ଦେଶ ବିଦେଶ

ବି ଜେ ପି ଅର୍ଥ ବ୍ରେକ ଜନତା ପ୍ରମିଜ (ଲୋକଙ୍କୁ ଦେଇଥିବା ପ୍ରତିଶୃତି ଭାଙ୍ଗିବା )- ନାଇଡୁ

ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରାବାବୁ ନାଇଡୁ କହିଲେ ବି ଏଜ ପି ଅର୍ଥ ବ୍ରେକ ଜନତା ପ୍ରମିଜ (ଲୋକଙ୍କୁ ଦେଇଥିବା ପ୍ରତିଶୃତି ଭାଙ୍ଗିବା ) | ଆନ୍ଧ୍ର କୁ ସ୍ୱତନ୍ତ୍ର ପହିୟା ରାଜ୍ୟ କରିବାକୁ ଦେଇଥିବା ପ୍ରତିଶୃତି କୁ ଶେଷରେ ରକ୍ଷା ନକରିବାରୁ ଟି ଡ଼ି ପି , ଏନ ଡ଼ି ଏ ରୁ ବାଧ୍ୟହୋଇ ଓହରି ଯାଇଛି ବୋଲି ଟି ଡ଼ି ପି ନେତୃତ୍ୱ ମାନେ କହିଛନ୍ତି , ଆହୁରି ମଧ୍ୟ କହିଛନ୍ତି ଯେ , ଆମ ସ୍ୱାର୍ଥ ପ୍ରଥମ ନୁହଁ ଆମ ରାଜ୍ୟର ସ୍ୱାର୍ଥ ପ୍ରଥମ , ରାଜ୍ୟର ସ୍ୱାର୍ଥ କୁ ଯେଉଁ ଦଳ ନଷ୍ଟ କରିବ ସେ ଦଳ ସହିତ ରହିଲେ ରାଜ୍ୟବାସୀ ଆମକୁ କ୍ଷମା ଦେବେ ନାହିଁ | ଏହି କଥା ଟି ଡ଼ି ପି ନେତୃତ୍ୱ ମାନେ ଏକ ସାମ୍ବାଦିକ ସମ୍ମିଳନୀ ରେ ପ୍ରକାଶ କରିଛନ୍ତି |

Related Articles

Leave a Reply

Your email address will not be published. Required fields are marked *

Back to top button