ଓଡିଶା

ମହାକାଳ ଦରବାରରେ ମୁଖ୍ୟମନ୍ତ୍ରୀ ଯୋଗୀ – bajravana

[ad_1]

ମଧ୍ୟପ୍ରଦେଶ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଧାର୍ମିକ ନଗରୀ ଉଜ୍ଜେନ ପହଞ୍ଚି ମହାକାଳ ମନ୍ଦିରରେ ଦର୍ଶନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀ ଶିବାଜୀ ମହାରାଜଙ୍କ ରାଜାଭିଷେକର ୩୫୦ତମ ବାର୍ଷିକ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ମହାକାଳଙ୍କ ପୂଜାର୍ଚ୍ଚନା କରିବା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଭର୍ତ୍ତୃହରି ଗୁମ୍ଫା ପହଞ୍ଚିଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button