ଦେଶ ବିଦେଶ

ଜମ୍ମୁ-କଶ୍ମୀରର ଅନନ୍ତନାଗରେ ଆତଙ୍କବାଦୀ ଆକ୍ରମଣ: କର୍ଣ୍ଣେଲ, ମେଜର ଓ ଡିଏସପି ସହିଦ – bajravana

[ad_1]

ଜମ୍ମୁ-କଶ୍ମୀର: ଜମ୍ମୁ-କଶ୍ମୀରର ଅନନ୍ତନାଗରେ ଆତଙ୍କବାଦୀଙ୍କ ଏନକାଉଣ୍ଟରରେ ସେନା କର୍ଣ୍ଣେଲ, ମେଜର ଓ ଡିଏସପି ସହିଦ ହୋଇଛନ୍ତି । ଏନେଇ ଭାରତୀୟ ସେନା ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ପୁଲିସର ଜଣେ ଅଧିକାରୀ କହିଛନ୍ତି ଯେ, ଗାଡୋଲେ ଅଞ୍ଚଳରେ ଲୁଚି ରହିଥିବା ଆତଙ୍କବାଦୀ ଓ ସୁରକ୍ଷାବଳ ମଧ୍ୟରେ ଲଗାତାର ସଂଘର୍ଷ ଜାରି ରହିଛି । ରାଜୋରୀରେ ବୁଧବାର ସଂଘର୍ଷ ମଧ୍ୟରେ ସୁରକ୍ଷାବଳ ଜଣେ ଆତଙ୍କବାଦୀଙ୍କୁ ମାରିଥିଲା । ଏହାଦ୍ୱାରା ରାଜୋରୀ ଜିଲ୍ଲାର ସୁଦୂରବର୍ତ୍ତୀ ନାରଲା ଗାଁରେ ୩ ଦିନ ଧରି ଜାରି ରହିଥିବା ଆକ୍ରମଣରେ ଆତଙ୍କବାଦୀଙ୍କ ସଂଖ୍ୟା ବଢ଼ି ୩ ହୋଇଯାଇଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button