ଦେଶ ବିଦେଶ

ଗର୍ଭାବସ୍ତାରେ ମହିଳା ମାନେ ପଇଡ ପାଣି ପିଇବା ଉଚିତ ନା ଅନୁଚିତ !

ବନ୍ଧୁଗଣ ମହିଳା ପ୍ରେଗନେଣ୍ଟ ଥିବା ସମୟରେ ଗର୍ଭବତୀ ମା’ କ’ଣ ଖାଇବେ ଓ କ’ଣ ଖାଇବେ ନାହିଁ ? ଏହି ସବୁ କଥାକୁ ଅଧିକ ପ୍ରାଧାନ୍ୟ ଦିଆଯାଇଥାଏ । ଯେମିତି ଗର୍ଭବତୀ ମହିଳା ପଇଡ ପାଣି ପିଇପାରିବେ କି ନାହିଁ ? ଏହି ଉପରେ ଅନେକ ଲୋକଙ୍କର ଦ୍ଵନ୍ଦ ରହିଥାଏ । ତେବେ ଗର୍ଭବତୀ ମହିଳା ପଇଡ ପାଣି ପିଇବା ଦ୍ଵାରା ତାଙ୍କ ସ୍ଵାସ୍ଥକୁ କଣ ସବୁ ଫାଇଦା ମିଳିଥାଏ ? ଡକ୍ଟର ସୁପ୍ରିୟା ପୁରାନିକ କ’ଣ କହୁଛନ୍ତି ଜାଣନ୍ତୁ ।

କିଛି ଲୋକଙ୍କ କହିବା ଅନୁଯାଇ ଗର୍ଭବତୀ ମହିଳାଙ୍କୁ ପଇଡ ପଇଡ ପାଣି ପିଇବା ଉଚିତ ନୁହେଁ । ନଚେତ ଏହା ଉଭୟ ଗର୍ଭବତୀ ମା’ ଓ ଗର୍ଭସ୍ଥ ସନ୍ତାନ ଉପରେ ଏହାର ଖରାପ ପ୍ରଭାବ ପଡିଥାଏ । ହେଲେ ଅନେକଙ୍କ ମତରେ ପଇଡ ପାଣି ଗର୍ଭବତୀ ମହିଳାଙ୍କ ପାଇଁ ବହୁତ ସ୍ଵାସ୍ଥକର ହୋଇଥାଏ । ତେଣୁ ପଇଡ ପାଣି ପ୍ରେଗନେଣ୍ଟ ଥିବା ମହିଳା ସେବନ କରିପାରିବେ । ତେବେ ଡକ୍ଟରଙ୍କ କହିବା ମୁତାବକ ଅନେକ ଲୋକ କୁହନ୍ତି ।

ଯେ ପଇଡ ପାଣି ପିଇବା ଦ୍ଵାରା ଶରୀରରେ ଏସିଡିଟି ହୋଇଥାଏ । ଛାତି ଓ ପେଟରେ ଜଲ୍ଵନ ହୋଇଥାଏ । ପଇଡ ପାଣି ପିଇବା ଦ୍ଵାରା ଗର୍ଭବତୀ ମହିଳାଙ୍କର ଆବୋରସନ ମଧ୍ୟ ହୋଇଯାଇଥାଏ ବୋଲି କିଛି ଲୋକ କହିଥାନ୍ତି । ବା ଜଲ୍ଦି ଡେଲିଭରୀ ହୋଇଯାଇଥାଏ । ହେଲେ ଏ ସବୁ କଥା ଭ୍ରମ ଅଟେ ।

ତେବେ ପଇଡ ପାଣି ବହୁତ ଭଲ ସ୍ଵାସ୍ଥକର ଖାଦ୍ୟ ପଦାର୍ଥ ହୋଇଥାଏ । ତେଣୁ ଗର୍ଭବତୀ ମହିଳା ଏହାକୁ ସେବନ କରିପାରିବେ। ଏହା ଦ୍ଵାରା ତାଙ୍କ ସ୍ଵାସ୍ଥ ଉପରେ କି ତାଙ୍କ ଗର୍ଭସ୍ଥ ସନ୍ତାନ ଉପରେ କିଛି ବି କ୍ଷତି ହୋଇନଥାଏ । କାରଣ ଏଥିରେ ସୋଡିୟମ, ପୋଟାସିୟମ, ମ୍ୟାଗନେସିୟମ, ଭିଟାମିନ ଓ ମିନାରାଲ ଭଳି ଅନେନ ପୋଷକ ତତ୍ଵ ରହିଥାଏ  କାରଣ ପ୍ରେଗନେଣ୍ଟ ମହିଳାଙ୍କୁ ପାଣି ପିଇବାକୁ ବହୁ ସମୟରେ ଇଛା ହୋଇନଥାଏ ।

ପଇଡରେ ପାଣିର ମାତ୍ରା ଅଧିକ ଥିବାରୁ ଏହାର ସେବନ ଦ୍ଵାରା ଶରୀର ହାଇଡ୍ରେଟ ହୋଇ ରହିଥାଏ । ବଡି ହାଇଡ୍ରେଟ ହୋଇ ରହିବା ସହ ଶରୀରରେ ଅନେକ ସ୍ଵାସ୍ଥକର ଫାଇଦା ମଧ୍ୟ ହୋଇଥାଏ । ତେଣୁ ସପ୍ତାହକୁ 2 ରୁ 3 ଥର ପଇଡ ପାଣି ପିଇପାରିବେ । ଏହା ପ୍ରେଗନେଣ୍ଟ ଲେଡିଙ୍କ ପାଇଁ ବହୁତ ଭଲ ଡ୍ରିଂକ ହୋଇଥାଏ । ଯାହା ଦ୍ଵାରା ତାଙ୍କ ବଡିରେ ରକ୍ତ ସଂଚାଳନ ଠିକ ହୋଇଥାଏ, କିଡନୀ ସୁସ୍ଥ ରହିଥାଏ, ଓଜନ ମଧ୍ୟ ଅତ୍ୟଧିକ ମାତ୍ରାରେ ବଢିଯାଇନଥାଏ ।

ଏହାକୁ ସକାଳ 10 ରୁ 12 ଟା ମଧ୍ୟରେ ପିଇବାର ସବୁଠୁ ଭଲ ସମୟ ହୋଇଥାଏ । ପୋଷ୍ଟଟି କିପରି ଲାଗିଲା ? ଆପଣଙ୍କର ମତାମତ ଆମକୁ କମେଣ୍ଟ କରିକି ଜଣାନ୍ତୁ । ଏଥିସହ ପୋଷ୍ଟଟି ଭଲ ଲାଗିଥିଲେ । ଆମ ପେଜକୁ ଲାଇକ୍ ଓ ଶେୟାର କରନ୍ତୁ । ଧନ୍ୟବାଦ

Related Articles

Leave a Reply

Your email address will not be published. Required fields are marked *

Back to top button