ଦେଶ ବିଦେଶ

ପୁଣି ବାଦଲଫଟା ବର୍ଷା : ୨୪ ଘଣ୍ଟାରେ ଗଲା ୧୧ ଜୀବନ – bajravana

[ad_1]

ନୂଆଦିଲ୍ଲୀ, ୨୪/୦୮ : ହିମାଚଳପ୍ରଦେଶରେ ପୁଣି ବର୍ଷାର କରାଳ ରୂପ । ଏହି ବର୍ଷ ଏଠାରେ ଜୁନରେ ମୌସୁମୀ ପହଞ୍ଚିବା ପରେ ଅନେକ ଥର ବାଦଲଫଟା ବର୍ଷା ହେବା ଯୋଗୁଁ ପାଖାପାଖି ୩୬୦ଜଣଙ୍କର ମୃତ୍ୟୁ ହେବା ସହ ହଜାର ହଜାର ଘର ନିଶ୍ଚିହ୍ନ ହୋଇଯାଇଛି । ଲୋକେ ବାସହରା ହୋଇପଡିଛନ୍ତି । ଅଦୀ ଦୟନୀୟ ଭାବେ ଲୋକେ ପ୍ରାଣ ହରାଇଛନ୍ତି । ପୁଣି ବର୍ଷ ଯୋଗୁଁ ଗତ ୨୪ ଘଣ୍ଟାରେ ରାଜ୍ୟରେ ଯାଇଛି ୧୧ ଜୀବନ । ମୃତକଙ୍କ ମଧ୍ୟରେ ୨ ଶିଶୁ ଥିବା ଜଣାପଡିଛି । ଏହାସହ ୫ଟି ଜାତୀୟ ରାଜପଥ ସହ ୭୦୯ ରାସ୍ତା ବନ୍ଦ ରହିଛି । ସିମଲାରେ ଭୀଷଣ ଭୂସ୍ଖଳନ ହୋଇଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button