ଦେଶ ବିଦେଶ

ମୋଦୀଙ୍କୁ ଫୋନ୍ କଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ – bajravana

[ad_1]

ନୂଆଦିଲ୍ଲୀ: ଇସ୍ରାଏଲରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜମିନ ନେତନ୍ୟାହୁଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି । ମୋଦୀ କହିଛନ୍ତି ଯେ, ନେତନ୍ୟାହୁ ଫୋନ୍ କରିଥିଲେ । କଠିନ ସମୟରେ ଆମେ ତାଙ୍କ ସହ ରହିବୁ ବୋଲି ମୁଁ ତାଙ୍କୁ ପ୍ରତିଶ୍ରୁତି ଦେଇଛି ।

ପ୍ରଧାନମନ୍ତ୍ରୀ ମୋଦୀ ସୋସିଆଲ ମିଡିଆ ସାଇଟ ଏକ୍ସରେ ଟ୍ୱିଟ୍ କରି ଲେଖିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନେତନ୍ୟାହୁ ଫୋନ୍ କରି ମୋତେ ଇସ୍ରାଏଲର ସ୍ଥିତି ସମ୍ବନ୍ଧରେ ଅବଗତ କରାଇଥିବାରୁ ମୁଁ ତାଙ୍କୁ ଧନ୍ୟବାଦ ଜଣାଉଛି । ଭାରତବାସୀ ଏହି କଠିନ ସମୟରେ ଇସ୍ରାଏଲ ସହ ଛିଡ଼ା ହୋଇଛନ୍ତି । ଭାରତ ଆତଙ୍କବାଦକୁ କଡ଼ା ଭାବେ ନିନ୍ଦା କରୁଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button