ନୂଆ ଆଲୋକ

ଏଠାରେ ରାତିରେ ଝିଅମାନଙ୍କୁ ନଗ୍ନ କରି ପଠାଯାଏ ବାହାରକୁ, କାରଣ ଜାଣିଲେ ଆପଣଙ୍କ ହୋସ ଉଡିଯିବ

ଦେଶ ଯାଇ ଚାନ୍ଦରେ ପହଞ୍ଚି ଯାଉ ନା କାହିଁକି , କିନ୍ତୁ ଲୋକଙ୍କ ଭିତରେ ପୁରୁଣା ଚିନ୍ତାଧାରା ଆଜି ପର୍ଯ୍ୟନ୍ତ ରହିଛି । ଆଜ୍ଞା ହଁ ଦେଶର କୋଣ ଅନୁକୋଣରେ କେତେକ ଅନ୍ଧବିଶ୍ୱାସ ଆଜି ବି ରହିଛି । ଯେଉଁ କାରଣରୁ ଲୋକେ କଣ କଣ କରୁଛନ୍ତି, ତା’ର ଅନ୍ଦାଜ ବି ଆମକୁ ନାହିଁ । ଆଜି ଆମେ ଆପଣଙ୍କୁ ଏମିତି ହିଁ ଗୋଟେ ଅନ୍ଧବିଶ୍ବାସ ବିଷୟରେ ଜଣେଇବାକୁ ଯାଉଛୁ । ଯେଉଁଥିରେ ମା ବାପା ନିଜେ ହିଁ ନିଜ ଝିଅଙ୍କୁ ବିନା କପଡ଼ାରେ ଘରୁ ବାହାରକୁ ଯିବାପାଇଁ କହିଥାନ୍ତି , ଏହା ପଛର କାରଣ କଣ ଅଛି ? ଚାଳନ୍ତୁ ଜାଣିବା ।

 

ପ୍ରକୃତରେ , ବିହାରର ଏକ ଗାଁରେ ଯଦି ବର୍ଷା ହୁଏ ନାହିଁ ମାନେ ଯଦି ଶୁଖିଲା ପଡି ଯାଏ ସେଥିପାଇଁ ଲୋକେ ଅଜବ ଗଜବ ଉପାୟ ଆପଣେଇ ଥାଆନ୍ତି । ଭାରତ ସାରା ଦୁନିଆରେ ଚାଷ ପାଇଁ ଫେମସ ଅଟେ , କିନ୍ତୁ ଏଠିକାର କ୍ଷେତ ପୁରା ପୁରୀ ପ୍ରକୃତି ଉପରେ ନିର୍ଭର କରିଥାଏ । ଏମିତିରେ ଯଦି ବର୍ଷା ବେଶି ବା କମ୍ ଆସେ ତେବେ ଚାଷ ଉପରେ ଏହାର ପ୍ରଭାବ ପଡ଼େ, ଏମିତିରେ ଫସଲ ସହିତ କୃଷକଙ୍କୁ ଦି ବେଳାର ଖାଇବା ପାଇଁ କଷ୍ଟ କରିବାକୁ ପଡ଼ିଥାଏ ।

ଏଥି ପାଇଁ ଲୋକମାନେ କେତେକ ପ୍ରକାର ଉପାୟ ଆପେଣେଇ ଥାଆନ୍ତି , ଏହା ପରେ ଯଦି ଏଥିରୁ ମୁକ୍ତି ମିଳେ ନାହିଁ ତେବେ କେହି ନା କେହି ଅନ୍ଧବିଶ୍ୱାସର ଶିକାର ହେଇଥାଏ । ଯାହା ଦେଖିବାକୁ ଗଲେ ଉଚିତ ନୁହେଁ । ତେବେ ଆମେ ଆପଣଙ୍କୁ ଏହି ରାଜ୍ୟ ବିଷୟରେ କହିବାକୁ ଯାଉଛୁ , ଯେଉଁଠି ରାତିରେ ବିନା କପଡ଼ାରେ ଘରୁ ବାହାରକୁ ଯିବା ପାଇଁ ଝିଅମାନଙ୍କୁ ବାଧ୍ୟ କର ଯାଇଥାଏ ।

ଝିଅମାନଙ୍କୁ ପଠା ଯାଇଥାଏ ନିର୍ଵସ୍ତ୍ର ହୋଇ କ୍ଷେତକୁ

ଆଜ୍ଞା ହଁ ,ଦେଶର ଦ୍ୱିତୀୟ ସବୁଠୁ ବଡ଼ ରାଜ୍ୟ ମାନେ ବିହାରର ଗୋଟେ ଗାଁରେ ଆଜି ମଧ୍ୟ ମାନ୍ୟତା ଅଛି କି ଯଦି ଝିଅମାନଙ୍କୁ ବିନା କପଡ଼ାରେ ପଠାଯାଏ ତେବେ ଠାକୁର ରାଗନ୍ତି ନାହିଁ । ଏଠି ବହୁ ବର୍ଷରୁ ଏହି ପରମ୍ପରା ରହିଛି କି ଯଦି ବିଲ ଶୁଖିଯାଏ ତେବେ ରାତିରେ ମାନେ ସୂର୍ଯ୍ୟ ଗଲାପରେ ଝିଅମାନଙ୍କୁ ବିନା କପଡ଼ାରେ ବାହାରକୁ ପଠାଯାଇଥାଏ , ଯେଉଁଥି ପାଇଁ ଠାକୁର ଖୁସି ହୋଇଯାଆନ୍ତି ଓ ବର୍ଷା କରାନ୍ତି ।

ଏହି ଅଦ୍ଭୁତ ମାନ୍ୟତା କଣ ଅଟେ

ପ୍ରକୃତରେ , ମାନ୍ୟତା ଅନୁସାରେ ଯଦି ଝିଅମାନେ ବିଲକୁ କପଡା ପିନ୍ଧ କି ଯିବେ ତେବେ ଦେବତା ରାଗିଯିବେ । ଯାହାର ପରିମାଣ ସ୍ୱରୂପ ତାଙ୍କ ବିଲ ଶୁଖିଲା ପଡିଯାଇପରେ । ଏହି କାରଣ ଅଟେ ଓ  ଭଲ ଫସଲ ଓ ଭଲ ବର୍ଷା ହେବା ପାଇଁ ଏଠିକାର ଲୋକେ ନିଜ ଝିଅମାନଙ୍କୁ ବିନା କପଡ଼ାରେ ବାହାରକୁ ଯିବା ପାଇଁ ବାଧ୍ୟ କରିଥାନ୍ତି । ଏମିତିରେ ଏଠି ପ୍ରତିଦିନ ରାତିରେ ଝିଅମାନେ ବିନା କପଡ଼ାରେ ବାହାରକୁ ଯାଇଥାନ୍ତି , ଯେଉଁଥି ପାଇଁ ଦେବତା ରାଗିବେନି ।

Pratap Prusty

Related Articles

Leave a Reply

Your email address will not be published. Required fields are marked *

Back to top button