ଦେଶ ବିଦେଶ

ସମୁଦ୍ରରୁ ଧରାହେଲା ୯ଟି ଦାମୀ ମାଛ – bajravana

[ad_1]

ନୂଆଦିଲ୍ଲୀ, ୩୧/୦୮ : ପଶ୍ଚିମବଙ୍ଗ ଦୀଘା ସମୁଦ୍ରରେ ଧରାପଡ଼ିଲା ଲକ୍ଷାଧିକ ଟଙ୍କାର ତେଲିଆ ଭୋଲା ମାଛ । ମାଛର ଓଜନ ପ୍ରାୟ ୨୫ରୁ ୩୦ କିଲୋଗ୍ରାମ ହେବ । ଏହି ମାଛକୁ ମତ୍ସ୍ୟଜୀବୀ ଦୀଘା ଏଷ୍ଟୁରିଆକୁ ଆଣି ବିକ୍ରି କରିଛନ୍ତି । ଏହି ମାଛର ବଜାର ମୂଲ୍ୟ କେଜି ପିଛା ୩ହଜାରରୁ ଉର୍ଦ୍ଧ ରହିଛି । ଗଭୀର ସମୁଦ୍ରରେ ଏହି ମାଛ ଧରାପଡିଥିବା କହିଛନ୍ତି ମତ୍ସ୍ୟଜୀବୀ । ଏହି ମାଛ ଔଷଧ ପ୍ରସ୍ତୁତିରେ ବ୍ୟବହାର ହେଉଥିବା କହିଛନ୍ତି ସ୍ଥାନୀୟ ଲୋକେ । ପୂର୍ବରୁ ମଧ୍ୟ ଏହି ଭୋଲା ମାଛ ଦୀଘା ମାଛ ବଜାରରେ ବିକ୍ରି ହୋଇଥିଲା ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button