ନୂଆ ଆଲୋକ

ମା ଝିଅର ଉଠାଇଲା ଏକ ଫଟୋ, କିନ୍ତୁ ୧ ସେକେଣ୍ଡ ପରେ ଫଟୋ ଦେଖି ଡରିଯାଇ ଜୋରରେ ଚିଲେଇବାକୁ ଲାଗିଲା

ସ୍କୁଲ ର ନୂଆ ଶ୍ରେଣୀରେ ବର୍ଷର ପ୍ରଥମ ଦିନ ସବୁ ପିଲାମାନଙ୍କ ପାଇଁ ଗୋଟିଏ କାରଖାନାର ପଥର ସଦୃଶ ହୋଇଥାଏ। ବୃକ୍ ର ମାଆ ଲରେନ୍ ବର୍ଷର ଏହି ଦିନରେ ଫଟୋ ନିଶ୍ଚିତ ଉଠାଇ ଥାନ୍ତି । କାହିଁକିନା ତାକୁ ମନେ ରହିବା ଦରକାର କି ସେ କିପରି ଧୀରେ ଧୀରେ ବଡ ହୋଇଥିଲା । କିନ୍ତୁ ଯେତେବେଳେ ଏହି ବର୍ଷ ସେ ଫଟୋ ଉଠାଇଥିଲେ କି ତାଙ୍କୁ ଏହାର ବିଲକୁଲ ବି ଧାରଣା ନଥିଲା ଯେ ଏହି ଫଟୋ ଦୁନିଆ ସାରା ଭାଇରାଲ୍ ହୋଇଯିବ ଓ ଏହା ପଛରେ ଏକ କାରଣ ମଧ୍ୟା ଅଛି ।

ବୃକ୍ ଓ ତାର ମାଆ ବାପା କମ ଦିନ ମଧ୍ୟରେ ଆମେରିକା ସହର ରେ ଅର୍ବାନ ର ଏକ ଶାନ୍ତ ଇଲାକାରେ ଶିଫ୍ଟ ହୋଇଥିଲେ। ଏହା ପୂର୍ବରୁ ସେ ଆମେରିକାର ସହର ଭିତରେ ଏକ ଲକ୍ଜରୀ ଆପାର୍ଟମେଣ୍ଟ ରେ ରହୁଥିଲେ । କିନ୍ତୁ ଏବେ ସେ ସହରରୁ ବାହାରି ଗୋଟିଏ ବଡ ଘରକୁ ଆସିଥିଲେ ଯେଉଁଠି ଏକ ବଡ ବଗିଚା ଥିଲା। ଏହା ପୂର୍ବରୁ ବୃକ୍ ପ୍ରତି ବର୍ଷ ବ୍ୟାକ୍ ଟୁ ସ୍କୁଲ ଫଟୋ ଆପାର୍ଟମେଣ୍ଟର ରୁମ ଭିତରେ ଉଠାଉଥିଲେ କିନ୍ତୁ ଏ ବର୍ଷ ସେ ବଗିଚାରେ ପୋଜ ଦେଇ ଫଟୋ ଉଠାଇବାକୁ ଚାହୁଁଥିଲେ।

ବୃକ୍ ଏକ ଅର୍ବାନ ର ଜୁନିଅର ହାଇସ୍କୁଲ ରେ ପଢ଼େ ଓ ପାଠ ପଢ଼ାରେ ସେ ସର୍ବଦା ଆଗରେ ଥାଏ । ତାଙ୍କୁ ସ୍କୁଲରେ ଗୋଟିଏ ମେଧାବୀ ଛାତ୍ରୀ ହିସାବରେ ମାନନ୍ତି । ସେ ବହୁତ ମେଳାପି ଅଟେ ଓ ସ୍କୁଲରେ ତହାର ବହୁତ ସାଙ୍ଗସାଥି ଅଛନ୍ତି। ଏହି କାରଣରୁ ଅଜବ ଲଗିଲା କି ବର୍ଷର ପ୍ରଥମ ଦିନରେ ସେ ବସୁଥିବା ଚୌକି ଖାଲିପଡ଼ିଛି ।

ସାଧାରଣତଃ ବୃକ୍ ଶ୍ରେଣୀରେ ସର୍ବପ୍ରଥମେ ପହଂଚି ଥାଏ। ଏଥିପାଇଁ ଯେତେବେଳ ବୃକ୍ ର ପ୍ରିୟ ସାଙ୍ଗ ଡରି ଯାଇ କ୍ଲାସରେ ପହଞ୍ଚିଲା ସମସ୍ତେ ବୁଝିଗଲେ କି କିଛି ଗଡ୍ବଡ ଅଛି । ସେ ବଡ ପାଟିରେ ଚିତ୍କାର କରି କହିଲା କି ସମସ୍ତେ ଇନଷ୍ଟାଗ୍ରାମ ଦେଖ କି ବୃକ୍ ଏକ ନୂଆ ଫଟୋ ପୋଷ୍ଟ କରିଛି । ଦେଖିଲେ ବିଶ୍ଵାସ ହେବ ନାହିଁ । ବୃକ ଏମିତି ଏକ ଫଟୋ କୁ ଇନଷ୍ଟାଗ୍ରାମ ପୋଷ୍ଟ କରିଛି କି ସମସ୍ତେ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ଏହି ଫଟୋ ରେ ଏମିତି କିଛି ଦେଖାଗଲା କି ଏହାକୁ ଦେଖିଥିବା ଅଧିକ ଲୋକ ଘାବରେଇ ଯିବେ।

ଲରେନ୍ ଯେତେବେଳ ଫଟୋ ଉଠାଇବାକୁ ଯାଇଥିଲେ ତାଙ୍କର କ୍ୟାମେରାରେ ଲେନ୍ସ ରୁ ନଜର ହଟିବା ପରେ କିଛି ହଲିବାକୁ ଲଗିଲା ଏହାକୁ ଦେଖି ସେ ଡରି ଯାଇଥିଲେ। ବ୍ରୁକ ଓ ଲରେନ ଫଟୋଗ୍ରାଫି ସମୟରେ ଧ୍ୟାନ ଦେଇ ନଥିଲେ କି ବ୍ରୁକ ଯେଉଁ ଗଛ ପାଖରେ ଠିଆ ହୋଇଥିଲା ସେଥିରେ ଗୋଟିଏ ବଡ ସାପ ଓହଳି ଥିଲା । କିଛି ଫଟୋ ଉଠାଇବା ପରେ ହିଁ ଲରେନ ର ନଜର ସେହି ସାପ ଉପରେ ପଡିଲା ଓ ସେ ବହୁତ ଡରିଗଲେ ଓ ଚିଲେଇ କରି କହିଲେ କି ବ୍ରୁକ ତୁରନ୍ତ ମୋ ପାଖକୁ ପଳେଇ ଆସ ।

ଗଛରେ ଯେଉଁ ସାପ ଓହଳି ଥିଲା ତାହା ଏକ ରାଟଲସ୍ନେକ ଥିଲା ଓ ଯିଏ ବହୁତ ଭୟାନକ ହୋଇଥାଏ । କିଛି ସମୟ ମଧ୍ୟରେ ବ୍ରୁକ କୁ ସାପ କାମୁଡି ଥାଆନ୍ତା କାରଣ ଯଦି ଆପଣ ଭଲ ଭାବେ ଦେଖିବେ ତେବେ ଜାଣିବେ କି ସାପ ବ୍ରୁକ କୁ ଚାହିଁଥିଲା ।

Pratap Prusty

Related Articles

Leave a Reply

Your email address will not be published. Required fields are marked *

Back to top button