ ରହିଛି ଏହି ୧୦ ଟି ବିଶେଷତ୍ୱ

ଦୁନିଆରେ ସବୁ ମଣିଷର ସ୍ୱଭାବ ଅଲଗା ଅଲଗା ହୋଇଥାଏ ଏବଂ ଏହା ସହ ତାଙ୍କ ଚେହେରାର ଗଠନ ମଧ୍ୟ ବହୁତ ଅଲଗା ହୋଇଥାଏ କିନ୍ତୁ ଆମେ ମଣିଷର ଦାନ୍ତ ଉପରେ କଥା ହେବା ! ଦୁନିଆର ସବୁ ମଣିଷର ଦାନ୍ତ ଗଠନ ଅଲଗା ଅଲଗା ଏଙ୍ଗେଲରେ ଦେଖିଥିବେ ! କାହାର ଦାନ୍ତ ବଡ ହୋଇଥାଏ, ତୋ କାହାର ଛୋଟ, କାହାର ଦାନ୍ତ ମଝିରେ ବିଲକୁଲ ଫାଙ୍କା ନଥାଏ ଆଉ କାହାର ଦାନ୍ତ ମଝିରେ ଫାଙ୍କା ଥାଏ ! ଏହା ସବୁ ଉପର ବାଲାଙ୍କ ଗଠନ ! ଯାହାକୁ ଯେମିତି ଗଢ଼ା ହୋଇଛି ସେ ତାହାକୁ ସ୍ୱୀକାର କରୁଛନ୍ତି ! ଏବଂ ଖୁସି ରହିବାକୁ ଚେଷ୍ଟା କରିଥାଏ ! ବହୁତ ଜଣଙ୍କର ଦାନ୍ତ ମଝିରେ ଫାଙ୍କା ଥାଏ ଆଉ ଦାନ୍ତ ଉବଡ ଖାବଡ଼ା ହୋଇଥାଏ ! ତାଙ୍କୁ ଲୋକ ଆକର୍ଷିତ ମାନନ୍ତି ନାହିଁ ! କିନ୍ତୁ ଆପଣଙ୍କୁ କହି ରଖୁଛୁ କି ଯାହାର ଦାନ୍ତ ମଝିରେ ଫାଙ୍କା ଥାଏ ସେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି ! କଣ ଆପଣଙ୍କ ଦାନ୍ତ ମଝିରେ ଫାଙ୍କା ଅଛି ? ତାହେଲେ ମାନନ୍ତୁ ନାହିଁ ନିଜକୁ ବେକାର ଆପଣଙ୍କ ଭିତରେ ଯେଉଁ ବିଶେଷତ୍ୱ ଅଛି ଆଉ କାହା ଭିତରେ ନାହିଁ !

Image result for gap teeth png

କଣ ଆପଣଙ୍କ ଦାନ୍ତ ମଝିରେ ବି ଫାଙ୍କା ଅଛି ?

ଆଜି ଆମେ ଆପଣକୁ ସମୁଦ୍ର ଶାସ୍ତ୍ର ଅନୁସାରେ କହିବୁକି ଦାନ୍ତ ମଝିରେ ଫାଙ୍କା ରହିଲେ ଆପଣଙ୍କ ଭିତରେ କେମିତି ବିଶେଷତ୍ୱ ରହିଛି ! ବହୁତ ଲୋକ କୁ ଏହା କର୍ଷିତ ଲାଗେ ନାହିଁ ! କିନ୍ତୁ ଯଦି ଆପଣଙ୍କୁ ସେହି ବିଶେଷତ୍ୱ ବିଷୟରେ ଜାଣି ଯିବେ ଆପଣବି ତାଙ୍କ ସହ ବନ୍ଧୁତା କରିବେ !

Image result for gap teeth

୧. ସମୁଦ୍ରଶାସ୍ତ୍ର ଅନୁସାରେ ଯାହାର ଦାନ୍ତ ମଝିରେ ଫାଙ୍କା ଅଛି ସମାନ ସ୍ଵଭାଵର ହୋଇଥାନ୍ତି ଏବଂ ଏମିତି ଲୋକ ଅନ୍ୟକୁ ବୁଝିପାରନ୍ତି ! ସେ ନିଜ ଜୀବନରେ ଖୁସି ଖୁସି ବିତେଇବା ଜାଣିଥାନ୍ତି !
୨. ଏକ ସମାନ ଆକାର ଚମକୁଥିବା ଦାନ୍ତ ମଣିଷ ଠାରୁ ଦାନ୍ତ ମଝିରେ ଫାଙ୍କା ଥିବା ମଣିଷ ବହୁତ ରଚନାତ୍ମକ ହୋଇଥାନ୍ତି ଏମିତି ଲୋକ ନିଜ ପଇସା ସମ୍ଭାଳି ରଖିବା ଆସେ !
୩. ଯେଉଁ ଲୋକ ସାମ୍ନା ଦାନ୍ତରେ ଫାଙ୍କା ଥାଏ ସେହି ଲୋକ ବହୁତ ବୁଦ୍ଧିମାନ ହୋଇଥାନ୍ତି, ସେ ସଂସାରରେ କିଛି ଅଲଗା କରିବାକୁ ବିଶ୍ୱାସ କରନ୍ତି ! ଆଉ ନିଜର ସବୁ କାମ କରିକି ହିଁ ରୁହନ୍ତି !

Image result for gap teeth

୪. ଏହା ସହ ଯେଉଁ ଲୋକଙ୍କ ଦାନ୍ତ ମଝିରେ ଫାଙ୍କା ଥାଏ ସେ ଉର୍ଜାରେ ପରିପୂର୍ଣ ହୋଇ ରୁହନ୍ତି ଏଥିପାଇଁ ସେ ସବୁ ପ୍ରକାର କାମ କୁ କଷ୍ଟ କରି ଶେଷ କରିଥାନ୍ତି ଏହି ଭଳି ଲୋକ ବହୁତ ଆଗକୁ ଯାଇପାରନ୍ତି !
୫. ଯେଉଁ ଲୋକଙ୍କ ଦାନ୍ତ ମଝିରେ ଫାଙ୍କା ହୋଇଥାଏ ସେ ବହୁତ ଦୟାଳୁ ହୋଇଥାନ୍ତି ! ଏମିତି ଲୋକ କେବେ ହାର ମାନନ୍ତି ନାହିଁ ଏବଂ ଅନ୍ୟକୁ ବି ଖୁସି ରଖିବା ବହୁତ ଭଲ ଭାବେ ଜାଣନ୍ତି !

Image result for gap teeth

୬. ଯେଉଁ ଲୋକଙ୍କ ଦାନ୍ତ ମଝିରେ ଫାଙ୍କା ହୋଇଥାଏ ସେବହୁତ ଗପେ , ସେ କୌଣସି ବିଷୟରେ ଶେଷ ଯାଇଁ ଚର୍ଚା କରିପାରନ୍ତି !
୭. ଯେଉଁ ଲୋକଙ୍କ ଦାନ୍ତ ମଝିରେ ଫାଙ୍କା ହୋଇଥାଏ, ସେହି ଭଳି ଲୋକ ବହୁତ ଖୋଲା ସ୍ୱଭାବର ଅଟନ୍ତି ନିଜ ହୃଦୟର ସେୟାର କରିଥାନ୍ତି !
୮. ଯଦି କୌଣସି ଦାନ୍ତ ମଝିରେ ଫାଙ୍କା ଥାଏ ସେମାନେ ନିଜ କାର୍ଯ୍ୟ କ୍ଷେତ୍ରରେ ସଫଳ ସାହିଲ କରିଥାନ୍ତି

Related Articles

Leave a Reply

Your email address will not be published. Required fields are marked *

Back to top button