ଦେଶ ବିଦେଶ

ପୁରୁଷ ତୀରନ୍ଦାଜୀ ଟିମକୁ ମିଳିଲା ସ୍ୱର୍ଣ୍ଣ – bajravana

[ad_1]

ନୂଆଦିଲ୍ଲୀ: ଏସିଆନ ଗେମ୍ସ ୨୦୨୩ରେ ଭାରତକୁ ୨୧ତମ ସ୍ୱର୍ଣ୍ଣ ପଦକ ମିଳିଛି । ତୀରନ୍ଦାଜୀରେ ଭାରତର ପୁରୁଷ ଟିମ୍ ସାଉଥ କୋରିଆକୁ ହରାଇ ପଦକ ଜିତିଛି । ଭାରତ ପାଇଁ ଅଭିଷେକ, ଓଜସ ଓ ପ୍ରଥମେଶ ଜବରଦସ୍ତ ପ୍ରଦର୍ଶନ କରିଥିଲେ ।

ସୂଚନାଯୋଗ୍ୟ, ଭାରତ ଆଜିର ଦିନରେ ୩ଟି ସ୍ୱର୍ଣ୍ଣ ପଦକ ଜିତିଛି । ତୀରନ୍ଦାଜୀ ପୁରୁଷ ଟିମ ବ୍ୟତୀତ ସ୍କ୍ୱାଶ ମିକ୍ସଡ ଡବଲ ଓ ମହିଳା ତୀରନ୍ଦାଜୀ ଟିମ୍ ସ୍ୱର୍ଣ୍ଣ ଜିତିବାରେ ସଫଳ ହୋଇଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button