ଦେଶ ବିଦେଶ

ଆଜି ଘୋଷିତ ହେବ ଚଳିତ ବର୍ଷର ପ୍ରଥମ ଆର୍ଥିକ ନୀତି – bajravana

[ad_1]

ନୂଆଦିଲ୍ଲୀ, ୦୫/୪ : ଆଜି ଘୋଷିତ ହେବ ଚଳିତ ବର୍ଷର ପ୍ରଥମ ଆର୍ଥିକ ନୀତି । ଭାରତୀୟ ରିଜର୍ଭ ବ୍ୟାଙ୍କର ଆର୍ଥିକ ନୀତି କମିଟି ବା ଏମପିସି ବୈଠକର ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେବେ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ରେପୋ ରେଟ୍ ହ୍ରାସ ପାଇଲେ ଏଫଡି ସୁଧହାର ହ୍ରାସ ପାଇଥାଏ। ଗତବର୍ଷ ଫେବୃଆରୀରୁ ଆରବିଆଇ ରେପୋ ରେଟକୁ ୬ ଦଶମିକ ୫ରେ ରଖିଛନ୍ତି ଅପରିବର୍ତ୍ତିତ। ଭାରତର ଖୁଚୁରା ମୁଦ୍ରାସ୍ଫୀତି ହାର ୨ରୁ ୬ ପ୍ରତିଶତରେ ସୀମିତ ରଖିବା ଲାଗି ରିଜର୍ଭ ବ୍ଯାଙ୍କ ଏହି ପଦକ୍ଷେପ ନେଇ ଆସଛନ୍ତି। ଏମପିସି ବୈଠକ ନେଇ ଗତ ଏପ୍ରିଲ ୩ ତାରିଖରୁ ବୈଠକ ବସିଥିଲା। ଚଳିତ ବର୍ଷ ଏପ୍ରିଲ ୩ରେ ଏମପିସି ବୈଠକ ବସିଥିବାବଳେ ଆସନ୍ତା ଜୁନ ୫ରୁ ୭, ଅଗଷ୍ଟ ୬ରୁ ୯, ଅକ୍ଟୋବର ୭ରୁ ୯, ଡିସେମ୍ବର ୪ରୁ ୬ ଏମପିସି ବୈଠକ ବସିବ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button