ସ୍ୱାସ୍ଥ୍ୟ
ଆର୍ଥିକ ସମସ୍ୟା ଦୂର କରେ ତମ୍ବା କଳସ – bajravana
[ad_1]
ଅନେକ ଲୋକେ କଠିନ ପରିଶ୍ରମ କରିବା ପରେ ମଧ୍ୟ ଟଙ୍କା ସଞ୍ଚୟ କରି ରଖିପାରି ନଥାଆନ୍ତି। ଆର୍ଥିକ ଅଭାବ ସହ ଅଯଥାରେ ଟଙ୍କା ଖର୍ଚ୍ଚ ହୋଇଥାଏ। ଫଳରେ ଆର୍ଥିକ ସମସ୍ୟା ଲାଗି ରହିଥାଏ। କିଛି ସରଳ ଜ୍ୟୋତିଷ ଉପାୟ ଆପଣାଇବା ଦ୍ୱାରା ଆର୍ଥିକ ସମସ୍ୟା ଦୂର ହେବା ସହ ଜୀବନରେ ଥିବା ଅନେକ ସମସ୍ୟାର ସମାଧାନ ହୋଇଥାଏ।
*ଶୋଇବା ସମୟରେ ଏକ ତମ୍ବା କଳସରେ ପାଣି ଭର୍ତ୍ତି କରି ଏହାକୁ ମୁଣ୍ଡ ଉପରକୁ ରଖି ଶୋଇବା ଦ୍ୱାରା ନକରାତ୍ମକ ଶକ୍ତି ଦୂର ହୋଇଥାଏ।
*କାମରେ ବାରମ୍ବାର ଅସଫଳତା ମିଳୁଥିଲେ, ତମ୍ବା କଳସରେ ପାଣି ଭର୍ତ୍ତି କରି ଏଥିରେ ସାମାନ୍ୟ ସିନ୍ଦୂର ପକାନ୍ତୁ। ଏହାକୁ ତୁଳସୀଙ୍କ ନିକଟରେ ସମର୍ପଣ କରନ୍ତୁ।
*ତମ୍ବା କଳସରେ ଜଳ ଭର୍ତ୍ତି କରି ଏହାକୁ ସୂର୍ଯ୍ୟଦେବଙ୍କୁ ଅର୍ପଣ କରିବା ଦ୍ୱାରା ଆର୍ଥିକ ସମସ୍ୟା ଦୂର ହୋଇଥାଏ। ଏହି ଜଳରେ ଚାଉଳ,ସିନ୍ଦୂର ମଧ୍ୟ ମିଶାଇ ଅର୍ପଣ କରନ୍ତୁ।
ଏପରି ନିୟମିତ କରିବା ଦ୍ୱାରା ଜାତକରେ ଥିବା ବିଭିନ୍ନ ଦୋଷ ଦୂର ହୋଇଥାଏ।
[ad_2]