ଅପରାଧ
ଜାଲ୍ ନୋଟ୍ କାରବାର : ଦୁଇ ଗିରଫ – bajravana
[ad_1]
ଭୁବନେଶ୍ୱର, ୨୬/୦୮ : ବାଲେଶ୍ୱର ଜିଲ୍ଲା ନୀଳଗିରିରେ ଜାଲ୍ ନୋଟ୍ କାରବାରର ପର୍ଦ୍ଦାଫାଶ । ନୀଳଗିରିରେ ଜାଲ୍ ନୋଟ୍ କାରବାରରେ ଦୁଇ ଅଭିଯୁକ୍ତକୁ ଗିରଫ କରିଛି ନୀଳଗିରି ପୋଲିସ । ୩୨ ହଜାର ୭ ଶହ ଟଙ୍କାର ଜାଲ୍ ନୋଟ୍ ଜବତ ହୋଇଛି । ଏ ନେଇ ସାମ୍ବାଦିକ ସମ୍ମିଳନୀ ଜରିଆରେ ବାଲେଶ୍ଵର ଏସପି ସୂଚନା ଦେଇଛନ୍ତି । ମୁଖ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ଜାଲ ବିଛାଇଥିଲା ପୋଲିସ । ଗିରଫ ଅଭିଯୁକ୍ତ ହେଲେ ସନ୍ତରାଗଡ଼ିଆ ଅଞ୍ଚଳର ପୂର୍ଣ୍ଣଚନ୍ଦ୍ର ନାୟକ ଓ ଖଇରା ଥାନା ସାହରପୁର ଅଞ୍ଚଳର ବୀଣାପାଣି ମୁଖି । ଅଭିଯୁକ୍ତଙ୍କ ଠାରୁ ୩୨ ହଜାର ୭ ଶହ ଟଙ୍କାର ଜାଲ୍ ନୋଟ୍ ଜବତ ହୋଇଛି ।
[ad_2]