ରାଶିଫଳ

ଦରିଦ୍ରତାର ହେଲା ଅନ୍ତ, ଆଜି ରାତି ଠାରୁ ଏହି ରାଶି ଉପରେ ଧନ ବର୍ଷା କରିବେ ମହାଦେବ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆମେ ବହୁତ ଦେବୀ ଦେବତାଙ୍କୁ ପୂଜା ଅର୍ଚ୍ଚନା କରିଥାଉ। କିନ୍ତୁ ଦେବଙ୍କ ଦେବ ମହାଦେବ ଙ୍କ ର ମହିମା ଓ କୃପା କିଛି ନିଆରା। ମହାଦେବ ହେଉଛନ୍ତି ଅନାଦ ତାଙ୍କର ନା ଆରମ୍ଭ ଅଛି ନା ଅନ୍ତ। ସେ ହେଉଛନ୍ତି ସୋୟଂଭୁ ତାଙ୍କର ଜନ୍ମ ନାହିଁ କି ମୃତ୍ୟୁ। ସେ ସୃଷ୍ଟି ର ବିନାଶକ ବି । ସେ ରୁଦ୍ର ବି ଆଉ ସେ ଶାନ୍ତ ଭୋଳାନାଥ ଭି। ତାଙ୍କ କ୍ରୋଧ ରୁ କେହି ବଞ୍ଚି ପାରିବେ ନାହିଁ ଏବଂ ତାଙ୍କୁ ଶାନ୍ତ କରିବା କିମ୍ବା ପ୍ରସନ୍ନ କରିବା ଅନ୍ୟ ଦେବୀ ଦେବତା ଙ୍କ ଠାରୁ ଅତି ସହଜ। ଭଗବାନ ଶିବ ସମୟ ସମୟ ରେ ନିଜର ଅନେକ ସ୍ୱରୂପ ଙ୍କ ର ଦର୍ଶନ ଦେଇଛନ୍ତି।

ଶିବଙ୍କ ଭକ୍ତ ଙ୍କୁ ନା ମୃ-ତ-ୟୁ ର ଭୟ ଥାଏ ନା ରୋଗ ର। ମହାଦେବଙ୍କ ବାହନ ହେଉଛନ୍ତି ବୃଷଭ ସିଏ ସବୁବେଳେ ମହାଦେବ ଙ୍କ ପାଖରେ ରହିଥାନ୍ତି ଏବଂ ବୃଷଭ ଧର୍ମର ପ୍ରତୀକ ମଧ୍ୟ। ଶାସ୍ତ୍ର ଅନୁସାରେ କୁହାଯାଏ କି ଭଗବାନ ଶିଵଙ୍କ କୃପା ଯେ କୋୖଣସି ବ୍ୟକ୍ତି ଉପରେ ଥାଏ ତାର ସମସ୍ତ ଦୁଃଖ ଓ ଅସୁବିଧା ରୁ ମୁକ୍ତି ପାଇପାରିଥାଏ। ସେହି ସମ୍ବନ୍ଧରେ ଆଜି ଆମେ ଚର୍ଚ୍ଚା କରିବାକୁ ଯାଉଛୁ । ବହୁତ ବର୍ଷ ପରେ ଏବେ ଏକ ଶୁଭ ସଂଯୋଗ ହେବାକୁ ଯାଉଛି ଯାହାର ପ୍ରଭାବ ରେ କିଛି ରାଶିର ଭାଗ୍ୟ ଖୋଲିଯିବ। ତେବେ ଆସନ୍ତୁ ଜାଣିବା ସେହି ରାଶି ମାନଙ୍କ ସମ୍ବନ୍ଧରେ।

୧- ବୃଷଭ ରାଶି- ବନ୍ଧୁଗଣ ପ୍ରଥମ ରାଶି ହେଉଛି ‘ବୃଷଭ ରାଶି’। ଏହି ରାଶିର ବ୍ୟକ୍ତି ଙ୍କ ଉପରେ ମହାଦେବଙ୍କ ଅସୀମ କୃପା ରହିବ। ସେମାନେ ଅଚାନକ ଧନ ପ୍ରାପ୍ତ କରିବେ। ତାଙ୍କର ଅଟକି ଯାଇଥିବା ସବୁ କାମ ମଧ୍ୟ ସଫଳତାର ସହିତ ସମ୍ପୂର୍ଣ୍ଣ ହୋଇଯିବ। ଆର୍ଥିକ ସ୍ଥିତି ମଧ୍ୟ ଭଲ ରହିବ। ଏବଂ ବ୍ୟବସାୟ ରେ ଉନ୍ନତି ହେବ।

୨- ତୁଳା ରାଶି- ବନ୍ଧୁଗଣ ଦ୍ୱିତୀୟ ରାଶିଟି ହେଉଛି ‘ତୁଳା ରାଶି’। ଏହି ରାଶିର ବ୍ୟକ୍ତି ମାନଙ୍କ ଉପରେ ମହାଦେବଙ୍କ କୃପା ଯୋଗୁଁ ଅନେକ ଖୁସି ଆସିବ। ଏବଂ ଧନ ର ପ୍ରାପ୍ତି ମଧ୍ୟ ହେବ। ଯେଉଁମାନେ ବ୍ୟବସାୟ ରେ ଜଡ଼ିତ ଥାନ୍ତି ସେମାନେ ନିଜର ବ୍ୟବସାୟ ରେ ଉନ୍ନତି କରିବେ। ଏବଂ ଅନେକ ନୂଆ ଅବସର ମଧ୍ୟ ପ୍ରାପ୍ତ ହେବ।

୩- ସିଂହ ରାଶି- ବନ୍ଧୁଗଣ ତୃତୀୟ ରାଶି ହେଉଛି ‘ସିଂହ ରାଶି’। ଏହି ରାଶି ର ଯେଉଁ ବ୍ୟକ୍ତି ମାନେ ଚାକିରୀ କରୁଛନ୍ତି ସେମାଙ୍କର ପଦୋନ୍ନତି ହେବ ଏବଂ ସବୁ କାର୍ଯ୍ୟ ରେ ସଫଳତା ମିଳିବ। ଜୀବନ ସାଥି ଙ୍କ ସହ ଖୁବ ମଧୁର ସମୟ କାଟିବେ ଏବଂ ବହୁତ ଖୁସି ରେ ମଧ୍ୟ ରହିବେ।ଏବଂ ନିଜର ପରିଶ୍ରମର ଉଚିତ ଫଳ ମଧ୍ୟ ମିଳିବ।

୪- ମେଷ ରାଶି- ବନ୍ଧୁଗଣ ଚତୁର୍ଥ ରାଶିଟି ହେଉଛି ‘ମେଷ ରାଶି’। ଏହି ରାଶି ର ବ୍ୟକ୍ତି ଙ୍କ ଉପରେ ମହାଦେବ ଙ୍କ କୃପା ଯୋଗୁଁ ସମସ୍ତ ଅଟକି ରହିଥିବା କାମ ସବୁ ସମ୍ପୂର୍ଣ୍ଣ ହେବ।ଏବଂ ଚାକିରୀ ଖୋଜୁଥିଲେ ତାହା ମଧ୍ୟ ମିଳିବ।ଏବଂ ପରିବାର ରେ ସମସ୍ତେ ଖୁସିରେ ରହିବେ। ଏବଂ ଆପଣଙ୍କୁ ଖୁବ ଲାଭର ପ୍ରାପ୍ତି ହେବ।

୫- ବିଚ୍ଛା ରାଶି- ବନ୍ଧୁଗଣ ପଞ୍ଚମ ରାଶି ହେଉଛି ‘ବିଛା ରାଶି’। ଏହି ରାଶି ର ବ୍ୟକ୍ତି ମାନଙ୍କ ଉପରେ ମହାଦେବଙ୍କ କୃପା ଯୋଗୁଁ ବ୍ୟବସାୟ ରେ ଖୁବ ଧନ ର ଲାଭ ହେବ।ଏବଂ ସମାଜରେ ଖୁବ ସମ୍ମାନ ବଢିବ। ଏବଂ ନିଜ ଜୀଵନ ସାଥି ଙ୍କ ସହ ଭଲ ସମୟ ବିତାଇବେ। ଏବଂ ଖୁସିରେ ରହିବେ।

୬- କୁମ୍ଭ ରାଶି- ବନ୍ଧୁଗଣ ଷଷ୍ଠ ରାଶି ହେଉଛି ‘କୁମ୍ଭ ରାଶି’।ଏହି ରାଶି ର ବ୍ୟକ୍ତି ଙ୍କ ଉପରେ ମହାଦେବ ଙ୍କ କୃପା ଯୋଗୁଁ ଧନ ଲାଭ ହେବ। ଏବଂ ବହୁତ ଭଲ ସମୟ ଆସିବ। ଚାକିରୀ କ୍ଷେତ୍ରରେ ମଧ୍ୟ ସଫଳ ମିଳିବ ଏବଂ ପଦୋନ୍ନତି ର ସମ୍ଭାବନା ରହିଛି। ଏବଂ ସମସ୍ତ ଅସୁବିଧା ରୁ ମୁକ୍ତି ପାଇପାରିବେ।ଆପଣ ସମସ୍ତ ପ୍ରକାର ନକରାତ୍ମକ ଜିନିଷ ଠାରୁ ଦୂରରେ ରୁହନ୍ତୁ।ଏହାଦ୍ବାରା ଆପଣଙ୍କ ଜୀବନ ରେ ସକାରାତ୍ମକତା ଉର୍ଜା ର ସୃଷ୍ଟି ହେବ ଏବଂ ଆପଣ ଜୀବନ ରେ ଉନ୍ନତି ହାସଲ କରିବେ।

Pratap Prusty

Related Articles

Leave a Reply

Your email address will not be published. Required fields are marked *

Back to top button