ଦେଶ ବିଦେଶ
ଜ୍ୟୋତି ମୌର୍ଯ୍ୟା ଓ ଆଲୋକ ମୌର୍ଯ୍ୟା ମଧ୍ୟରେ ହେଲା ବୁଝାମଣା – bajravana
[ad_1]
ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ପିସିଏସ ଅଫିସର ଜ୍ୟୋତି ମୌର୍ଯ୍ୟା ଓ ତାଙ୍କ ସ୍ୱାମୀ ଆଲୋକ ମୌର୍ଯ୍ୟା ସହ ଜଡ଼ିତ ବିବାଦ ନୂଆ ମୋଡ଼ ନେଇଛି । ଜ୍ୟୋତି ଓ ଆଲୋକଙ୍କ ମଧ୍ୟରେ ବୁଝାମଣା ହୋଇଯାଇଛି । ବୁଝାମଣା ପରେ ଯାଞ୍ଚ କମିଟି ସାମ୍ନାରେ ଆଲୋକ ହାଜର ହୋଇ ପାଖାପାଖି ଅଧ ଘଣ୍ଟାଏ ରହିଥିଲେ । ଆଲୋକ ଯାଞ୍ଚ କମିଟିକୁ ଲିଖିତ ପ୍ରାର୍ଥନା ପତ୍ର ଦେଇ ଅଭିଯୋଗ ଫେରାଇ ନେଇଛନ୍ତି । ବୁଝି ବିଚାରି ଅଭିଯୋଗ ପ୍ରତ୍ୟାହାର କରିଛି ବୋଲି ଆଲୋକ କହିଛନ୍ତି ।
ସୂତ୍ର ଅନୁସାରେ, ୟୁପିର କିଛି ବ୍ୟୁରୋକାଟ୍ସ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବୁଝାମଣା କରିଛନ୍ତି । ଆଲୋକଙ୍କ ପରେ ଏସଡିଏମ ଜ୍ୟୋତି ମଧ୍ୟ ଥାନାରେ କରିଥିବା ଅଭିଯୋଗ ପ୍ରତ୍ୟାହାର କରିପାରନ୍ତି ।
[ad_2]